Monthly Archives

August 2022

ଉପରାଷ୍ଟ୍ରପତିଙ୍କୁ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମାନନୀୟ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ
Read More...

ରକ୍ଷା ବନ୍ଧନ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା

ଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରକ୍ଷା ବନ୍ଧନ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ କହିଛନ୍ତି:-“ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ରକ୍ଷା ବନ୍ଧନ ଭାଇ ପ୍ରତି ଭଉଣୀର ଭଲପାଇବା ଓ ସ୍ନେହର ଅଭିବ୍ୟକ୍ତି
Read More...

ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

ଚୌଦ୍ୱାର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସ୍ୱପ୍ନା ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗୋଖଲେ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟାପକ ଉତ୍ତମ କୁମାର ଦାସ ଉଦ୍‍ଘାଟନ
Read More...

ଚୌଦ୍ୱାର ରୋଟାରୀ କ୍ଲବ୍‍ର ଅନ୍ନପୂର୍ଣ୍ଣା ଦିବସ ପାଳିତ

ଚୌଦ୍ୱାର : ଚୌଦ୍ୱାର ରୋଟାରୀ କ୍ଲବ୍‍ ତରଫରୁ ଅନ୍ନପୂର୍ଣ୍ଣା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବ୍‍ ସଭାପତି କ୍ଷିତିନ୍ଦ୍ରନାଥ କାନୁନଗୋ ଓ ସମ୍ପାଦକ ସଂଜିତ୍‍ ଜେନାଙ୍କ ତତ୍ୱାବଧାନରେ କ୍ଲବ ସଦସ୍ୟମାନେ ମଙ୍ଗଳପୁରସ୍ଥିତ ସ୍ୱପ୍ନ ଫାଉଣ୍ଡେସନ୍‍ର ବୃଦ୍ଧାଶ୍ରମରେ ପହଞ୍ଚି
Read More...

ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲ ଅନୁମୋଦନ ପ୍ରସ୍ତାବକୁ କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ (ୟୁପିୟୁ) ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲକୁ ଅନୁମୋଦନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ୯-୨୭ ଅଗଷ୍ଟ ୨୦୨୧ରେ
Read More...

ଭାରତରେ ଚିତାଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଯୋଜନା

ଦିଲ୍ଲୀ, (ପିଆଇବି) : ସ୍ୱାଧୀନ ଭାରତରେ ବିଲୁପ୍ତ ହୋଇ ଯାଉଥିବା ଏକ ମାତ୍ର ବୃହତ୍ ମାଂସାଶୀ ପ୍ରାଣୀ, ଚିତାର ପୁନରୁଦ୍ଧାର କରିବା ନିମନ୍ତେ ଭାରତ ଯୋଜନା କରିଛି । ଏହି ପ୍ରୟାସ ନିମ୍ନଲିଖିତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଗୁଡିକୁ ହାସଲ କରିବ :ଲକ୍ଷ୍ୟ ଭାରତରେ କାର୍ଯ୍ୟକ୍ଷମ ଚିତା
Read More...

ବୟନିକା ପକ୍ଷରୁ ହସ୍ତତନ୍ତ ଫ୍ୟାସନ୍ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ହସ୍ତତନ୍ତ ସାମଗ୍ରୀର ଅଧିକ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବୟନିକା ପକ୍ଷରୁ ଭୁବନେଶ୍ୱର ଏକାମ୍ରହାଟରେ "ହସ୍ତତନ୍ତ ଫ୍ୟାସନ୍ ଶୋ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦ଟି ସେଗ୍‌ମେଣ୍ଟ୍‌ରେ ଓଡିଶା ହସ୍ତତନ୍ତର ବିଭିନ୍ନ ଡିଜାଇନ ଓ
Read More...

ପାନିପଥରେ ୨ଜି ଇଥାନଲ କାରଖାନାକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

“ପ୍ରକୃତିର ସୁରକ୍ଷା ପାଇଁ ଜୈବ ଇନ୍ଧନ ସମର୍ଥ - ଜୈବ ଇନ୍ଧନ ଆମ ପାଇଁ ସବୁଜ ଏବଂ ପରିବେଶକୁ ସୁରକ୍ଷିତ କରୁଥିବା ଇନ୍ଧନ”“ରାଜନୈତିକ ସ୍ୱାର୍ଥପରତା ଏବଂ ସର୍ଟ-କଟ୍ ରାଜନୀତି ସମସ୍ୟାର ସ୍ଥାୟୀ ସମାଧାନ କରିପାରିବ ନାହିଁ”“ମାଗଣା ବଣ୍ଟନର ସ୍ୱାର୍ଥପର ଘୋଷଣା ଦେଶକୁ ଆତ୍ମର୍ନିଭରଶୀଳ ହେବାକୁ
Read More...

ତଟ୍ଟସୁରକ୍ଷା ଆପେକ୍ସ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଭିନ୍ନ ତଟ୍ଟ-ନିରାପତ୍ତା ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ରଖି ସୁରକ୍ଷାକୁ ଦୃଢ଼ିଭୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଚିଲିକାସ୍ଥିତ ଭାରତୀୟ ନୌବାହିନୀ ଷ୍ଟେସନସରେ ଅନୁଷ୍ଠିତ ତଟ୍ଟସୁରକ୍ଷା
Read More...

ଡେଙ୍ଗୁ ରୋଗ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ଵର ଓ କଟକରେ ହେଉଥିବା ଡେଙ୍ଗୁ ରୋଗ ସ୍ଥିତିର ସମୀକ୍ଷା ବୈଠକ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଏବେ ପର୍ଯ୍ୟାପ୍ତ ପରିମାଣରେ ପ୍ଲେଟ୍‌ଲେଟ୍, ଔଷଧ ତଥା ପରୀକ୍ଷା କିଟ୍ ମହଜୁଦ
Read More...