Yearly Archives

2022

ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଠାରେ ଦସ୍ତଖତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାହୁଲ ଗାନ୍ଧୀଙ୍କ ନେତତ୍ଵରେ ଚାଲିଥିବା ଭାରତ ଯୋଡୋ ଯାତ୍ରାର ସମର୍ଥନରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ଦାବୀ ଗୁଡ଼ିକୁ ନେଇ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଚର୍ଚ୍ଚାରେ ବ୍ୟଙ୍ଗ କବି କିଶୋରଙ୍କ ଫେସ୍‌ବୁକ୍‌ ପୋଷ୍ଟ : କାହା ବାଡ଼ିରେ ପଶିଲେ କଲ୍‌ କରିବ

ବରପାଲି, (କେପିଏନ୍‌ଏସ୍‌) : ଯୁବ ବ୍ୟଙ୍ଗ କବି କିଶୋର କୁମାର ସାହୁଙ୍କୁ କିଏ ବା ନଜାଣେ । ଯେଉଁ ମଂଚରେ ଠିଆ ହୁଅନ୍ତି, ସେଠି ସେ ତ’ ଗମ୍ଭୀର ଥାଆନ୍ତି କିନ୍ତୁ ଶ୍ରୋତାମାନେ ହସି ହସି ବେଦମ୍‌ ହୁଅନ୍ତି । ଆଜି ତାଙ୍କ ଫେସ୍‌ବୁକ୍‌ର ଏକ ପୋଷ୍ଟ ବେଶ୍‌ ଚର୍ଚ୍ଚାକୁ ଆସିଛି । ପୋଷ୍ଟରେ ବଳଦଟିଏର
Read More...

ଲାଠିକଟାରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ସେଣ୍ଟ ଜନ୍ସ ଇଂଲିଶ ସ୍କୁଲଠାରେ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମିତି ଅଧ୍ୟକ୍ଷ ଦିଲ୍ଲୀପ ଖେସ ଓ ସମ୍ମାନିତ ଅତିଥି ଭାବେ ଜଲଦା ସରପଞ୍ଚ ଗୀତା ଓରାମ,
Read More...

ଓଡିଆ ପତ୍ରିକା ରାଷ୍ଟ୍ରଦୀପର ପାଠକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ପତ୍ରିକା ରାଷ୍ଟ୍ରଦୀପର ପାଠକ ସମ୍ମିଳନୀ ସେକ୍ଟର ୪ ସ୍ଥିତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ରାଉରକେଲା ନଗର ସହସଂଘ ଚାଳକ ପ୍ରଭାତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ଉଲୁଣ୍ଡା ବ୍ଲକ ସ୍ତରୀୟ ଜେଆର୍‌ସି ସଚେତନତା ଅଭିଯାନ

ଉଲୁଣ୍ଡା, (କେପିଏନ୍‌ଏସ୍‌) : ଉଲୁଣ୍ଢା ବ୍ଲକ ଅନ୍ତର୍ଗତ ପଂଚାୟତ ସମିତି ହାଇସ୍କୁଲ, ଉଲୁଣ୍ଡା ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକ ସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅରିତିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୁକେଶ ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇ
Read More...

ବାବାସାହେବ ଡ଼. ବି.ଆର. ଆମ୍ବେଦକରଙ୍କ ମହାପ୍ରଣାୟ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନ ପ୍ରଣେତା ବାବାସାହେବ ଡ଼. ଭୀମ ରାଓ ଆମ୍ବେଦକରଙ୍କ ମହାପ୍ରଣାୟ ଦିବସ ମଙ୍ଗଳବାର ବ୍ରହ୍ମପୁରରେ ପାଳିତ ହୋଇଯାଇଛି । ପ୍ରଭାତଫେରି ସାରି ଲାଞ୍ଜିପଲ୍ଲୀ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି
Read More...

ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ : ଡ୍ରାଇଭର୍ ଫେରାର୍

ବାସୁଦେବପୁର : ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରୁ ବେଧଡ଼କ ଭାବେ ଚାଲିଛି କୋଇଲା ଚୋରା ଚାଲାଣ । ବୁଧବାର ଭୋର୍ ସମୟରେ ବାସୁଦେବପୁର ଜାମୁଝାଡି ରାସ୍ତାର ସୁଲପାଟ ନିକଟରେ ଏକ ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ତେବେ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପିକଅପ୍
Read More...

ଦିବ୍ୟାଙ୍ଗଙ୍କୁ କମ୍ବଳ ଓ ବିସ୍କୁଟ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧଶନ) : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରାଉରକେଲା ସ୍ଥିତ ଛେଣ୍ଡ ଠାରେ ପାଳିତ ହୋଇଯାଇଛି । ଆରଆରଆରସି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିବସ ନ୍ୟାସନାଲ ଆଣ୍ଟି କରପସନ ଆଣ୍ଡ ହ୍ୟୁମାନ୍ ରାଇଟ କମିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଆଇନଜୀବୀ ସନ୍ତୋଷ ଭୂୟାଁ ଅତିଥି
Read More...

ହଷ୍ଟେଲ ମରାମତି ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଡିଡି କଲେଜ ଛାତ୍ର

କେନ୍ଦୁଝର : ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ବାଳକ ହଷ୍ଟେଲ ଛାତ୍ର । ବର୍ଷ ବର୍ଷ ଧରି ହଷ୍ଟେଲ ମରାମତି ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ପ୍ରତିକାର କରାଯାଉ ନଥିବା ଅଭିଯୋଗରେ ଶତାଧିକ ଛାତ୍ରମାନେ ବୁଧବାର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରାଉ
Read More...

ମାନସିକତା ପରିବର୍ତ୍ତନ ହେଲେ ଲିଙ୍ଗ ଭିତ୍ତିକ ଅଧିକାର ସାବ୍ୟସ୍ତ ପାଇପାରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଏସଆରଡ଼ି, ବ୍ରହ୍ମପୁର ଠାରେ ଅନୁଷ୍ଠିତ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଆୟୋଜନ କାର୍ଯ୍ୟକ୍ରମ ଉପରେ ଏକ ବିଶଦ ଆଲୋଚନା ରେଲୱେ ଇନ୍ସଟିଚ୍ୟୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀମତୀ
Read More...