Monthly Archives

May 2022

୫ ଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନୀପୁର ପଞ୍ଚାୟତ ଦାଲୂଅନୁଆପଡା ଗ୍ରାମର ଭରତ ବେହେରାଙ୍କ ପୁତ୍ର ବିଭୂତି ବେହେରା (୧୦)ଙ୍କ ଅକାଳ ବିୟୋଗ ଘଟିଛି । ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦାଲୂଅନୂଆପଡ଼ା ପ୍ରକଳ୍ପ ପ୍ରାଥମିକ
Read More...

ବାଦିମାଲ ଗ୍ରାମରେ ଚନ୍ଦନ ଯାତ୍ରା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଜ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ବାଦିମାଲ ଗ୍ରାମରେ ଚନ୍ଦନ ଯାତ୍ରା ତିନିଦିନ ଧରି ପାଳିତ ହୋଇ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଦୁଇ ବର୍ଷ କରୋନା କଟକଣାକୁ ନେଇ ଚନ୍ଦନ ଯାତ୍ରା ମହୋତ୍ସବ ବନ୍ଦ ରହିଥିବା ବେଳେ
Read More...

ମାତୃପ୍ରେମୀ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟତିଥି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକଟର-୫ ସ୍ଥିତ ଅରବିନ୍ଦ ଯୋଗମନ୍ଦିରର ଏନେକ୍ସ ହଲରେ ଶିକ୍ଷାବିତ ତଥା ସମାଜସେବୀ ଡକ୍ଟର କିଶୋରୀ ଦାଶଙ୍କ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଚରଣ ଆଶ୍ରିତା ଦିବଙ୍ଗତା ମାଆ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟାତିଥି ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀମା
Read More...

ଆଗଲପୁର ବ୍ଲକ ଡୁଡୁକା ଗ୍ରାମରେ ଜବରଦଖଲ ଉଚ୍ଛେଦ କାମ ଆରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଗ୍ରାମରେ ଜବରଦଖଲ ଉଚ୍ଛେଦ କାମ ଚାଲୁଅଛି । ଉକ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆଗଲପୁର ତହସିଲଦାର ସୁଚିତା ପୁଷ୍ପାଙ୍କ ତତ୍ୱାବଧାନରେ ଡୁଡୁକା ବସଷ୍ଟାଣ୍ଡରୁ ରାମପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉପରେ
Read More...

ସାରମୁହାଣରେ ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା

ପାଟଣାଗଡ଼, (କେପିଏନ୍‌ଏସ୍‌) : ସାରମୁହାଣ ରାମଜୀ ମଠରେ ମାତା କନକ ମଞ୍ଜରିଙ୍କ ଉଦ୍ୟମରେ ରାମେଶ୍ଵର ଶିବ ମନ୍ଦିର ଓ ରାମେଶ୍ଵରୀଚଣ୍ଡୀ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସଭାପତି ଚିନ୍ତାମଣି ରାଉତ ଓ ବେଣୁଧର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଳସ ଯାତ୍ରା ସମାପନ ହୋଇଯାଇଛି । କୁଟୁରା
Read More...

ଶାନ୍ତି ତପୋବନ ଆଶ୍ରମରେ ଯୋଗ ଶିବିର ଉଦଯାପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଚକରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମ ପରିସରରେ ଚାଲିଥିବା ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଆଶ୍ରମରେ ବସବାସ କରୁଥିବା ମାତୃଛାୟା, ବାନପ୍ରସ୍ଥ ଅନ୍ତେବାସୀ ମାନେ ଅଂଶ ଗ୍ରହଣ କରିଥିଲେ । ଆର୍ଟ ଅଫ୍‌ ଲିଭିଙ୍ଗ୍‌
Read More...

ପୋଲ ତଳୁ ମହିଳାଙ୍କ ଶବ ଉଦ୍ଧାର ଘଟଣା : ସନ୍ଦେହରେ ଥିବା ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦା ଗ୍ରାମ ରାଞ୍ଜ ଜୋର ପୋଲ ତଳୁ ଗତକାଲି ଏକ ମହିଳାଙ୍କ ଶବ ମିଳିଥିଲା । ତେବେ ଉକ୍ତ ମହିଳା ଜଣକ ବରପାଲି ବ୍ଲକ ରକସା ପଞ୍ଚାୟତ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି ଜଣା ପଡିଥିଲା ଏନେଇ ବରପାଲି ଥାନାରେ ଏକ ହତ୍ୟା ମାମଲା
Read More...

ବାଲିଗୁଡ଼ା ବ୍ଲକ୍ ଜନ ପ୍ରତିନିଧିଙ୍କୁ ବିଡିଓଙ୍କ ଅଣଦେଖା ଅଭିଯୋଗ : ବିଧାୟକଙ୍କ ନେତୃତ୍ୱରେ ବିଡିଓଙ୍କୁ ମିଳିମିଶି…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ବିଡିଓ ଅଧ୍ୟକ୍ଷାଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ ବିଡ଼ିଓଙ୍କୁ ଘେରିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ବ୍ଲକ୍ ଅଧ୍ୟକ୍ଷା ମିଶାବତୀ
Read More...

କବ୍‌ଜା ପକ୍ଷରୁ ସ୍ୱର୍ଗତ ଦୂର୍ବାକ୍ଷ ବସ୍ତିଆଙ୍କ ସ୍ମୃତିଚାରଣ ସଭା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍‌ଜା)ର ପୂର୍ବତନ ସଭାପତି ଦୂର୍ବାକ୍ଷ ବସ୍ତିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଣ୍ଟାମାଳ ସାମ୍ବାଦିକ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ବରିଷ୍ଠ ଉପଦେଷ୍ଟା ଦିବ୍ୟ
Read More...

ହୁମ୍ମା ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାସ : ଦୁଇ ଅଭିଯୁକ୍ତଙ୍କୁ କୋଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହୁମ୍ମା ଫାଣ୍ଡି ଅନ୍ତର୍ଗତ ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ହୁମ୍ମା ଫାଣ୍ଡି ପୋଲିସ ।ଉକ୍ତ ଚୋରି ଘଟଣାର ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ହୁମ୍ମା ତଳ ସାହିର ଶ୍ରୀଧର
Read More...