Monthly Archives

July 2022

ପୁଇଁନ୍ତଲା ବ୍ଲକ ବିଲେଇସର୍ଡାଠାରେ ଏ ବର୍ଷର ରଥଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବିଲେଇସର୍ଡାରେ ଏ ବର୍ଷର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । କରୋନା ପାଇଁ ଦୁଇ ବର୍ଷ ବନ୍ଦ ଥିବାରୁ ଚଳିତ ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ରଥଯାତ୍ରା ଦେଖିବା ପାଇଁ ଆଖ ପାଖ ଗାଁର
Read More...

ସେବା ଓ ସେବକ ସପ୍ତାହ ପାଳନ ଅବସରରେ ସାରସ୍ୱତ ସମାବେଶ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ସେବାରେ ଆଜି ଅନୁପ୍ରାଣିତ ଅସଂଖ୍ୟ ଓଡିଶାବାସୀ । ତାଙ୍କ ୯୪ତମ ପୁଣ୍ୟତିଥି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ସେବା ଓ ସେବକ ପାଳନ ଅବସରରେ ‘ସମାଜ’ ପକ୍ଷରୁ ସ୍ଥାନୀୟ ଯାଦବ ଭବନ
Read More...

ରମ୍ଭାରେ ଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ନୂତନ ମନ୍ଦିର ନିର୍ମାଣର୍ଥେ ଭୂମି ଓ ଶଙ୍ଖମ ଶିଳା ପୂଜା ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ମେଡିକାଲ ଛକ ସମ୍ମୁଖରେ ଶ୍ରୀ ଶ୍ରୀ ମା' ବାସବୀ କନ୍ୟକା ପରମେଶ୍ୱରୀଙ୍କ ନୂତନ ମନ୍ଦିର ନିର୍ମାଣ ଉପଲକ୍ଷେ ଭୂମି ପୂଜା ଓ କ୍ରିଷ୍ଣା ଶୀଳା ଶଙ୍ଖମ ପ୍ରତିଷ୍ଠା ଓ ସ୍ଥାପନ ଉତ୍ସବ ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ
Read More...

ପ୍ରଭାତ କ୍ଲବ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବ ପକ୍ଷରୁ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଡେଲାଙ୍ଗ ରେଳଷ୍ଟେସନ ପ୍ଲାଟଫର୍ମଠାରେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଉଥିବା ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ,
Read More...

ଖପ୍ରାଖୋଲ ନୋଡାଲ ବିଦ୍ୟାଳୟଠାରେ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ନୋଡାଲ ବିଦ୍ୟାଳୟଠାରେ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ ହୋଇ ଯାଇଛି । ସମାଜ ଖବର କାଗଜ ବ୍ଲକ ପ୍ରତିନିଧି ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ
Read More...

ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନ ଠାରେ ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ ହୋଇଯାଇଛି । ଆଦର୍ଶ ପାଠାଗାରର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଉଦ୍‌ଘାଟକ ଭାବେ ଯୋଗଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ
Read More...

ଆଇନ ମହାବିଦ୍ୟାଳୟ ଓ ସମାଜ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଉପଲକ୍ଷେ ରାଉରକେଲା ଆଇନ ମହାବିଦ୍ୟାଳୟ ଓ ରାଉରକେଲା ସମାଜ ସଂସ୍କରଣର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର
Read More...

ପବିତ୍ର ରଥଯାତ୍ରାରେ ପ୍ରଥମ ଥର ବରଗଡ଼ ହାଟପଦାରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ୧୦୧ ୟୁନିଟ ରକ୍ତ ସଂଗୃହୀତ ମାନବିକତା ଦେଖାଇଲେ ହାଟପଦାବାସୀ ପବିତ୍ର ରଥଯାତ୍ରା ଅବସରରେ ଗତ ଶୁକ୍ରବାର ଦିନ ୱାର୍ଡ ନମ୍ବର ୦୩ ହାଟପଦା ସ୍ଥିତ ମା' ଦୂର୍ଗା ମହିଳା ସମିତି କାର୍ଯ୍ୟାଳୟ ପରିସରରେ ହାଟପଦାର ସ୍ୱୟଂସେବୀ ସଂସ୍ଥା ସଂକଟମୋଚନ ସହାୟକ ସଙ୍ଘ ଆଉ
Read More...

ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ

ନୂଆଦିଲ୍ଲୀ : କ୍ରୀଡ଼ାର ପ୍ରୋତ୍ସାହନ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁଲାଇ ୨ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ । ବିଶ୍ୱର ସମସ୍ତ କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ଦିବସ ଉତ୍ସର୍ଗ କରାଯାଇଛି । କ୍ରୀଡ଼ା ସାମ୍ବାଦିକତା
Read More...

ବଜ୍ରପାତରେ ୩ ଗୁରୁତର

ପାପଡ଼ାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଦୁଇଟି ସ୍ଥାନରେ ଶନିବାର ବଜ୍ରପାତ ଘଟି ୩ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ପାତ୍ରୀ ପଞ୍ଚାୟତ ଜବାଗୁଡ଼ା ଗ୍ରାମର ରବି ଚନ୍ଦ୍ର ଯାନୀ (୯) ଓ ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲା ଗ୍ରାମର ବୁଟି ପୂଜାରୀ ଓ ଦୀର୍ଯ୍ୟ ନାୟକ ।
Read More...