Monthly Archives

May 2022

୬ କେଜି ଗଞ୍ଜେଇ ଜବତ : ଜଣେ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଡୁମେରପଦର ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ଚଢାଉ କରି ୬ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର କଂସ ଗଉଡ(୪୦) ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ହଜାର
Read More...

ନୂଆପଡା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ଟିକ୍ରାପଡା : ଚଳକି ପଞ୍ଚାୟତ ନୂଆପଡା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଜନୀ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ରତନି ପଟ୍ଟନାୟକ କର୍ତ୍ତା ଏବଂ କାର୍ତ୍ତିକ ମହାନ୍ତି ପୂଜକ ଥିଲେ । ଗ୍ରାମର କରୁଣା, ଦିଲୁ, ସମୀର, ଭାଗରଥି, ବିଦ୍ୟାଧର, ଭରତ, ବାମନ, ଲଳିତ, ସୁବଳ,
Read More...

ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ

ଭାଲୁମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ ଭୁଷଲାଡ ଗ୍ରାମର ଜଗାବଳିଆ ଯୁବକ ସଂଘ ପକ୍ଷରୁ ଏକ ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଯୁବକ ସଂଘ ସଭାପତି ଜଗନ୍ନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜୁବାଳା ବେହେରା ମୁଖ୍ୟ
Read More...

ମିଆଦି ଜମା ସୁଧ ହାର ବଢାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : କେତେକ ଅବଧିର ମିଆଦି ଜମା ଉପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁଧ ହାର ୪୦ରୁ ୯୦ ବେସିସ୍‌ ପଏଣ୍ଟ (୦.୪ରୁ ୦.୯୦ ପତିଶତ) ବୃଦ୍ଧି ଘୋଷଣା କରିଛି । ୨ କୋଟି ଏବଂ ତା'ଠାରୁ ଅଧିକ ଜମାରାଶି ଉପରେ ସୁଧ ହାରରେ ଏହି ବୃଦ୍ଧି କରାଯାଇଛି ।
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ମାନିତ

ବରଗଡ଼ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଏକ ଟିମ୍ ଆରକ୍ଷୀ ଅଧିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହା ସହିତ ବରଗଡର ପାରକିଙ୍ଗ ଓ ଅସହାୟ ଲୋକଙ୍କୁ ସେବା ଯୋଗାଇବା
Read More...

ବିବାହ ବେଦୀରେ ପରିବେଶ ସୁରକ୍ଷା ବାର୍ତ୍ତା ସହ ପୁସ୍ତକ ଦାନ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ପ୍ରତିଷ୍ଠାତା ପରିବେଶ କର୍ମୀ, ସାହିତ୍ୟିକ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ଗତକାଲି ସାକ୍ଷୀଗୋପାଳ ଗୋପାଳଜୀଉ ମନ୍ଦିର ସନ୍ନିକଟ ଦେବରଜ କଲ୍ୟାଣ ମଣ୍ଡପରେ କବି ଗବେଷକ ଭୀମସେନ ମହାପାତ୍ରଙ୍କ
Read More...

ରାଉରକେଲା ବିକାଶ ମଞ୍ଚର ଚତୁର୍ଥ ଜନ ସଚେତନତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିକାଶ ମଞ୍ଚ ତରଫରୁ ଚତୁର୍ଥ ଜନ ସଚେତନତା ଶିବିର କୋଏଲନଗର ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦତ୍ତ ରାଉରକେଲା
Read More...

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହୋଇ ରେକର୍ଡ଼ ସୃଷ୍ଟି କରିସାରିଛି । ଏହି ଅବସରରେ ପ୍ରକୃତିବନ୍ଧୁ ତଥା ଜୁନିଅର ରେଡ଼କ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶଙ୍କ
Read More...

ପଦ୍ମଶ୍ରୀ ରଜତ କରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶିଷ୍ଠ ସାହିତ୍ୟକ, ଜଗନ୍ନାଥସଂସ୍କୃତିର ଗବେଷକ ଆଜୀବନ ସଦସ୍ୟ, ଭଂଜ ସାହିତ୍ୟର ଗବେଷକ ଓ ପ୍ରଚାରକ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଧାରା ବିବରଣୀ ଘୋଷକ, ନିଖିଳ ଉତ୍କଳ ପାଲା ସଂଘର ସ୍ଥାୟୀ ସଭାପତି, ପ୍ରାର୍ଥନା ଚ୍ୟାନେଲରେ ପ୍ରସାରିତ ବାଦିପାଲାର
Read More...

ପୋଲିସ-ମାଓ ଗୁଳି ବିନିମୟ : ମାଓ ସାମଗ୍ରୀ ଜବତ

ବଲାଙ୍ଗିର, (ଦେବାଶଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ସିମାନ୍ତ ଅଞ୍ଚଳରେ ମାଓ ଗତିବିଧି ଜାରି ରହିଛି । ମଙ୍ଗଳବାର ଦିନ ତୁରେକେଲା ଥାନା ଅନ୍ତର୍ଗତ ଛତ୍ରାଦାଣ୍ଡି ଜଙ୍ଗଲରେ ପୋଲିସ-ମାଓ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅନ୍ଧାର ରାତି ଓ ଜଙ୍ଗଲି ଅଞ୍ଚଳର ଫାଇଦା ଉଠାଇ
Read More...