Yearly Archives

2022

ଝାରସୁଗୁଡ଼ା ବିସିପାଲିରେ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ା ବିସିପାଲିରେ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର ହୋଇଥିବା ଜଣାପଡିଛି । ଯାହା ଗରୁଡ଼ ପରି ଦେଖାଯାଉଛି । ଯାହାକୁ ହିମାଳୟ ଗରୁଡ଼ ଶାଗୁଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଶାଗୁଣାଟିକୁ ପ୍ରଥମେ କିଛି ଯୁବକ ଠାବ କରିଥିଲେ । ଶାଗୁଣାଟି ଚାଲିବାକୁ ଓ ଉଡ଼ିବାକୁ
Read More...

ଚାଷୀ ସମସ୍ୟାର ସମାଧାନ ପାଇଁ ୧୯ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ କିଷାନ ସଂଘର କାର୍ଯ୍ୟକର୍ତ୍ତା ଓ ଚାଷୀମାନେ ୟାଦବ ଭବନ ଠାରେ ଏକତ୍ରିତ ହୋଇ ଭାରତୀୟ କିଷାନ ସଂଘର ବ୍ୟାନର ଏବଂ ପତାକା ଧରି ଶୋଭାଯାତ୍ରାରେ ବାହାରି କଚେରି ଛକକୁ ଯାଇ ଚାଷୀର ସମସ୍ୟା ସମ୍ବନ୍ଧରେ କିଛି କିଛି ଆଲୋଚନା ସହ ସନ୍ଦେଶ ଦେଲେ ।
Read More...

ଦେବଙ୍ଗ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ୨୦୧୭ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ପଂଚାୟତର ଦେବଙ୍ଗ ଗାଁରେ ଥିବା ଇନ୍ଦିରା ଗାନ୍ଧୀ ହାଇସ୍କୁଲର ୨୦୧୭ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମରତନ
Read More...

ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଂଚଳର ଜଣାଶୁଣା ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ବିୟୋଗରେ ହମିରପୁର ସ୍ଥିତ ସାଇ ମନ୍ଦିରଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡଃ ପ୍ରଭାତ ମଲ୍ଲିକ, ଡାକ୍ତର କେ କେ ଷଡଙ୍ଗୀ, ମନୋରଞ୍ଜନ ଦାଶ, ଅଜୟ ପୂଜାରୀ,
Read More...

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ବଲାଙ୍ଗିରର ବିକାଶରେ ବାଧକ ସାଜୁଛନ୍ତି ସ୍ଥାନୀୟ ସରକାରୀ ଦଳ ରାଜନେତା

୪ ହଜାର କୋଟିର ଜମି ଦୁର୍ନୀତିରେ ଉବୁଟୁବୁ ରାଜ ପରିବାର - ନରସିଂହଭୂମିହୀନଙ୍କୁ ଜମି ଓ ଘର ଶୀଘ୍ର ଯୋଗାଉ ଜିଲ୍ଲା ପ୍ରଶାସନ - ନରସିଂହଧାନମଣ୍ଡିରେ ମିଲର୍ସଙ୍କ ଉପସ୍ଥିତି ବେଆଇନ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଣୀ ସାଗର, ଲକ୍ଷ୍ମୀଜୋର, ଟ୍ରକ ଟର୍ମିନାଲ, ରିଂ ରୋଡ,
Read More...

ଯୁଧିଷ୍ଠିର ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତାମଖନାସ୍ଥିତ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ୍‌ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀ ତଥା ସମସ୍ତ କର୍ମଚାରୀମାନଙ୍କ ଦ୍ୱାରା ଏକ ରାଲି ବିଦ୍ୟାଳୟରୁ ବାହାରି
Read More...

ବ୍ୟଙ୍ଗ କବିତା : ବୁଡ଼୍‌ବକ୍‌ ବଲୁଛେ…

ରସରାଜ ଅଚ୍ୟୁତ ପୁରୋହିତ ଚାକରିଆ ଯଦି ଦୁଇ ଦିନ୍‌ ରହେଲାନିଲମ୍ବନ୍‌ ହେବାର୍‌ଟା ସାର୍‌ମନ୍ତ୍ରୀ ମାସ୍‌ ମାସ୍‌ ଭିତ୍‌ରେ ରହେଲେ ବିବାଲ୍‌ ବାଁକ୍‌ ନିହୁଏ ତାର୍‌ ।ମନ୍ତ୍ରୀ ଆରୁ ଚାକରିଆ ଭିତ୍‌ରେଇଟା ଫରକ୍‌ ରହୁଛେ,ବୁଡ଼୍‌ବକ୍‌ ବଲୁଛେନେତା କହୁଥିଲେଦେଶ ପରେ ଆଘ୍‌କେ ଯଉଛେ । ।
Read More...

ଝାଙ୍କରପାଲି ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ଯୋଗଦେଲେ ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାଙ୍କରପାଲି ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ଯୋଗଦେଲେ ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା । ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ଝାଙ୍କରପାଲି ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ଯୋଗଦେଇ ସରକାରୀ ଯୋଜନାର ସଫଳ ରୂପାୟନ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ କହିବା
Read More...

ସୁବର୍ଣ୍ଣପୁରରେ ମହିଳା ହିଂସା ନିରାକରଣ ପକ୍ଷ ପାଳନ : ମହିଳା ମାନେ ନିର୍ଭୟରେ ହିଂସାକୁ ପ୍ରତିରୋଧ କରିବାକୁ ଆହ୍ଵାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସଖୀ ଅନୁଷ୍ଠାନ ଆନୁକୂଲ୍ୟରେ ମହିଳା ହିଂସା ନିରାକରଣ ପକ୍ଷ ପାଳନ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ପୀଡିତା ମହିଳା ତଥା ବାଳିକାମାନଙ୍କୁ ପୋଲିସ,
Read More...

ଡଙ୍ଗାଘାଟ ଠାରେ ଜୟ କିଶାନ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଠାରେ ଜୟ କିଶାନ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦ୍‌ଘାଟନ କରିଥିଲେ । ଏହି
Read More...