Monthly Archives

September 2022

ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର : ୧ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗର ୫ ଜଣିଆ
Read More...

ବେଆଇନ ଜୁଆ ଆଡ୍ଡାରେ ଅତାବିରା ପୋଲିସର ଚଢାଉ : ୬ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ପୋଲିସ ଷ୍ଟେସନ ଖରମୁଣ୍ଡା ପଂଚାୟତ ବନ୍ଦଲିଟିକା ଜୁଜୁଗାଁରେ ବେଆଇନ ଭାବେ ଚାଲିଥିଲା ଘୁଡୁଘୁଡୁ ପଟି । କୌଣସି ସୁତ୍ରରୁ ଖବର ପାଇ ଜୁଆ ଆଡ୍ଡାରେ ପୋଲିସ ପହଞ୍ଚି ଚଢ଼ାଉ କରିଥିଲା । ତେବେ ଏହି ଚଢାଉରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ

ତୁର୍ଲା, ଚନ୍ଦନଭାଟି, ପ୍ରୋଗ୍ରେସିବ ବ୍ଲକ, ଏନ୍‌ଏସ୍‌ ସ୍ପୋଟିଂ, ବେନକେରା, ଭୁଲୁଦର୍ହୋ, ମାଲପଡା, ବଡଙ୍ଗୋମୁଣ୍ଡା ଓ ଯୋଗିସର୍ଡା ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଚନ୍ଦନଭାଟି ୩-୦
Read More...

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଟ୍ଵିନ୍ ସିଟିରେ ଚାଲିବ ଇ-ଭେଇକିଲ୍ : ମନ୍ତ୍ରୀ ଟୁକୁନୀ ସାହୁ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ସରକାରୀ କାର୍ଯ୍ୟାଳୟରେ ଇ-ଭେଇକିଲ ଚାଲିବାକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, କଟକ ଭୁବନେଶ୍ୱରରେ ଅଧିକ ଗାଡି ଚଳାଚଳ ହେଉଛି । ପ୍ରାଥମିକ ପର୍ଯ୍ୟାୟରେ କିଛି କିଛି ଇଲେଟ୍ରି ଗାଡି ଚାଲିବ । ପ୍ରଦୂଷଣ ରୋକିବା ପାଇଁ ସରକାର
Read More...

କୋଶଳ ରାଜ୍ୟ ଗଠନ ଦାବୀରେ ପାଟଣାଗଡ଼ଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାରତ ସ୍ୱାଧୀନତା ପରେ କଲିଙ୍ଗ ରାଜ୍ୟରୁ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ନୀତି ଯୋଗୁଁ ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ପାର୍ଥକ୍ୟ ଦେଖା ଦେଇଛି । ସବୁ କ୍ଷେତ୍ରରେ ପୂର୍ବାଞ୍ଚଳକୁ ସୁବିଧା ସୁଯୋଗ ଯୋଗାଇ
Read More...

ଭଗବାନ ବାମନ ମହାପ୍ରଭୁଙ୍କର ଜନ୍ମୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଗିରିଧାରୀ ଶତପଥିଙ୍କ ସଭାପତିତ୍ୱରେ ଭଗବାନ ବାମନ ମହାପ୍ରଭୁଙ୍କର ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଜନ୍ମୋତ୍ସବରେ ପଣ୍ଡିତ ଲକ୍ଷ୍ମୀ ଚନ୍ଦ ଏବଂ
Read More...

ଶିକାଛିଡାରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଗଣପତି କଳା ପରିଷଦ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ସମାରୋହର ପ୍ରାରମ୍ଭିକ ସଭାକୁ ସଂଯୋଜନା କରିଥିଲେ ଓଡିଆ ଅଧ୍ୟାପକ ରତିକାନ୍ତ ନାଏକ । ସର୍ବ
Read More...

ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ‘ସର୍ବ ଧର୍ମ ପ୍ରାର୍ଥନା ସଭା’ର ଆୟୋଜନ

ବରଗଡ, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ତଥା ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଆଜି ରାହୁଲ ଗାନ୍ଧୀ "ଭାରତ ଯୋଡ"
Read More...

ସିଆର୍‌ପିଏଫ୍‌ ଡିଆଇଜିଙ୍କ ରାଉରକେଲା ଗସ୍ତ ଅବସରରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀ ସସ୍ତ୍ରିକ ରାଉରକେଲାରେ ପହଞ୍ଚିବା ପରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେକ୍ଟର ୧୬ ସ୍ଥିତ ନାଗ୍ରା ତନ୍ତୀ ସମାଜ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ତନ୍ତୀ ଓ ତାଙ୍କ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୦ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...