ସହରରେ ୨୫ଟି ବୁଲା ଗାଇଗୋରୁ ଟେକିନେଲା ପୌର ପରିଷଦ ଏନ୍ଫୋର୍ସମେଣ୍ଟ ଟିମ୍
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ବୁଲୁଥିବା ବୁଲା ଗାଈଗୋରୁଙ୍କ ଥଇଥାନ ପାଇଁ ପୌରପରିଷଦଠାରେ ପୌରପରିଷଦ ଏବଂ ସହରର ଠିକାଦାରପଡାଠାରେ ଥିବା ପୃଥ୍ୱୀରାଜ ଗୋଶାଳା ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଆଜି ସକାଳେ ପୌରପରିଷଦ ପକ୍ଷରୁ ସହରର ମୁଖ୍ୟ ରାସ୍ତାଘାଟରେ!-->…
Read More...
Read More...