Monthly Archives

July 2022

ପରଧିଆପାଲି ଗାଁରେ ଗାଧୁଆ ତୁଠ ନିର୍ମାଣରେ ଅନିୟମିତତା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତର ପରଧିଆପାଲି ଗ୍ରାମରେ ଗାଧୁଆ ତୁଠ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କାର୍ଯ୍ୟରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେ ହେଁ ଏଠାରେ
Read More...

ହାତୀ ଛୁଆ ମୃତ

ଢେଙ୍କାନାଳ : କିଛିଦିନ ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ସେହି ସାତକୋଶିଆରୁ କପିଳାସକୁ ଅଣାଯାଇଥିବା ଏକ ହାତୀ ଛୁଆର ମୃତ୍ୟୁ ଘଟିଛି । ସଂପୂର୍ଣ୍ଣ ଶରୀର ସଂକ୍ରମଣ ହୋଇଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ
Read More...

ଛତ୍ରପୁର “ସମର୍ଥ”ର ପ୍ରତିଷ୍ଠାତା ଡ଼ଃ.କେ.ଆନନ୍ଦରାଓଙ୍କ ନାମରେ ଯୌନ-କେଳେଙ୍କାରୀ ଅଭିଯୋଗ, ଉଭା ହେଲେଣି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସତରେ ସେ ଜଣେ ଅନ୍ୟତମ କଳିଯୁଗର ଆଣ୍ଠୁଆ ଗୋପାଳ ! ଆଜୀବନ ବାଳ ବ୍ରହ୍ମଚାରୀ, ଆଉ ଭିନ୍ନକ୍ଷମ ଅଟନ୍ତି । ଛୋଟପିଲା ଭଳି ହାମ୍ବୁଡାନ୍ତି, ଆଣ୍ଠେଇ ଆଣ୍ଠେଇ ଚାଲନ୍ତି । କିନ୍ତୁ ଯାନ୍ତ୍ରିକ ଚକଲଗା ଚୌକିରେ ବସି, ଘରଦ୍ୱାର, ସଭା-ସମିତି ପରିସରରେ ଭଲ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

ଲମତାପୁଟ : ଲମତାପୁଟ ପୋଲିସ୍‌କୁ ମିଳିଲା ବଡ଼ ସଫଳତା । ଜଲାପୁଟରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ । ଖବର ଅନୁଯାୟୀ, ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ସିଲେଇ ପୁଟ ନିକଟରେ ନାକା ବନ୍ଦୀ କରି ଜଗି ରହିଥିଲା । କମାଣ୍ଡର ଗାଡିଟି
Read More...

ତାଳଧ୍ୱଜ, ଦର୍ପଦଳନ ରଥ ଚକରେ ଫାଟ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକରେ ଫାଟ ହୋଇଥିଲା । ଏବେ ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକରେ ଫାଟ ଦେଖିବାକୁ ମିଳିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକ ଓ
Read More...

ନବନିର୍ବାଚିତ ସରପଞ୍ଚମାନଙ୍କ ନିମନ୍ତେ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନବରଙ୍ଗପୁର : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନବନିର୍ବାଚିତ ସରପଞ୍ଚମାନଙ୍କ ନିମନ୍ତେ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସଭାଗୃହରେ ମାନ୍ୟବର ଜିଲ୍ଲା
Read More...

ଚିତିସାପ କାମୁଡ଼ାରେ ମହିଳା ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁଝର ସଦର ଥାନା ହାଣ୍ତିଭଙ୍ଗା ପଞ୍ଚାୟତ କାଠବାଉଁଶୁଳି ଗ୍ରାମରେ ଚିତିସାପ କାମୁଡ଼ାରେ ସ୍ବର୍ଗତ ଗର୍ଖା ମୁଣ୍ତାଙ୍କ ସ୍ତ୍ରୀ କୁନି ମୁଣ୍ତା (୪୫)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କୁନି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ଚିତିସାପ
Read More...

ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ବସ୍

ଭୁବନେଶ୍ୱର : ସୋମବାର ସକାଳ ପ୍ରାୟ ୫ଟା ବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସର୍ଭିସ୍ ରୋଡ୍‌ରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ବସ୍‌ ଚାଳକ ଭାରସାମ୍ୟ ହରାଇ ଏକ କଲଭର୍ଟରେ ଧକ୍କା ଦେବାରୁ ବସ୍‌ରେ ନିଆଁ ଲାଗି ଯାଇଥିଲା । ଏହି ଅଘଟଣରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଲକ୍ଷାଧିକ
Read More...

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେଂଦେଇପଶି ଅଞ୍ଚଳରେ ମଦ ଓ ମଦୁଆଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ଏହାର ପ୍ରତିବାଦରେ କେଂଦେଇପଶି ପଞ୍ଚାୟତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶତାଧିକ ମହିଳା ଶୋଭାଯାତ୍ରାରେ ଯାଇ ଅସ୍ଥାୟୀ ଘରେ ନିଆଁ
Read More...

ଆଜି ହେରା ପଞ୍ଚମୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ହେରା ପଞ୍ଚମୀ । ଆଜି ସନ୍ଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯିବେ । ଠାକୁର ଜନ୍ମବେଦୀକୁ ଆସିବା ବେଳେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ମା' ଅଭିମାନ କରିଛନ୍ତି । ତେବେ ପରମ୍ପରା
Read More...