tur
Daily Archives

ବିରହ

ବବିତା ମହାପାତ୍ର କିଛି ସମୟର ଦୂରତା ଆଜିକାଲି ଖୁବ୍ କଷ୍ଟ ଦିଏ । ତୁମେ ବୁଝ କି ନା କେଜାଣି । କିନ୍ତୁ ଦେଖାହେଲେ ଦୋଷିଟିଏ ପରି ମୋ ଆଖିରେ ଆଖି ରଖି କ୍ଷମା ମାଗିନିଅ । ପ୍ରେମରେ ଦୋଷ ନମାନିବା ନିର୍ବୋଧତା । ତୁମେ କିନ୍ତୁ ଦୋଷ ନଥାଇ ବି ମୋ ଦେହରେ ଲତା ଟିଏ ଭଳି ଗୁଡେଇ ହେଇ ଗେହ୍ଲେଇ
Read More...

ହର୍ଷୋଲ୍ଲାସରେ ପାଳିତ ହେଲା ନୂଆଁଖାଇ

ଲାଞ୍ଜିଗଡ଼ : ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ସମଗ୍ର ଓଡ଼ିଶାରେ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଛି । ନୂଆଁଖାଇକୁ ନେଇ ଗାଁଗଣ୍ଡା, ସହର ବଜାର ସବୁଠି ଗହଗହ ମହମହ ହୋଇଉଠିଥିବା ବେଳେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀ, ପିତୃପିତାଙ୍କୁ ବର୍ଷକର ନୂଆ ଫସଲ ପ୍ରଥମେ ଅର୍ପଣ
Read More...

ପୁଇଁତଲା ଥାନା ଅନ୍ତର୍ଗତ ବ୍ଲକ ଛକରେ ଜବାନଙ୍କ ଘରେ କଳାକନା ବୁଲାଇଲେ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟରେ ପୁଇଁତଲା ଥାନା ଅନ୍ତର୍ଗତ ବ୍ଲକ ଛକ ଠାରେ ଜବାନଙ୍କ ଘରେ କଳାକନା ବୁଲାଇଲେ ଚୋର । ବଲାଙ୍ଗିର ଜିଲ୍ଲାରେ ଏବେ ଚୋରଙ୍କ ଆତଙ୍କ । ନୂଆଁଖାଇ ଦିନ ରାତିରେ ପୁଇଁତଲାରେ ଚୋରି କରି କଳାକନା ବୁଲାଇ ଦେଇଛନ୍ତି ଚୋର । ପୁଇଁତଲା ବ୍ଲକ ଛକଠାରେ
Read More...

ଦାଦନ ଶ୍ରମିକଙ୍କ ପିଡିଏସ୍‌ ଚାଉଳରେ ଦୁର୍ନୀତି ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗାଁର ଦାଦନ ଶ୍ରମିକମାନେ ପ୍ରତିବର୍ଷ ଦେଶାନ୍ତର ହେଉଛନ୍ତି । ସରକାରଙ୍କ ଠାରୁ ଏହି ପ୍ରବାସୀମାନଙ୍କ ନାମରେ ଯେଉଁ ପିଡିଏସ୍‌ ଚାଉଳ ଆସୁଛି ସେଥିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଯଦି ଯୋଗାଣ
Read More...

ପ୍ରେମରେ ଥିଲେ ଅଭାବ ଛୁଏଁନି : ମୁଣ୍ଡ ଗୁଂଜିବାକୁ ଛପର ନାହିଁ, ପେଟ ପାଇଁ ଦାନା ନାହିଁ, ତଥାପି ଖୁସିରେ ମସ୍‌ଗୁଲ୍‌…

ତୁରେକେଲା, (କୈଳାଶ ସଗ୍ରିଆ) : କୁହାଯାଏ ପ୍ରେମରେ ଥିଲେ ଅଭାବ ଛୁଏଁନି । ମୁଣ୍ଡ ଗୁଂଜିବାକୁ ଛପର ନାହିଁ, ପେଟ ପାଇଁ ଦାନା ନାହିଁ, ତଥାପି ଖୁସିରେ ମସ୍‌ଗୁଲ୍‌ ସ୍ୱାମୀ ସ୍ତ୍ରୀ । ତୁରେକେଲାର ଗୋଦାମ ଘର ବାରଣ୍ଡା ଏମାନଙ୍କ ଘର । ପ୍ରେମରେ ମସ୍‌ଗୁଲ୍‌ ନିଃସହାୟ ହଳେ ବୃଦ୍ଧବୃଦ୍ଧା । ଯାହା
Read More...

ଲୋକ ପରମ୍ପରା ଆଧାରରେ ‘ସଚେତନ ହେମା’ର ନୂଆଁଖାଇ ଭେଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଦ ଗ୍ରାମରେ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଓ ଢୋଲବନ୍ଧ ଗ୍ରାମବାସୀଙ୍କ ସହଯୋଗରେ ନୂଆଁଖାଇ ଭେଟ୍‌ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟିକେଲାଲ ସ୍ୱାଇଁ, ବିଜୟ ସ୍ୱାଇଁ, ଅନୁବ୍ରତ ସାହୁ,
Read More...

ସରକାରୀ କ୍ୱାଟର୍ସରେ ପୋକ୍‌ସୋ କୋର୍ଟର ବିଚାରପତିଙ୍କ ଆତ୍ମହତ୍ୟା

କଟକ : ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ‌ ଦୌରାଜଜ୍ ସୁବାସ କୁମାର ବିହାରୀ (୪୯) ଶୁକ୍ରବାର ଦିନ ନିଜ ସରକାରୀ କ୍ୱାଟର୍ସରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସିଡିଏ ସେକ୍ଟର ୯ ସ୍ଥିତ କ୍ୱାଟର୍ସରୁ ତାଙ୍କର ମୃତଦେହକୁ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
Read More...

ଛତ୍ରପୁର ଏନ୍‌ଏସି ଅଫିସରେ ନୂତନ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

• ସମସ୍ତ ଷ୍ଟାଫ ଓ କର୍ମଚାରୀ, ପୌର ଅଧ୍ୟକ୍ଷା, କାଉନସିଲରଗଣଙ୍କ ଶୁଭେଚ୍ଛା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଜଣେ ଉଚ୍ଚପଦସ୍ଥ ଓଏଏସ ପାହ୍ୟାର
Read More...

ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ୪ ଦିନିଆ ଇଣ୍ଡୋନେସିଆ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ କେନ୍ଦ୍ରମନ୍ତ୍ରୀ• ୟୁନେସ୍କୋର ଏଡ଼ିଜିଙ୍କ ସହ ଶିକ୍ଷା- ୨୦୩୦ ଏଜେଣ୍ଡା ଉପରେ ଆଲୋଚନା• ଶିକ୍ଷା, ଦକ୍ଷତା
Read More...

ସ୍ପର୍ଶ ମାଧ୍ୟମରେ ପ୍ରତିରକ୍ଷା ପେନସନଧାରୀଙ୍କୁ ରେକର୍ଡ ପେନସନ ବିତରଣ

ଡିଜିଟାଲ ପ୍ଲାଟଫର୍ମକୁ ଆସିଲେ ୫.୬ ଲକ୍ଷ ପେନସନଧାରୀ ଦିଲ୍ଲୀ, (ପିଆଇବି) : ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ଆଗେଇ ନେଇ ପେନସନ ପ୍ରଶାସନ ପ୍ରଣାଳୀ- ରକ୍ଷା ବା ସ୍ପର୍ଶ ଦ୍ୱାରା ଅଗଷ୍ଟ, ୨୦୨୨ ମାସରେ ପ୍ରତିରକ୍ଷା ପେନସନଭୋଗୀଙ୍କୁ ଡିଜିଟାଲ ମାଧ୍ୟମରେ ୩୦୯୦ କୋଟି ଟଙ୍କାରୁ ଅଧିକ ବିତରଣ
Read More...