Monthly Archives

September 2022

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗୁଡଭେଲା ବିଡିଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗୁଡଭେଲା ବିଡିଓ ବିନୋଦ କୁମାର ନାଏକ । ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ବାବଦକୁ ୧ ଲକ୍ଷ ୮୦ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ ବୋଲି ଜଣାପଡିଛି । ତେବେ ତାଙ୍କୁ ଲାଞ୍ଚ
Read More...

ଜଗନ୍ନାଥ ଜାଗରଣ ମଂଚର ସହିଦ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଫର୍ଟିଲାଇଜର ଓ ସହୀଦ ପ୍ରଦୀପ ପଣ୍ଡାଙ୍କ ପରିବାର ତରଫରୁ ସହୀଦ ପଣ୍ଡାଙ୍କ ଜନ୍ମଦିନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତି ଯୋଗ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତିବଂଧୁ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆର୍‌ସିସି
Read More...

କିସାନ ସମାଜର ପ୍ରତିଷ୍ଠାତାଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକର ବଲଣ୍ଡା ନିବାସୀ ପାଣୁ ମାଝୀ(୮୫)ଙ୍କ ଆଜି ବିୟୋଗ ଘଟିଛି । କିସାନ ସମାଜ ସଂଗଠନର ସେ ଅନ୍ୟତମ ପ୍ରତିଷ୍ଠାତା ତଥା ବନବାସୀ କଲ୍ୟାଣ ଆଶ୍ରମର ପୂର୍ବତନ ସଭାପତି ଥିଲେ । ଆଜି ବୁର୍ଲା ମେଡିକାଲ୍‌ରେ ତାଙ୍କର ଦେହାନ୍ତ ହେବା ପରେ ତାଙ୍କ ପାର୍ଥିବ
Read More...

ଅଖିଳ ଭାରତୀୟ ଗୋଁଡ ସମାଜ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଅଖିଳ ଭାରତୀୟ ଗୋଁଡ ସମାଜ ମଣ୍ତପ ପ୍ରାଙ୍ଗଣଠାରେ ରାଜ ବୋଡାସମ୍ବର ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ବୁଢାଦେଓଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ
Read More...

ବରଗଡ଼ ସଦର ଥାନା ଆଇଆଇସିଙ୍କୁ ଭେଟି ଦାବୀପତ୍ର ଦେଲେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଘନଶ୍ୟାମ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଘନଶ୍ୟାମ ସାହୁ ଆଜି ବରଗଡ଼ ସଦରଥାନା ଆଇଆଇସି ସପ୍ନାରାଣୀ ଗୋଚ୍ଛାୟତଙ୍କୁ ଭେଟି ଅଞ୍ଚଳରେ ହେଉଥିବା ଚୋରି, ଡ଼କାୟତିକୁ ରୋକିବା ପାଇଁ ବ୍ୟାପକ ମାତ୍ରାରେ ପେଟ୍ରୋଲିଂ ତଥା ଆଜିର ଯୁବପିଢି ନିଶାଗ୍ରସ୍ତ
Read More...

ପଦ୍ମପୁରଠାରେ ଓଲଟିଲା ଟ୍ରକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରଠାରେ ଡ୍ରାଇଭରର ଆଖି ଲାଗି ଯିବାରୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଳିର କାଳୀ ମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘର ଉପରେ ଚଢ଼ିଗଲା ଗାଡି । ସୌଭାଗ୍ୟ ବସତଃ କାହାର କିଛି କ୍ଷୟକ୍ଷତି ହୋଇନାହିଁ ଘରରେ
Read More...

ପଦ୍ମପୁର ରାଜ ଉଆସରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନ କେତେଟା ପରେ ଧରା ପୃଷ୍ଠରେ ଅବତରଣ ହେବେ ଜଗତ ଜନନୀ ମା' ଦୁର୍ଗା । ଏ ନେଇ ଚଳ ଚଞ୍ଚଳ ଗାଁଠାରୁ ସହର । କୋଭିଡ କଟକଣା ଯୋଗୁଁ ପୂଜା ମଣ୍ଡପକୁ ଭକ୍ତଙ୍କୁ ବାରଣ ଥିଲେ ବି ନିୟମାନୁଯାୟୀ ପୂଜା ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ପଦ୍ମପୁରରେ ସଜେଇ
Read More...

ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଘରୋଇ ସ୍କୁଲ ଜେନିଥ ଲାୟନ୍ସ ଗୁରୁକୂଳର ଏକ ବସ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ବିପଦ ମୁଖରେ ପଡିଛି ବୋଲି
Read More...

କୃଷକ ମହାସଂଘ ପକ୍ଷରୁ ରେଳରୋକ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବର୍ଷର କୃଷିି ବୀମା ରାଶି ପ୍ରଦାନ ଦାବୀରେ ମାସେ ହେଲା ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଜାଗାରେ କୃଷକ ଆନ୍ଦୋଳନ ଜାରି ରହିଛି । ବାରମ୍ବାର ରାସ୍ତା ରୋକ ବିକ୍ଷେଭ ପ୍ରଦର୍ଶନ ପରେ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ତେଣୁ
Read More...