pakka
Daily Archives

ଖେଲୋ ଇଣ୍ଡିଆ ମହିଳା ଉଷୁ ଲିଗ୍‌ ଉଦ୍‌ଯାପିତ

ଓଡିଶା ପାଇଁ ପଦକ ଆଣିଲେ ବଲାଙ୍ଗିରର ସୁହାନି ବଲାଙ୍ଗିର, (ଦେବାଶିଷ ମିଶ୍ର) : କେରଳ କୋଜିକୋଡ ସ୍ଥିତ ଭି.କେ.କ୍ରିଷ୍ଣାନ୍‌ ମେନନ ଇନ୍‌ଡୋର ଷ୍ଟାଡିୟମରେ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଦକ୍ଷିଣାଞ୍ଚଳ ମହିଳା ଉଷୁ ଲିଗ୍‌ ବୁଧବାର ଦିନ୍ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୪୧
Read More...

ରାଉରକେଲା କଲେଜରେ ବିଶ୍ୱ ଏଡ୍‌ସ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ତରଫରୁ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ସରଣୀ ଅନୁଯାୟୀ ଅନୁଷ୍ଠାନ ଦ୍ୱୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ
Read More...

ଡିକୋଟିଙ୍ଗ ଲିଡର୍‌ସିପ୍‌ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କୁଆରମୁଣ୍ଡା ସ୍ଥିତ ସାଇ ଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀ ଆନୁକୂଲ୍ୟରେ ଡିକୋଟିଙ୍ଗ ଲିଡର୍‌ସିପ୍‌ (ତତ୍କାଳ ନିଷ୍ପତ୍ତି ନେଇପାରୁଥିବା ନେତୃତ୍ଵ) ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ
Read More...

ଆର୍‌ଆଇଟିରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କଲୁଙ୍ଗା ସ୍ଥିତ ଆର୍‌ଆଇଟିରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମିତା ଟେଟେଙ୍କ ଅଧ୍ୟକ୍ଷତା ଓ ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଠିକଟା ସ୍ୱାସ୍ଥ୍ୟ
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା ଘର : ଜୀବନ୍ତ ଜଳିଗଲେ ୨ ଗାଈ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ଆକୁଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୫ ବଖରା ଘର । ଜିଅନ୍ତା ଜଳିଗଲେ ୨ ଗାଈ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
Read More...

ଆରମ୍ଭ ହେଲା କୋଣାର୍କ ଉତ୍ସବ

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଆଲୋକମାଳାରେ ସୁସଜ୍ଜିତ ଓ ସବୁଜିମା ଭରା ମୁକ୍ତାକାଶ ରଙ୍ଗମଞ୍ଚରେ ଗୁରୁବାର କୋଣାର୍କ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିଜର ବାର୍ତ୍ତା ଦେବା ସହ ଉତ୍ସବକୁ ଆନୁଷ୍ଠାନିକ ଭାବେ
Read More...

ଆରମ୍ଭ ହେଲା ଇକୋ ରିଟ୍ରିଟ୍‌ : ଭର୍ଚୁଆଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଉତ୍ସବ ଆୟୋଜନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭର୍ଚୁଆଲ୍‌ରେ ୬ଟି ସ୍ଥାନରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଶା କରୁଛି ବହୁ ମାତ୍ରାରେ ଏହା
Read More...

ଜନ ଗହଳିକୁ ଆଖି ଆଗରେ ରଖି ପଳାସପଙ୍ଗା କିଡ଼କୋ ପ୍ଲାଣ୍ଟ ଛକରେ ସଦର ପୋଲିସ ପକ୍ଷରୁ ବ୍ୟାରିକେଡ ସ୍ଥାପନ

କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ପଳାଶପଙ୍ଗା ସ୍ଥିତ ୨୦ ନମ୍ବର ଜାତୀୟ ରାଜପଥ ଏବଂ ପଳାସପଙ୍ଗା କିଡ଼କୋ ରାସ୍ତାଟି ପ୍ଲାଣ୍ଟ ଛକ ସାଙ୍ଗକୁ ଦୁଇଟି ରାଜପଥର ଛକ ସ୍ଥାନ ହୋଇଥିବାରୁ ରାସ୍ତାଟି ସର୍ବଦା ବ୍ୟସ୍ତବହୁଳ ରହୁଛି । ଜନ ଗହଳିକୁ ଆଖି ଆଗରେ ରଖି ଆଜି ସଦର ଥାନା ପକ୍ଷରୁ ୮ ଗୋଟି
Read More...

ନାଇଟ୍ କୋଚ୍ ବସ୍‌ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର

ସମ୍ଵଲପୁର : ବୁର୍ଲାରୁ ଭୁବନେଶ୍ୱର ଅଭିମୁଖେ ଚାଲୁଥିବା ଘରୋଇ ବସ୍ ନାଗରାଜରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବସ୍‌ଟି ଗୁରୁବାର ଭୁବନେଶ୍ୱର ନଯାଇ
Read More...

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଚୋରି ଅଭିଯୋଗ

ନୀଳଗିରି : ବାଲେଶ୍ଵର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵର ମହାଦେବଙ୍କ ହୁଣ୍ଡିବାକ୍ସ ଏବଂ ପଞ୍ଚଲଡ଼ୁ ଭୋଗ ଦୋକାନରୁ ତାଲାଚାବି ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି । ଶ୍ରଦ୍ଧାଳୁଙ୍କ ପାଇଁ ହୁଣ୍ଡିବାକ୍ସରେ ଦାନ
Read More...