ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅଭିଯୋଗ : ଜଳଯୋଗାଣ ବନ୍ଦ
ଟିକ୍ରାପଡା : ସଇଁତଳା ଥାନା ଟିକ୍ରାପଡ଼ାରେ ଗାଁକୁ ଜଳଯୋଗାଣ ପାଇଁ ଲାଗିଥିବା ଟ୍ରାନ୍ସଫର୍ମର ଚୋରି ହୋଇଯାଇଥିବା ଅଭିଯୋଗ ହେଉଛି । ଚୋରମାନେ ବୁଧବାର ରାତିରେ ମୁଖ୍ୟ ରାସ୍ତା କଡରେ ଥିବା ଉକ୍ତ ଟ୍ରାନ୍ସଫର୍ମର ଖୋଲି ତମ୍ବା ତାର ଚୋରି କରି ନେଇଛନ୍ତି । ଏ ନେଇ ଗୁରୁବାର ସକାଳେ ଟିକ୍ରାପଡା!-->…
Read More...
Read More...