ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡରେ ଜଳିଗଲା ଘର
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ରମ୍ଭାଥାନା ପାଲଙ୍ଗ ପଂଚାୟତ ନିମୁସୁଲା ଗ୍ରାମରେ ବିଦ୍ୟୁତ ସଟ ସର୍କିଟ ଯୋଗୁ ବୁଧବାର ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି । ଏହି ଅଗ୍ନିକାଣ୍ଡରେ ସେହି ଗ୍ରାମର ବିନୋଦ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ଅନ୍ୟ ଘରକୁ!-->…
Read More...
Read More...