ସାଲେପାଲିରେ ତିନି ଠାକୁରଙ୍କ ବରାହ ବେଶ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ମାଉସୀ ମନ୍ଦିରରେ ରବିବାର ଦିନ ତିନି ଠାକୁରଙ୍କ ବରାହ ବେଶ କରାଯାଇଛି । ଏହି ବେଶକୁ ଗାଁ ତଥା ଆଖପାଖ ଗାଁର ଲୋକେ ଦର୍ଶନ କରିବାକୁ ସ୍ଥାନୀୟ ମାଉସୀ ମନ୍ଦିରକୁ ଆସିଥିଲେ ।
Read More...
Read More...