Monthly Archives

August 2022

ଧାମରା ସଂଘର ବର୍ଷା ସାହିତ୍ୟ ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଧାମରା ସଂଘ ଆନୁକୂଲ୍ୟରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ମହାନ୍ତିଙ୍କ ସଭପତିତ୍ୱ ଓ ସଂପାଦକ ଭଗବାନ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ସ୍ୱୟଂଶାସିତ
Read More...

ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଗୁରୁଜୀ ବ୍ୟାସଦେବ ବଢେଇ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଗୁରୁଜୀ
Read More...

ବନ୍ଧପଡ଼ା ହାଇସ୍କୁଲକୁ ମିଳିଲା ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲର ମାନ୍ୟତା : ଶିକ୍ଷାଦାନ ଆରମ୍ଭ ହେବାରେ ବିଲମ୍ବ ନେଇ…

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ଶିକ୍ଷା ବର୍ଷରେ ଦେଓଗାଁ ବ୍ଳକର ବନ୍ଧପଡ଼ା ହାଇସ୍କୁଲକୁ ଉନ୍ନିତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଘୋଷଣା କରିବା ପରେ ସମଗ୍ର ଦେଓଗାଁ ବ୍ଲକର ଶିକ୍ଷା ପ୍ରେମୀ ମହଲରେ ଆନନ୍ଦର ଲହରି ଖେଳିଯାଇଥିଲା । ହେଲେ ଦିନକୁ ଦିନ ଶିକ୍ଷା ବର୍ଷ ଶେଷ ହେବାକୁ
Read More...

ବଲାଙ୍ଗିର ମଧୁବୈଶ୍ୟ ଗୁଡିଆ ସମାଜର ବୈଠକ

ଗଣେଷ ପୂଜା ଦିନଠାରୁ ପୌରାଞ୍ଚଳ ଗୁଡିଆ ସମାଜର ଜନଗଣନା କାର୍ଯ୍ୟ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଂଚଳର ମଧୁବୈଶ୍ୟ (ଗୁଡିଆ) ସମାଜର ଏକ ବୈଠକ ନଗର ସଭାପତି ଅନୁପ କୁମାର ଚୋପଦାରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ବର୍ଷ ପେଲେସ ଲାଇନ ସ୍ଥିତ
Read More...

ସାରସମାଲ-ସିଲେଟକାନି ସେତୁର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ସାରସମାଲ-ସିଲେଟକାନି ରାସ୍ତା ମଧ୍ୟ ହେବ ନିର୍ମାଣ - ନରସିଂହପଂଚାୟତର ସମସ୍ତ ଗାଁ ରାସ୍ତାର ଉନ୍ନତିକରଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଓଗାଁ ବ୍ଲକ ସ୍ଥିତ ସାରସମାଲ ପଂଚାୟତର ସାରସମାଲଠାରେ ସାରସମାଲରୁ ସିଲେଟକାନିକୁ ସଂଯୋଗ କରୁଥିବା ରାସ୍ତାସ୍ଥିତ ଝରିଆଯୋର ଉପରେ ୩କୋଟି ୨୮
Read More...

ଓଡିଶା ଫାର୍ମସିଷ୍ଟ ସେବା ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟଙ୍କ ଉପସ୍ଥିତିରେ ଶାଖା ସଭାପତି ରାଧାମାଧବ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ସାଧାରଣ ସଂପାଦକ ଚିତାନନ୍ଦ ବେହେରା ସଭାକୁ ପରିଚାଳନା କରିଥିଲେ । ଉକ୍ତ ସଭାରେ ରାଜ୍ୟ ସଂଘର ସଭାପତି
Read More...

୯ରୁ ବଲାଙ୍ଗିରରେ କ୍ରାନ୍ତି ଓ ଜାଗୃତି ସମାରୋହ

ଆଠଗାଁରୁ ବଲାଙ୍ଗିରକୁ ହେବ ବାଇକ୍‌ ରାଲିସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବଲାଙ୍ଗିର ଜିଲ୍ଲାର ଦିବଙ୍ଗତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ଏବଂ ସମ୍ମାନ ପ୍ରଦର୍ଶନ ସକାଶେ ଆସନ୍ତା
Read More...

ଡାଙ୍ଗବାହାଲ ପଞ୍ଚାୟତରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅଞ୍ଚଳରେ ସ୍ତନ୍ୟପାନ ସପ୍ତାହ ସଚେତନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ପରିପେକ୍ଷୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ନୂଆଗାଁ (ଖ) ତରଫରୁ ଡାଙ୍ଗବାହାଲ ପଞ୍ଚାୟତ ଅଧିନସ୍ଥ ଛୁଆଁଲିଉଦର, ଦମକିମାଲି ଓ ଡାଙ୍ଗବାହାଲ
Read More...

ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବେଲପଡା ବ୍ଲକ କପାଣି ଗାଁର କ୍ଷୀତିଚନ୍ଦ୍ର ବେହେରା ଲାଠୋରରେ ଏକ ମାଇକ୍ରୋଫାଇନାନ୍ସ କମ୍ପାନିରେ କାମ କରୁଥିବା ବେଳେ ଗତ ୪/୮/୨୨ ତାରିଖ
Read More...

ବେକରେ ଗାମୁଛା ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗଡମୋଟୋରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଁକୋଇ ଗ୍ରାମର ହାଡୁ କାଣ୍ଡିଙ୍କ ପୁଅ ବିପିନ କାଣ୍ଡି(୨୭) ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପରିବାର ଲୋକ ମୁମୁର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ
Read More...