Monthly Archives

June 2022

ବଜ୍ରପାତରେ ବାପା-ପୁଅ ସମତେ ୪ ମୃତ

ନୂଆପଡା, (ନିରାକାର ମେହେର) : ବଜ୍ରପାତରେ ବାପା-ପୁଅ ସମତେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋମନା ଥାନା ଦେଓଦର୍ହା ପଞ୍ଚାୟତର ମଲିକମୁଣ୍ଡା ଗ୍ରାମରେ ଏକ ପରିବାର ନିଜ ଘର ଉପରେ ଟିଣ ପକାଉଥିବା ସମୟରେ ବର୍ଷା ହୋଇଥିଲା । ସମସ୍ତେ ଟିଣ ତଳକୁ ଚାଲି ଆସିଥିଲେ ।
Read More...

ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଆମ୍ବୁଲାନ୍ସ ଡ୍ରାଇଭର

ଆଠଗଡ : କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସର ଡ୍ରାଇଭର କାବୁଲି ସେନାପତି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଏକ ରାସ୍ତା କଡ଼ରେ ଆମ୍ବୁଲାନ୍ସ ରଖି ଦେଇ ତେନ୍ତୁଳି ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ କାନପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ
Read More...

ବଜ୍ରକାପ୍ତା ବିକ୍ରି କରୁଥିବା ବେଳେ ୨ ଗିରଫ

ବିନିକା : ବଜ୍ରକାପ୍ତା ବିକ୍ରି କରୁଥିବା ବେଳେ ୨ ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିବା ସୂଚନା ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଶନିବାର ବିଳମ୍ବିତ ରାତ୍ରୀରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡ଼ିଲ ହେଉଥିବା ବେଳେ ଏସ୍‌ଟିଏଫ୍‌ ପଞ୍ଝାରେ ଦୁଇଜଣ
Read More...

୧୧ ଲକ୍ଷ ୮୫ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୋଷ୍ଟାଲ ସ୍କିମରେ ଟଙ୍କା ବିନିଯୋଗ କରିବାକୁ କହି ୧୧ ଲକ୍ଷ ୮୫ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ପୋଷ୍ଟାଲ ଏଜେଣ୍ଟ ବିଭୂତି ଭୂଷଣ ମହାପାତ୍ର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ପୋଷ୍ଟାଲ ଓ ଆରଡି ସ୍କିମ ବିନିଯୋଗ କରିବାକୁ କହି ଲୋକଙ୍କ
Read More...

ମଦନପୁର ଆଦର୍ଶ ମହିଳା ମହାସଂଘରେ ୩ ଦିନିଆଁ ତାଲିମ ଉଦ୍‌ଯାପିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର, ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ଆଦର୍ଶ ମହିଳା ମହାସଂଘ ସି.ଓ.ଇର ୧୮ତାରିଖ ଶୁକ୍ରବାର ଦିନରୁ ଚାଲିଥିବା ୩ ଦିନିଆଁ ଦ୍ୱିତୀୟ ପର୍ଯ୍ୟାୟର ତାଲିମ କାର୍ଯ୍ୟକ୍ରମ ସି.ଓ.ଇ.ର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ
Read More...

ବନ୍ୟାର ସଫଳ ମୁକାବିଳା ନିମନ୍ତେ ଜିଲ୍ଲାର ବିଭିନ୍ନ ୬ଟି ସ୍ଥାନରେ ପ୍ରଶାସନ ତରଫରୁ ମକ୍‌ଡ୍ରିଲ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସମ୍ଭାବ୍ୟ ବନ୍ୟାର ସଫଳ ଓ ତ୍ୱରିତ ମୁକାବିଲା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ଜିଲ୍ଲାରେ ଥିବା ବିଭିନ୍ନ ୬ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଠାରେ ସାମୁହିକ ଅଭ୍ୟାସ ବା ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି
Read More...

ବଲାଙ୍ଗିିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସମର କ୍ୟାମ୍ପ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ସ୍ଥାନୀୟ ରେଲୱେଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ଚାଲିଥିବା ଗ୍ରୀଷ୍ମକାଳୀନ କରାଟେ ଓ ଟାଇକୋଣ୍ଡୋ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ପି.ପି.ଏକାଡେମୀ ହାଇସ୍କୁଲରେ ଅନୁଷ୍ଠିତ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କୃତଜ୍ଞତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ କରି ପଠାଇଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ତରଫରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ
Read More...

୨୦ ତାରିଖ ତାଲାବନ୍ଦକୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟର ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ସଭାପତିତ୍ୱରେ ପ୍ରସାଶନ, ଗାଇସିଲେଟ ନାଗରିକ କମିଟି, ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ଏବଂ ବଣିକ ସଂଘ ଗାଇସିଲେଟର ଏକ ବୈଠକ ଅନୁଷ୍ଠିତ
Read More...

ପଞ୍ଚବଟୀ ସାହିତ୍ୟୋତ୍ସବରେ ସାରସ୍ୱତ ସ୍ରଷ୍ଟାଙ୍କ ମହାମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୌସୁମୀର ପଦଧ୍ୱନୀରେ ଉଲ୍ଲସିତ ଏବେ ବସୁଧା । ଏଭଳି ଅମୃତ ବେଳାରେ ସାହିତ୍ୟର ମଧୁର କଲ୍ଲୋଳ ଆହୁରି ଆକର୍ଷଣୀୟ । ମେଘରୁ ଖସି ପଡ଼ୁଥିବା ଟୋପା ଟୋପା ଜଳ ବିନ୍ଦୁରେ ଜୀବନ ପ୍ରତିବିମ୍ବିତ ହେଉଥାଏ ଓ ସାରସ୍ୱତ ସାଧକ କୁରୁଳି ଉଠୁଥାଏ । ଏହି ଅବସରରେ ସ୍ଥାନୀୟ
Read More...