Yearly Archives

2022

ପଦ୍ମପୁରରେ ଭୋଟ ଗଣତି ଆରମ୍ଭ : କାହାର ହେବ ପଦ୍ମପୁର ଗଡ଼, ୧୦ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୮ଟାରୁ ପଦ୍ମପୁରରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ପ୍ରଥମେ ପୋଷ୍ଟାଲ ଭୋଟ କାଉଣ୍ଟିଂରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣନା ପରେ ସ୍ପଷ୍ଟ ହୋଇଯିବ ଯେ, ପଦ୍ମପୁର ଆସନ କିଏ ହାତେଇବ ଓ କାହା ମୁଣ୍ଡରେ ହାତୀ
Read More...

ପ୍ରତିଶୃତି ପରେ ସରପଞ୍ଚଙ୍କ ଅନସନ ପ୍ରତ୍ୟାହୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁଆଳିପଡା ସରପଞ୍ଚଙ୍କ ଅନସନ ଗତକାଲି ଏସଡିପିଓ ଦେବଦତ୍ତ ବରାଳଙ୍କ ପ୍ରତିଶୃତି ପରେ ପ୍ରତ୍ୟାହାର ହୋଇଛି । ସ୍ୱାମୀ ଓ ଦେଢଶୁରଙ୍କ ନାମରେ ମାମଲାକୁ କେନ୍ଦ୍ରକରି ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ ଓ ସେମାନଙ୍କ ସମର୍ଥକମାନେ ଡେଲାଙ୍ଗ ଥାନା
Read More...

ଶୁଭ୍ରାଂଶୁ ସେନାପତି ଅଧିନାୟକ ଭାବେ ମନୋନୀତ

କଟକ : ଆଗାମୀ ରଣଜୀ ଟ୍ରଫି ସିଜନକୁ ଦୃଷ୍ଟିରେ ରଖି ୨ଟି ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ବୁଧବାର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ସିନିୟର ଚୟନ କମିଟି ବୈଠକ ବସି ୧୭ ଜଣିଆ ଦଳ ମନୋନୟନ କରାଯାଇଛି । ଓସିଏ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଚୟନ
Read More...

ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ୨୬ତମ ବ୍ଲକସ୍ତରୀୟ ବିଜ୍ଞାନ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଏବିଇଓ ଯୁଧିଷ୍ଠିର ପରିଡା ସଭାପତିତ୍ୱ କରିଥିବା ବେଳେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ବରିଷ୍ଠ
Read More...

ଦେଓଗାଁ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଜିତ ମିଶ୍ରଙ୍କ ସଭାପତିତ୍ୱରେ
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ : ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ବିଜ୍ଞାନ ମେଳା ଉଦଘାଟନ କରି ବିଜ୍ଞାନ ପ୍ରକଳ୍ପଗୁଡିକୁ ବୁଲି
Read More...

ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ, (ପୁସ୍ତମ ଯୁଆଡ଼ି ): ସ୍ଥାନୀୟ ବେନ୍ଦେର ଉଚ୍ଚ ବିଦ୍ୟାଳୟ ପଡିଆରେ ଏଲବିସିସି ତରଫରୁ ଆୟୋଜିତ ହୋଇଥିବା ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ବେନ୍ଦେର ଓ ଜାମଚୁଆଁ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ବେନ୍ଦେର ଚମ୍ପିଆନ
Read More...

ଖୁଜେନପାଲି-ଦାବକାନି ରାସ୍ତାରେ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠୁ ଲୁଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଖୁଜେନପାଲି - ଦାବକାନି ରାସ୍ତାରେ ଆଜି ଜଣେ ବ୍ୟବସାୟୀଙ୍କ ଠାରୁ କିଛି ଦୁର୍ବୃତ୍ତ ମାନେ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଛନ୍ତି । ଯୋଉଥିପାଇଁ ବ୍ୟବସାୟୀ ଜଣକ ସଦର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ବ୍ୟବସାୟୀ ଜଣକ ସୁଦପଡା ଠାରେ ଥିବା କବାଡି
Read More...

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ନିର୍ମାଣ ଶ୍ରମିକମାନଙ୍କ ସମସ୍ୟା ଦୂର ନହେଲେ ଶ୍ରମ ଅଫିସ ତାଲା ପଡ଼ିବ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିର୍ମାଣ ଶ୍ରମିକଙ୍କୁ ଅଫଲାଇନ୍‌ ଓ ଅନଲାଇନ୍‌ରେ ପଞ୍ଜିକରଣ କରିବା, ଗଦା ଗଦା ଦରଖାସ୍ତକୁ ରିନ୍ୟୁଆଲ ତୁରନ୍ତ କରିବା, ମୃତ୍ୟୁ, ଶିକ୍ଷା, ବିବାହ ସହିତ ସହାୟତା ତୁରନ୍ତ
Read More...

ଓଡିଶା ସ୍କୁଲ କଲେଜ ଶିକ୍ଷକ, କର୍ମଚାରୀ ସମନ୍ଵୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମସ୍ତ ବର୍ଗର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଅବିକଳ ସପ୍ତମ ବେତନ ପ୍ରଦାନ କରିବା, ୨୦୧୮ର ଗ୍ରାଣ୍ଟ ଇନଇଡ଼ ନିୟମ ପ୍ରକାରରେ ହିନ୍ଦୀ, ସଂସ୍କୃତ, ଅଣତାଲିମ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ସପ୍ତମ ବେତନ ପ୍ରଦାନ କରାଯାଉ, ଚାକିରି
Read More...