Monthly Archives

August 2022

ଆନ୍ତଃ ଜିଲ୍ଲା କିନ୍ନର ସମାଜର ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର : ଜିଲ୍ଲା ସଦର ମହକୁମା ନବରଙ୍ଗପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆନ୍ତଃ ଜିଲ୍ଲା କିନ୍ନର ସମାଜର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଶତାଧିକ କିନ୍ନର ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା କିନ୍ନର ସଙ୍ଘର ସଭାପତି
Read More...

ବିପୁଳ ପରିମାଣର ମଦ ଜବତ ଓ ମହୁଲ ପୋଚ ନଷ୍ଟ : ଜଣେ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଚିନାମାଳିପଶି ଗ୍ରାମର ଏକ ଚୋରା ମଦଭାଟି ଉପରେ ଚଢାଉ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଚଢାଉ ସମୟରେ ମଦ ବେପାରୀ ମଦ ଭାଟି ଛାଡି ଫେରାର ହୋଇଯାଇଥିବା ବେଳେ ସେଠାରେ ଗଚ୍ଛିତ ଥିବା
Read More...

ଏକକ ଅଭିଯାନର ଉଦ୍‌ଯାପନୀ ଉତ୍ସବ

ନବରଙ୍ଗପୁର : ଆଁଉଳୀସ୍ଥିତ ଗୋଶାଳା ପରିସର ମଧ୍ୟରେ ଏକକ ଅଭିଯାନର ଉଦ୍‌ଯାପନ ଉତ୍ସବ ସମାପ୍ତ ହୋଇଛି । ଅନ୍ତିମ ସ୍ରୋତ୍ରରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଶାସନିକ ପ୍ରମୁଖ ସର୍ବେଶ୍ଵର ତ୍ରିପାଠୀ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍‌ଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା
Read More...

କେନ୍ଦୁଝରରେ ବିଶ୍ୱ ଜନଜାତି ଦିବସ ପାଳିତ

କେନ୍ଦୁଝର : ଅଗଷ୍ଟ ୯ ତାରିଖରେ ସାରା ବିଶ୍ୱ ଆଦିବାସୀଙ୍କ ସମ୍ମାନରେ ବିଶ୍ୱ ଜନଜାତି ଦିବସ ପାଳନ କରୁଥିବା ବେଳେ କେନ୍ଦୁଝରରେ ଏହାକୁ ଆଗ୍ରହ ଉଲ୍ଲାସର ସହ ପାଳନ କରାଯାଇଛି । ଜିଲ୍ଲାର ସମସ୍ତ ବହୁଭାଷୀ ବିଦ୍ୟାଳୟମାନଙ୍କରେ ବିଶ୍ୱ ଜନଜାତି ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଆଶୀଷ ଠାକରେ
Read More...

ସଡକ ଦୁର୍ଘଟଣା : ୧ ଗୁରୁତର ଆହତ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚେମଣା ଜଙ୍ଗଲ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପଥକର ଫାଟକ ରୋଗୀଯାନ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ
Read More...

ଆଡେଣିଗଡରେ ନୂତନ ସାପ୍ତାହିକ ହାଟର ଉଦଘାଟନ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ନୂତନ ସାପ୍ତାହିକ ହାଟର ଶୁଭ ଉଦ୍‌ଘାନ କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପ୍ରଧାନଙ୍କ ଦ୍ୱାରା ହୋଇଯାଇଛି । ସ୍ଥାନୀୟ ଶିବମନ୍ଦିର ନିକଟରେ ହାଟଟି ବସିବ ବୋଲି ସ୍ଥିର କରାଯାଇଛି । ବ୍ୟବସାୟିକ ଏବଂ ବଜାର
Read More...

ବିଜେଡ଼ିରେ ମିଶ୍ରଣ ପର୍ବ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକର ୧୫ ଜଣ ଯୁବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଳଧର ବାଗ ଯାଦବଙ୍କ ନେତୃତ୍ୱରେ ଘନଶ୍ୟାମ ନାଗ, ଟେମ୍ପୁ ନାଗ, ଦୁଃଖନାସନ ନାଗ, ମୋନୋଜ ବାଗ, କ୍ଷୀରମନ ପୋଡ଼, ପରମେଶ୍ୱର
Read More...

ଟାଉନ ଥାନାର ଦ୍ୱାରସ୍ଥ ହେଲେ ନିର୍ଜାତିତା ମହିଳା ଏସ୍‌ସିଏସ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଚିପ୍‌ ସିଏସ୍‌ଓଙ୍କ ବିରୁଦ୍ଧରେ ବଲାଙ୍ଗିର ମ୍ୟୁନିସିପାଲିଟିର ମହିଳା ଏସ୍‌ସିଏସ୍‌ଓ ଯୌନ ନିର୍ଜାତନା ଅଭିଯୋଗ ଆଣି ବଲାଙ୍ଗିର ଟାଉନଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅଭିଯୋଗକୁ ଭିତ୍ତି କରି ଟାଉନ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା
Read More...

ସ୍ଵଚ୍ଛ ଭାରତ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁଡ଼ିପାଜୁ ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ଵଚ୍ଛ ଭାରତ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଡମସିଂ ଯୁବ ପରିଷଦ ପୁନ୍ଦାଲିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

କଣ୍ଟାବାଞ୍ଜି ମାନସ ଭବନରେ ବିଦ୍ୟାଳୟସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆୟୋଜିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ମାନସ ଭବନଠାରେ ମଙ୍ଗଳବାର ବିଦ୍ୟାଳୟସ୍ତରୀୟ ଚେସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଚେସ ଫାଉଣ୍ଡେସନ କଣ୍ଟାବାଞ୍ଜି ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ କଣ୍ଟାବାଞ୍ଜି ତଥା ବାହାର ସହରରୁ ଆସି ଖେଳାଳିମାନେ ଯୋଗ ଦେଇଥିଲେ । ବିଘ୍ନେସ୍ୱର
Read More...