Daily Archives

ଶିକ୍ଷା ବିଭାଗର ଅଜବ ନୀତି : ବ୍ଲକ ଶିକ୍ଷାଧିକାରୀ ନ ଥିବାରୁ ମିଳୁନି ବେତନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଶିକ୍ଷା ପ୍ରଶାସନର ଅଜବ ନୀତି ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଇ ମାସର ବେତନ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଶିକ୍ଷାଧିକାରୀ ଭାବେ ଏଠାରେ ନିଯୁକ୍ତି ପାଇଥିବା ନିରଞ୍ଜନ
Read More...

ଇମ୍ରାନ ଖାନ କହିଲେ – ଯଦି ନିର୍ବାଚନ ଘୋଷଣା ନହୁଏ ତେବେ ପାକିସ୍ତାନରେ ଗୃହଯୁଦ୍ଧ ଆରଂଭ ହୋଇପାରେ

ଇସଲାମାବାଦ : ଏପ୍ରିଲରେ ପାକିସ୍ତାନର ଶାସନରୁ ବହିଷ୍କୃତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଏକ ସାକ୍ଷାତକାରରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଇମ୍ରାନ 'ବୋଲ ନ୍ୟୁଜ'କୁ ଦେଇଥିବା ଏକ ସାକ୍ଷାତକାରରେ ଚେତାବନୀ ଦେଇଛନ୍ତି ଯେ, ଯଦି ପାକିସ୍ତାନରେନିର୍ବାଚନ ଘୋଷଣା ନହୁଏ
Read More...

କବିତା : ସହିବା ଲୋକ ହିଁ ଜାଣେ

ସବିତା ଭୋଇ ଆପଣା ଲୋକକୁ ହରାଇବା ଦୁଃଖଅନୁଭବି ସିନା ବୁଝେହୃଦୟ ଦରଦ ଦହି ଚାଲିଥାଏଅବୁଝା ଲୁହରେ ଭିଜେ ,ସମୟ ଚକରେ ଯୁଝେ । ଯହିଁ ଆଖି ପଡେ ଅଭୁଲା ଚେହେରାନାଚି ଯାଏ ଆଖି କୋଣେଆଖେପାଖେ ସର୍ବେ ତଥାପି ଖୋଜଇଝଲସେ ସ୍ମୃତିରେ ଜଣେ,ଗୁଣିହୁଏ ତା'ର ଗୁଣେ । ଅଫେରା ରାଇଜେ ପାଦ ଯା'ର
Read More...

କାଶ୍ମୀରରେ ଟାର୍ଗେଟ କିଲିଂ : ବ୍ୟାଙ୍କରେ ଭିଡ଼ ନଥିଲା, ସିଧାସଳଖ ବ୍ୟାଙ୍କ ଭିତରକୁ ପଶି ହିନ୍ଦୁ ମ୍ୟାନେଜରଙ୍କୁ ଗୁଳି…

କାଶ୍ମୀର : କାଶ୍ମୀରରେ ଟାର୍ଗେଟ କିଲିଂ ଘଟଣା ବନ୍ଦ ହେବାର ନାମ ନେଉନାହିଁ । ଆଜି ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରିଥିବା ଘଟଣା ସାମ୍‌ନାକୁ ଆସିଛି । ଆତଙ୍କବାଦୀ କିପରି ବ୍ୟାଙ୍କ ମ୍ୟାନେଜରଙ୍କୁ ଆକ୍ରମଣ କରିଥିଲା, ତାର ସିସିଟିଭି
Read More...

କୋଶଲୀ ସାହିତ୍ୟ ଜଗତର ଗୁଟେ ଦଗ୍‌ଦଗା ସକାଲ୍‌ କବି ଚତୁର୍ଭୁଜ ସାଆନ୍ତ

ଆନଂଦ ଚଂଦ୍ର ସାହୁ କବି ଚତୁର୍ଭୁଜ ସାଆନ୍ତ ଆମର ସମିଆଁର ଝନେ ଶିଘା କବି । ୧୯୬୬ ମାର୍ଚ୍ଚ ୨ ତାରିଖ ଦିନ ବଲାଙ୍ଗିର ଜିଲ୍ଲାର ଶିବତଲା ପାଖର ତାଲପାଲି ଗାଁ ଥି କବି ଚତୁର୍ଭୁଜ ଜନମ୍‌ ହେଇଥିଲେ । ୰ମାଁ ଲକ୍ଷ୍ମୀ ସାଆନ୍ତ ଆର୍‌ ବା' ୰ବାଦୁ ସାଆନ୍ତଙ୍କର ଗେଲ୍‌ହା ପୁଓ କବି ଚତୁର୍ଭୁଜ
Read More...

ସିରାବାହଲ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା : ସ୍ୱାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିରାବାଲ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍ୱାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ଦ୍ୱୟ ହେଲେ ହରେକୃଷ୍ଣ ନନ୍ଦ(୪୮) ଏବଂ ବନିତା
Read More...

ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଆନନ୍ଦଙ୍କ ଦ୍ୱାରା ପରାଜିତ ହେଲେ ଲଗ୍ରେଭ

ନୂଆଦିଲ୍ଲୀ : ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଆନନ୍ଦଙ୍କ ଦ୍ୱାରା ପରାଜିତ ହେଲେ ଲଗ୍ରେଭ । ନରୱେର ଷ୍ଟାଭେଞ୍ଜରଠାରେ ଚାଲିଥିବା ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ବିଶ୍ୱନାଥନ ଆନନ୍ଦ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ରାଉଣ୍ଡ୍‌ରେ ସେ ଫ୍ରାନ୍ସର ମାକ୍ସିମ ଲାଗ୍ରେଭଙ୍କୁ ପରାସ୍ତ
Read More...

ଆସନ୍ତା ୨୦ରେ କୋଲକାତା ହାଇକୋର୍ଟରେ ଯୋଗଦେବେ ଜଷ୍ଟିସ୍‌ ସି.ଆର୍‌ ଦାଶ

କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାଶଙ୍କର କୋଲକାତା ହାଇକୋର୍ଟକୁ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ଗତକାଲି ମୋହର ମାରିଛି । ଆସନ୍ତା ୨୦ ତାରିଖରୁ ସେ କୋଲକାତା
Read More...

ବଲାଙ୍ଗିର ଟ୍ରେନ ଷ୍ଟେସନ ଠାରେ ଟ୍ରେନରୁ ଖସି ପଡି ବୃଦ୍ଧ ଗୁରତୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟ୍ରେନ ଷ୍ଟେସନ ଠାରେ ଟ୍ରେନରୁ ଖସି ପଡି ଜଣେ ବୃଦ୍ଧ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବୃଦ୍ଧ ଜଣକ ହେଲେ ବାସୁଦେବ ସା(୬୬) ବୋଲି ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡରୁ ବାସୁଦେବ କୌଣସି ଏକ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ଦାରିଙ୍ଗିବାଡି : ଦାରିଙ୍ଗିବାଡ଼ି ଥାନା ଅଧୀନ ସୁଲୁମା ଗ୍ରାମ ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛକୁ ବାଇକ ଧକା ଦେଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମଳିଳିଛି । ମୃତକମାନେ ସାଲେଜୁ ଗ୍ରାମର ଅମ୍ପ ପ୍ରଧାନ ଓ ସାଲୁ ପ୍ରଧାନ ବୋଲି ଜଣାପଡିଛି । ସୂଚନା
Read More...