Daily Archives

ଖବରକାଗଜ “ସକାଳ”ର ତୃତୀୟ ବର୍ଷରେ ପଦାର୍ପଣ : ବ୍ରହ୍ମପୁର ଅଫିସ ତରଫରୁ ବିଶିଷ୍ଟ ବ୍ୟକ୍ତିଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖବରକାଗଜ 'ସକାଳ' ସଫତଳାର ସହ ତୃତୀୟ ବର୍ଷରେ ପଦାର୍ପଣ କରିଛି । ଏ ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ ସକାଳ ଓ ନନ୍ଦିଘୋଷ ଟିଭି ଗୃପ ପକ୍ଷରୁ ଡ଼ିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼୍‌ସ ଦିବସ ଭାବେ ପାଳନ ପରିପ୍ରେକ୍ଷୀରେ ପ୍ରଭାତ ଫେରି ସ୍ୱରୂପ ଏକ
Read More...

ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟକୁ ପିଜି ଡ଼ିଗ୍ରୀ ଶ୍ରେଣୀ ଖୋଲିବାକୁ ଅନୁମୋଦନ ସରକାରଙ୍କ ଏକ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଭାବେ ବହୁବର୍ଷ ପୂର୍ବରୁ ମାନ୍ୟତା ମିଳିଥିବା ବେଳେ ଏଠାରେ ସ୍ନାତକୋତ୍ତର ଓଡ଼ିଆ ଓ ଇତିହାସ ବିଭାଗ ୧୯୯୩-୯୪ ଶିକ୍ଷାବର୍ଷରେ
Read More...

ବିଶ୍ୱ ଏଡ଼୍‌ସ ଦିବସ ଉପଲକ୍ଷେ ସଚେତନତା ରାଲିର ଶୁଭାରମ୍ଭ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ବିଶ୍ୱ ଏଡ଼୍‌ସ ଦିବସ ଉପଲକ୍ଷେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟଫାଟକ ଠାରୁ ସିଡିଏମ୍‌ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେବାକୁ ଥିବା ରାଲିର ଶୁଭାରମ୍ଭ କଲେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ଏହି ଅବସରରେ ସିଡିଏମ୍‌ଓ କାର୍ଯ୍ୟାଳୟ
Read More...

ରୋଲବଲ ଚାମ୍ପିୟନସିପ୍‌ରେ ସଫଳତା ଅର୍ଜନ କଲା ଓଡ଼ିଶା ଦଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣେରେ ଅନୁଷ୍ଠିତ ଏକ୍‌ ଭାରତ ଶ୍ରେଷ୍ଠ ଭାରତ ଜାତୀୟ ରୋଲବଲ ଚାମ୍ପିୟନସିପ୍‌ରେ ଓଡ଼ିଶା ଦଳ ସଫଳତା ଅର୍ଜନ କରିଛି । ବୁଧବାର ଶେଷ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ସିନିୟର ବାଳିକା ଦଳ ଚାମ୍ପିୟନ ହୋଇଛି । ଫାଇନାଲରେ ଏହି ଦଳ
Read More...

ମାର୍ଗଶୀର ଶୁକ୍ଳ ପକ୍ଷ ଷଷ୍ଠୀ ଅବା ପ୍ରାବଣ ଷଷ୍ଠୀରେ ବିଶ୍ୱନୀୟନ୍ତା ଭଗବାନଙ୍କ “ଘୋଡଲାଗି ବେଶ” ଲାଗି…

ମହାପ୍ରଭୁ କଳା ଶ୍ରୀମୁଖ ହେ କାଳିଆ ସାଆନ୍ତ, ଜୟ ଜଗନ୍ନାଥ । ଶ୍ରୀକ୍ଷେତ୍ର ଅଧୀପତି ଶ୍ରୀମନ୍ଦିରରେ ବିରାଜିତ ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କ ବଡ ଭାଇ ବଳଭଦ୍ରଙ୍କ ସହ ଭଗିନୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହ ନିୟତି ଚକ୍ରକୁ ସମ୍ମାନ ଜଣାଇ ଋତୁ ଅନୁସାରେ ନିଜର ବେଶ, ପରମ୍ପରା ନୀତିରେ ପରିବର୍ତ୍ତନ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ

ଖୋର୍ଦ୍ଧା : ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ କାର୍‌ଟି ପିଟି ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାର୍‌ ମଧ୍ୟରେ ଥିବା ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କ ମୃତ୍ୟୁ
Read More...

ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ମଇଦାନରେ ୭୮୮ ପ୍ରାର୍ଥୀ

ଗୁଜୁରାଟ : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ମତଦାନ ଚାଲିଛି । ଦକ୍ଷିଣ ଗୁଜୁରାଟ, କଚ୍ଛ-ସୌରାଷ୍ଟ୍ରର ମୋଟ୍
Read More...

ଜିଲ୍ଲାସ୍ତରୀୟ ମାନବ ଚାଲାଣ ଓ ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ମହିଳା ଶିଶୁ ବିକାଶ ବିଭାଗ, ନୂଆପଡା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଓଡିଶାର ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖାର ମିଳିତ ସହଯୋଗରେ ଶିଶୁ ଚାଲାଣ ବିଶେଷକରି ଦାଦନ ପ୍ରବଣ ନୂଆପଡା ଜିଲ୍ଲାରେ ବେଆଇନ ଶ୍ରମିକ, ମହିଳା ଓ ଶିଶୁମାନଙ୍କର ଚାଲାଣ ବିଷୟରେ ଏକ ଜନ
Read More...

ଏଟିଏମ୍‌ ଭିତରେ ପଶିଲା ନାଗ : ଦେଢ ଘଣ୍ଟା ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ମଙ୍ଗଳବାର ସନ୍ଧ୍ୟା ୭ଟା ବେଳେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ୍ ଭିତରେ ଏକ ନାଗସାପ ପଶି ଆସିଥିବା ଜଣାପହିଛି । ଜଣେ ବ୍ୟକ୍ତି ଟଙ୍କା ଉଠାଉଥିବା ବେଳେ ରାଜେଶ୍ ହାଁସଦା ନାମକ ଅନ୍ୟ ଜଣେ ବ୍ୟକ୍ତି ଏଟିଏମ୍
Read More...

ଓଡ଼ିଶା ଉଷୁ ଦଳକୁ ମିଳିଲା ୧୬ ପଦକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେରଳର କୋଝିକୋଡେ ସ୍ଥିତ ଭି.କେ. କ୍ରିଷ୍ଣାମେନନ ଇନ୍‌ଡୋର ଷ୍ଟାଡିୟମରେ ବୁଧବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ୍‌ (ସାଉଥ୍‌ ଜୋନ୍‌)ରେ ଓଡ଼ିଶା ଦଳ ମୋଟ ୧୬ଟି ପଦକ ହାସଲ କରିଛି । ଏହା ମଧ୍ୟରେ ୪ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୭ ବ୍ରୋଞ୍ଜ
Read More...