Daily Archives

କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧିକ ବକ୍ତୃତା ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଦ୍ୟାର୍ଥୀଙ୍କୁ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଦାନରେ ବିଦ୍ୟାଳୟ ପ୍ରକୃତ ମଞ୍ଚ । ଶାରୀରିକ, ସାମାଜିକ, ସାଂସ୍କୃତିକ, ନୈତିକ ଓ ବୌଦ୍ଧିକ ବିକାଶର ଅର୍ଥ ପୂର୍ଣ୍ଣାଙ୍ଗ ବିକାଶ । ଏହି ପରିପ୍ରେକ୍ଷୀରେ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ
Read More...

୨୦୨୧-୨୨ର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଯୋଗାଇବାରେ ଏଚ୍‌ଡିଏଫ୍‌ସି ବୀମା କମ୍ପାନୀର ଜାଲିଆତି, ଓଡ଼ିଶା ସରକାରର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନ ଧରି କୃଷକମାନଙ୍କ ଆନ୍ଦୋଳନ ଓ ଜିଲ୍ଲା ପ୍ରଶାସନର ପ୍ରତିଶୃତି ସତ୍ୱେ ଏଚ୍‌ଡିଏଫ୍‌ସି, ଏଗ୍ରୋ ବୀମା କମ୍ପାନୀ ଚାଷୀମାନଙ୍କୁ ୨୦୨୧-୨୨ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଚାଷୀଙ୍କୁ ଯୋଗାଇ ଦେବାରେ ଜାଲିଆତି, ଟାଳଟୂଳ ନୀତି ଅବଲମ୍ବନ
Read More...

ଧର୍ମ ଲୁଚାଇ ବିବାହ ବାହାନାରେ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ପୋଲିସ ଅଧିକାରୀ, କୋର୍ଟ ବାହାରେ ମାଡ ମାରିଲେ…

ଗୋଣ୍ଡା : ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ପ୍ରେମ ପ୍ରତାରଣାର ଏକ ମାମଲା ସାମ୍ନାକୁ ଆସିଛି । ଜଣେ ପୋଲିସ ଅଧିକାରୀ ନିଜ ଧର୍ମକୁ ଲୁଚାଇ ବିବାହର ବାହାନା କରି ଜଣେ ମହିଳାଙ୍କୁ ବଳାତ୍କାର କରି ଆସୁଥିବା ଅଭିଯୋଗ ଆସିବା ପରେ ଏସ୍‌ପି ଆକାଶ ତୋମାର ସିଓ କ୍ରାଇମ୍‌ ଲକ୍ଷ୍ମୀକାନ୍ତ ଗୌତମଙ୍କୁ
Read More...

ପଦ୍ମପୁର କେନ୍ଦୁପତ୍ର ଡିଏଫ୍‌ଓଙ୍କ ସହ କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ଭାବେ ପଦ୍ମପୁର କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ ଭାବେ ଯୋଗଦେଇ ଥିବା ବିଭୂତି ଭୂଷଣ ବେହେରାଙ୍କ ସହ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ କମିଟି ଏକ ବୈଠକ ପଦ୍ମପୁର କେନ୍ଦୁପତ୍ର ବଙ୍ଗଲାଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା
Read More...

ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବୀ ନେଇ ସ୍କୁଲ ସମ୍ମୁଖରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ଚାରିଜଣ ଶିକ୍ଷକ କେମିତି ପାଠ ପଢାଇବେ ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ
Read More...

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଳ ଷ୍ଟେସନ ନିକଟସ୍ଥ ହରି ଭବନଠାରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସାଧାରଣ ସଂପାଦକ ପ୍ରଦୀପ କୁମାର ସାହୁ,
Read More...

ବହୁଚର୍ଚ୍ଚିତ ଧୁମାମରା ଜମି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଟିମନ୍‌ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁଚର୍ଚ୍ଚିତ ସ୍ଥାନୀୟ ଧୁମାମରା ଜମି ଦୁର୍ନୀତି ମାମଲାରେ ବଲାଙ୍ଗିର ସଦର ପୋଲିସ ଷଷ୍ଠ ଅଭିଯୁକ୍ତକୁ ଆଜି ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । କେସ୍‌ ନଂ.୨୪୯/୨୨, ଦଫା ୪୬୮/୪୭୧/୪୨୦/୧୨୦(ବି)/୩୪ ଆଇପିଏସ୍‌
Read More...

ପହାଡଗଞ୍ଜ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ପହାଡଗଞ୍ଜରେ ଥିବା ରୋମା ଡିଲକ୍ସ ହୋଟେଲରେ ଗୁରୁବାର ସକାଳ ପ୍ରାୟ ୪ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହାର ଦ୍ୱିତୀୟ ମହଲାରେ ଥିବା ଏକ କୋଠରିରେ ନିଆଁ ଲାଗିଯାଇଛି । ଖବରପାଇ ଦମକଳ ବାହିନୀର ୪ଟି ଗାଡି ନିଆଁ ଲିଭାଇବାକୁ ପହଞ୍ଚିଥିବା ବେଳେ ଏଥିରେ
Read More...

ଜଳଛତ୍ରରେ ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ପାଣି ଦେଇଥିବା ପାଉଣା ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନମୁଣ୍ଡା ଗାଁର ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ମହେନ୍ଦ୍ର ମାଝି(୧୪) ଚାରିମାସ ଧରି ପାଣି ଦେଇଥିବା ପାଉଣା ଏଯାଏଁ ମିଳିପାରିନ ଥିବା ଖବର ମିଳିଛି । ଉକ୍ତ ପାଉଣା ଦେବାକୁ
Read More...

ଜଙ୍ଗଲରୁ ନବଜାତକର ମୃତଦେହ ଉଦ୍ଧାର କଲା ପୋଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରରେ ନବଜାତ ଶିଶୁକୁ ହତ୍ୟା କରି ଜଙ୍ଗଲରେ ପୋତିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ମାଲକାନଗିରି ମୋଟୁ ଥାନା ଏମଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ
Read More...