Monthly Archives

June 2022

ଚୋରା କୋଇଲା ବୋଝେଇ ଟ୍ରକ୍ ଜବତ ସହ ଚାଳକଙ୍କୁ ଗିରଫ କଲା ଚୌଦ୍ୱାର ପୁଲିସ

ଚୌଦ୍ୱାର : ଚୋରା କୋଇଲା ବୋଝେଇ କରି ମଙ୍ଗୁଳି ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ଟ୍ରକ୍ ଚାଳକକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଚାଳକ ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ନଦିଆଲି ବସାଡିହ ଗ୍ରାମର ଜାନକୀ ବଲ୍ଳଭ ପଟ୍ଟନାୟକ । ପ୍ରାପ୍ତ ସୂଚନା
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସ୍‌ନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସନାଲ ଡେ ଏଗେଣ୍ଟସ୍‌ ଡ୍ରଗ୍ସ୍‌ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌ ଟ୍ରାଫିକିଙ୍ଗ୍‌-୨୦୨୨’ ଅବସରରେ ଖପ୍ରାଖୋଲରେ ଏକ ର‍୍ୟାଲି ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ପବନ କୁମାର ତିବାରୀଙ୍କ
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୁରୁଦୟାଲ ହଂସ) : ଆଜି ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ତାଙ୍କ ଟିଟିଲାଗଡ ସ୍ଥିତ ବାସ ଭବନରେ ଭେଟି ଜିଲ୍ଲାର ଚାଷୀ ସମୁହଙ୍କୁ ତୁରନ୍ତ କୃଷି ବୀମା ରାଶି ପ୍ରଦାନ କରାଯିବାକୁ ଏବଂ ମରୁଡି ସହାୟତା ପ୍ରଦାନ
Read More...

ଗରିବର ଦୁଃଖ ଶୁଣିବାକୁ ପ୍ରଶାସନ, ଜନ ପ୍ରତିନିଧି କେହି ନାହାଁନ୍ତି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଧବା, ସ୍ୱାମୀ ପରିତ୍ୟକ୍ତା, ଦିବ୍ୟାଙ୍ଗ ମହିଳାମାନଙ୍କ ଦୁଃଖ ଶୁଣିବାକୁ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ସମୟ ନାହିିଁ । ଦୀର୍ଘ ବର୍ଷ ଧରି ନିଜେ ରହୁଥିବା ଜମି ପଟ୍ଟା ହେବା ପରିବର୍ତ୍ତେ ରାଜସ୍ୱ ବିଭାଗକୁ ଧରି ଅନ୍ୟ ଜଣେ ଧନୀଲୋକ ୮ଟି
Read More...

ମହିୟସୀ ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେଣ୍ଡା ଗାଁର ମୂଳନିବାସୀ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଦାମୋଦର ପାଢୀଙ୍କ ଧର୍ମପତ୍ନୀ ରୁକ୍ମଣୀ ପାଢୀ(୭୩)ଙ୍କର ଶନିବାର ସଂଧ୍ୟାରେ ତାଙ୍କ କୋସଲନଗରସ୍ଥିତ ବାସଭବନରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ରୁକ୍ମଣୀ ମେଣ୍ଡାର ସ୍ୱନାମଧନ୍ୟ ପାଢୀ ପରିବାରର
Read More...

ଫସଲ ବୀମା ରାଶି ମିଳିବା ଦାବୀ ନେଇ ପାଟଣାଗଡ଼ କୃଷକ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର…

ଆଗାମୀ ୧୦ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ସମସ୍ତ ସରକାରୀ ଅଫିସରେ ତାଲା ପକାଇ ଧାରଣା ଦେବା ସହ ସରକାରୀ ଅଫିସ ଅଚଳ କରିବାକୁ ଚେତାବନୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅଞ୍ଚଳର କୃଷି ଓ କୃଷକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଚାଷୀମାନଙ୍କ ଅବସ୍ଥା ଦୋହଲି ପଡ଼ିବା
Read More...

ସହରରେ ସଫେଇ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କଲେ ପୌରାଧ୍ୟକ୍ଷା

ବଲାଙ୍ଗିିର, (କେପିଏନ୍‌ଏସ୍‌) : ସହରରେ ସଫେଇ କାର୍ଯ୍ୟକ୍ରମକୁ ଆହୁରୀ ତ୍ୱରାନ୍ୱିତ କରିବା ପାଇଁ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନା ଅନୁସାରେ ଆଜି ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ସଫେଇ କର୍ମଚାରୀମାନଙ୍କୁ ନେଇ
Read More...

ଆକସ୍ମିକ ବିପତ୍ତି ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବେଗୁନିଆ : ଆକସ୍ମିକ ବିପତ୍ତି ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ବେଗୁନିଆ ବ୍ଲକରେ ଆକସ୍ମିକ ବିପତ୍ତିକୁ କିପରି ସାମନା କରାଯିବ ସେଥିପାଇଁ ବ୍ଲକ ସଭା ଗୃହରେ ବିଡିଓ ଲଷ୍ମୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋହନା : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ଚନ୍ଦ୍ରଗିରି ଜିଲା ପରିଷଦ ସଭ୍ୟ ସୁନିଲ
Read More...

ସ୍ୱଚ୍ଛ ପାନୀୟ ଜଳ କେନ୍ଦ୍ର ଉଦ୍‌ଘାଟିତ

ଚୌଦ୍ୱାର : ବଡ଼ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖରିଦା ଗ୍ରାମସ୍ଥିତ ଲକ୍ଷ୍ମୀ ନାରାୟଣ ଶିକ୍ଷାନୁଷ୍ଠାନରେ ପିିଲାମାନଙ୍କ ପାଇଁ ଏକ ସ୍ୱଚ୍ଛ ପାନୀୟ ଜଳ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ରୋଟାରୀ କ୍ଲବ୍ କଟକ ଅଭିନବ ତରଫରୁ ପ୍ରତିଷ୍ଠା କରାଯାଇଥିବା ଏହି ଜଳ କେନ୍ଦ୍ରକୁ ଜିଲ୍ଲା ଗଭର୍ଣ୍ଣର
Read More...