Monthly Archives

May 2022

କିଡିନି ରୋଗରେ ଆକ୍ରାନ୍ତ ସନ୍ଧିବାହାଲ ଗାଁ ଲୋକେ : ପାଣି ପରୀକ୍ଷା ପାଇଁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ମହଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସନ୍ଧିବାହାଲ ଗାଁ ଲୋକେ କିଡିନି ରୋଗରେ ଆକ୍ରାନ୍ତ ହୋଇ ବର୍ଷକୁ ବର୍ଷ ମୃତ୍ୟୁ ହାର ବଢି ଚାଲିଛି । ଗାଁ ଲୋକେ କହନ୍ତି ଯେ, ସରକାର ଆମ ଗାଁ ଲୋକଙ୍କ ପ୍ରତି ଏକ ଦୃଷ୍ଟି ଦିଅନ୍ତୁ ।
Read More...

ଆଦର୍ଶ ଶିକ୍ଷକ ପାଲା ଗାୟକଙ୍କ ହୃଦଘାତରେ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଜଣେ ମେଳାପୀ, ମିଷ୍ଟଭାଷୀ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ କ୍ଷୀରସାଗର ବରିହା (୫୦) ଆଉ ଆମ ଗହଣରେ ନାହାଁନ୍ତି । ଆଜି ତାଙ୍କ ବାସ ଭବନ ମାଣ୍ଡିଆଢିପା ଗ୍ରାମରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ଏକାଧାରରେ
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍

ସାଲେପୁର : କଟକ ଜିଲ୍ଲା ଜଗତପୁର ଥାନା ଗୋପିନାଥପୁର ପଞ୍ଚାୟତ ପ୍ରଧାନପଡା ଗାଁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ପ୍ରଧାନପଡା ଗାଁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧ କଡରେ ଥିବା ୧୧ କେ.ଭି ଇଲେକ୍ଟ୍ରିକ୍‌
Read More...

୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ୫ ଗିରଫ

ମାଲକାନଗିରି : ମାଥିଲି ଥାନା ଅନ୍ତର୍ଗତ ଗଣ୍ଡିଆଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲ ଦେଇ କାଉଡିଆରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ୫ ଜଣ କାଉଡ଼ିଆଙ୍କୁ ଗିରଫ କରିବା ସହ ସେମାନଙ୍କର ପାଖରୁ ୧୬ ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ ଯାହାର ଓଜନ ୩୫୦ କିଲୋଗ୍ରାମ ହୋଇଥିବା
Read More...

୪ ଡକାୟତ ଗିରଫ : ବନ୍ଧୁକ ଓ ବୋମା ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ୪ ଜଣ ଡକାୟତଙ୍କୁ ରାଉରକେଲା ପ୍ଲାଣ୍ଟ ସାଇଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ସ୍ଥଳରୁ ଦୁଇଜଣ ଫେରାର ହୋଇଯାଇଥିବା ଖବର ମିଳିଛି । ଗିରଫ ୪ ଡକାୟତଙ୍କଠାରୁ ଗୋଟିଏ କାର, ୪ ଦେଶୀ ପିସ୍ତଲ ଓ ଦୁଇ ଦେଶୀ ବୋମା ପୋଲିସ ଜବତ କରିଛି । ଏଥିସହ
Read More...

ଠିକାଦାରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଠିକାଦାରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲକ୍ଷ୍ମୀ ବଗର୍ତ୍ତୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବଲାଙ୍ଗିର ଏବିଇଓ ଉତ୍ତମ୍ କୁମାର ନାଏକ
Read More...

ଶ୍ରମିକମାନଙ୍କ ଶ୍ରମଦାନରେ ସଫା ହେଲା ଗାଁର ପୋଖରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଟିଆଭଟା ଗାଁରେ ଥିବା ଏକ ମାତ୍ର ପୋଖରୀ ଦୀର୍ଘଦିନ ଧରି ପଦ୍ମଫୁଲ, ଅଳିଆ ଆର୍ବଜନାରେ ପରିପୂର୍ଣ୍ଣ ହୋଇ ପୋଖରୀ ପାଣି ଦୂଷିତ ହୋଇଯାଇଥିଲା । ପୋଖରୀ ପାଣୀକୁ ବ୍ୟବହାର କରିବା ଓ ଗାଧୋଇବା ଫଳରେ ଅନେକ ଲୋକେ ଚର୍ମରୋଗରେ
Read More...

‘ତାମ୍ପରା’ ହ୍ରଦ କୂଳରେ ବ୍ରେକଫାଷ୍ଟ ସହ ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହୋଇ ନେତ୍ତୃବର୍ଗ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଦିଶକ୍ତି କ୍ଷେତ୍ର ବିଶ୍ୱ ବନ୍ଦନୀୟା ମା' ତାରାତାରିଣୀ ପୀଠର ନବକଳେବର ହୋଇଥିବା ସୁବିସ୍ତୃତ ପ୍ରାସାଦ ଓ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଭକ୍ତ ଓ ପର୍ଯ୍ୟଟକଙ୍କ ବିଭିନ୍ନ ସୁବିଧାର
Read More...

ଆନନ୍ଦ ଆଚାର୍ଯ୍ୟ ଫୁଟବଲ ପ୍ରିମିୟର ଲିଗ୍ : ଆଜିର ପ୍ରଥମ ମ୍ୟାଚ୍ ଅମିମାଂସିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆନନ୍ଦ ଆଚାର୍ଯ୍ୟ ଫୁଟବଲ ପ୍ରିମିୟର ଲିଗ୍‌ର ଆଜିର ପ୍ରଥମ ମ୍ୟାଚ୍ ବରଗଡ ୱାରିୟରସ ଓ ରେଳୱେ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଫଳରେ ମ୍ୟାଚ୍‌ଟି ଫଳାଫଳ ଶୂନ୍ୟ ଭାବରେ ସମାପ୍ତ ହୋଇଥିଲ ।
Read More...

ଧାନ ସଂଗ୍ରହକୁ ବ୍ୟବସ୍ଥିତ କରିବାକୁ ଆପ୍‌ର ଦାବୀ ପତ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେତୋଟି ବ୍ୟତିକ୍ରମ ଦେଖିବାକୁ ମିଳିଛି । ମଣ୍ଡିରେ ଚାଷୀର ନାମ, ଟୋକାନ ଓ ତାରିଖ ପ୍ରଦର୍ଶନ କରିବା ଆମ୍ ଆଦମୀ ପାର୍ଟି ବରଗଡ଼ ଜିଲ୍ଲା ପକ୍ଷରୁ ଦାବୀ ହୋଇଛି । ଆଗରୁ ଏହି ସବୁ ତଥ୍ୟ
Read More...