Monthly Archives

June 2022

ବରଗଡ ଜିଲ୍ଲା ଅଖିଳ ଭାରତୀୟ ଗୋଣ୍ତୱାନା ଗୋଣ୍ତ ମହାସଭା ଆୟୋଜନ ସମିତିର ଏକ ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଦିନ ୧୦ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆୟୋଜନ ସମିତିର ଏକ ବୈଠକ କୁଣ୍ଡାଖାଇଠାରେ ଜିଲ୍ଲା ସଭାପତି ଭାଗିରଥି ସିଂହଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଶ୍ରୀ ଶ୍ରୀ ବୁଢା ଦେଓଙ୍କ ପୂଜା ବିଷ୍ଣୁ
Read More...

ନରସିଂହପୁରରେ ରାସ୍ତା କଡ ଗଛରେ ଧକ୍କା ଦେଲା ବାଇକ : ୨ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ନରସିଂହପୁରରେ ଏକ ବାଇକ ରାସ୍ତା କଡରେ ଥିବା ଗଛରେ ଧକ୍କା ହେବାରୁ ଦୁଇଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବାଇକ ଆରେହୀ ଦ୍ୱୟଙ୍କ ମଧ୍ୟରୁ ଜଣେ
Read More...

ବସ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ : ଜଣେ ଗୁରୁତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଦୁଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଉତ୍ତ୍ୟକ୍ତ କର୍ମଚାରୀଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କର୍ମଚାରୀଙ୍କ ମଧ୍ୟରେ କେଉଁ
Read More...

ବାଇକ୍‌ ଉପରେ ଚଢ଼ିଲା କାର : ୨ ଆହତ, ୧ ଅଟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖଣ୍ଡଗିରି ଥାନା ସିଟି ଓମେନ୍ସ ଛକ ରାସ୍ତା ଭିଡ଼ ଥିବା ସତ୍ୱେ ଏକ କାର୍‌ ଦ୍ରୁତ ଗତିରେ ଆସି ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାକୁ ନେଇ
Read More...

ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ ପଞ୍ଚମ ଦିନରେ

ବ୍ରହ୍ମଗିରି, (କେପିଏନ୍‌ଏସ୍‌) : ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିବଦଳରେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରି ଜଗନ୍ନାଥ ଦର୍ଶନର ସମଫଳ ପାଇବାର
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ଅଭିଯୋଗ

ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରିଆ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକ ଜଣକ ପ୍ରଦୀପ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସିମୁଳିଆ ଥାନା ରିଆ ଗ୍ରାମର ଉପେନ୍ଦ୍ର ନାୟକଙ୍କ ପୁଅ ପ୍ରଦୀପ ନାୟକଙ୍କୁ ବିଳମ୍ବିତ
Read More...

ଆଜି ପ୍ରାଥମିକ ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପ୍ରାଥମିକ ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମୋଟ ୩୨୫୨ ପ୍ରାଥମିକ ସମବାୟ ସମିତିରୁ ୨୫୨୧ରେ ସଦସ୍ୟ/ସଦସ୍ୟା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ଅନୁଷ୍ଠିତ
Read More...

ଟ୍ରାକ୍ଟରକୁ ପଛରୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରକ : ୨ ମୃତ, ୨ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଳା ଏନ୍‌ଏଚ୍- ୩୫୩ କୁରୁମପୁରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଟ୍ରାକ୍ଟରକୁ ପଛରୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଦୁଇ ମୃତ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ‌ଲଖନା ପୋଲିସ ଓ
Read More...

ବାପା-ପୁଅ ସାଙ୍ଗ ହୋଇ କରୁଥିଲେ ଲୁଟ୍ : ଗିରଫ କଲା ପୋଲିସ, ୮୦ଟି ମୋବାଇଲ ଜବତ

ଉଦଳା : ବାପା-ପୁଅ ସାଙ୍ଗ ହୋଇ କରୁଥିଲେ ଲୁଟ୍‌, ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୮୦ ଟି ମୋବାଇଲ୍ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ବାପା- ପୁଅ ଓ ପୁଅର ସାଙ୍ଗକୁ ଗିରଫ କରିଛି । ସୂଚନା ଅନୁସାରେ ଗତ ୧୩ ତାରିଖରେ ଖୁଂଟା ବଜାରରେ ଥିବା ଏକ ମୋବାଇଲ୍
Read More...

ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା : ୨ ଗୁରୁତର, ୩୫ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ମେହେରପଡା ନିକଟରେ ଓଏସ୍ଆର୍‌ଟିସି ବସ୍ ଓ ମାଲ ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇ ଚୁରୁମାର୍ ହୋଇଯାଇଛି । ସେହିଭଳି ଟ୍ରକ୍ କ୍ୟାବିନ୍ ଦୁର୍ଘଟଣାରେ ଭାଙ୍ଗି ଯାଇଛି ।
Read More...