Monthly Archives

May 2022

ସଂସ୍କୃତ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ତା ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନ୍ଦରମଣି ସାହୁଙ୍କୁ ଆଜି ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଯୋଶୀଙ୍କ ସଭାପତିତ୍ବରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସଂରକ୍ଷଣ ଆସନ ଉଛେଦ କରିଥିବାରୁ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ତାହାର ଜବାବ ଦେବାକୁ ନିଷ୍ପତ୍ତି ପାଟଣାଗଡ, (ଗୋରେଖନାଥ ବରିହା) : ବ୍ରହ୍ମପୁରା ସ୍ଥିତ ଆଦିବାସୀ
Read More...

ଉତ୍କଳ ଗୀତିକବି ସମାଜର ବିଂଶତମ ବାର୍ଷିକୋତ୍ସବ ଓ ଜୟଦେବ ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ଉତ୍କଳ ଗୀତିକବି ସମାଜର ବିଂଶତମ ବାର୍ଷିକୋତ୍ସବ ଓ ଜୟଦେବ ଜୟନ୍ତୀ ସମାରୋହ ଜଗଦା ସ୍ଥିତ ବାଟମଙ୍ଗଳା ଶକ୍ତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୮ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୨୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ୍‌ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର
Read More...

ଜିଲ୍ଲା ଯାଦବ ସମାଜ ତରଫରୁ ସଇଁତଲା ବ୍ଲକର ଜଣେ ଜିଲ୍ଲା ପରିଷଦ ସଦସ୍ୟା ଓ ୨ ଜଣ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ତରଫରୁ ଆଜି ସଇଁତଲା ବ୍ଲକର ନବନିର୍ବାଚିତ ଯାଦବ ଲୋକ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବଲାଙ୍ଗିର ଯାଦବ ଭବନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଯାଦବ ସମାଜର ସଭାପତି
Read More...

ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି

କଟକ : ଚଳିତ ମଇ ମାସ ୧୫/୫/୨୦୨୨ ତାରିଖରେ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨, କଟକର ବିଜୁପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହେବାକୁଯାଉଛି । ଉକ୍ତ ଅବସରରେ ଅନୁଷ୍ଠାନ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Read More...

ସଇଁତଲାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ

ସଇଁତଲାକୁ ଏନ୍‌ଏସି ମାନ୍ୟତା ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବଦଳି ଦାବୀ  ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପରିସରର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ପ୍ରଥମ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ଲକ
Read More...

ଡେଲାଙ୍ଗରେ ବିଶ୍ଵ ରେଡକ୍ରସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ୱ ରେଡକ୍ରସ୍ ଦିବସ ଅବସରରେ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍ ତରଫରୁ ମହାବିଦ୍ୟାଳୟର ରେଡକ୍ସ ୟୁନିଟ୍‌ର ସଭାପତି ଅଧ୍ୟକ୍ଷ ଡଃ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ମୁନିନ୍ଦା ଗ୍ରାମ ପଂଚାୟତର ଡାକପଡାସ୍ଥିତ ବରିଷ୍ଠ
Read More...

ବିଡିପିଏଲ୍‌ ଚତୁର୍ଥ ଦିବସର ମ୍ୟାଚରେ ସିଂ ୱାରିୟସ ବିଜୟୀ, ସୟଦ ଜାକିଙ୍କ ଶତକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମିନି ଷ୍ଟାଡିୟମରେ ବରଗଡ଼ ଜିଲ୍ଲା ପ୍ରିମୀୟର ଲିଗ୍‌ର ସପ୍ତମ ସଂସ୍କରଣ ଅନୁଷ୍ଠିତ ହେଉଥିବା ବେଳେ ଶନିବାର ଚତୁର୍ଥ ଦିବସର ପ୍ରଥମ ମ୍ୟାଚରେ ସିଂ ୱାରିୟସ ଏବଂ ବରଗଡ଼ ସ୍ପାର୍ଟନ ମଧ୍ୟରେ ହୋଇଥିବା ବେଳେ ସିଂ ୱାରିୟସ ଦଳ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ସିଂ
Read More...

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ସମିତିସଭ୍ୟା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଞ୍ଚାୟତ ସମିତିସଭ୍ୟା ନିରୁପମା ମଙ୍ଗରାଜ ଗତ ଶୁକ୍ରବାର ଦିନ ସାଲେବିଡି ଗ୍ରାମକୁ ପହଞ୍ଚି ଘରଘର ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ନିର୍ବାଚନ ସମୟରେ ଘରକୁ ଘର ଭୋଟ ଭିକ୍ଷା ପାଇଁ ବୁଲି
Read More...