ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍ବଲ ପ୍ରିମୀୟର ଲିଗ୍ : ବୋଡାସମ୍ବର ଏଫ୍ସି ଚମ୍ପିୟାନ
ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍ବଲ୍ ପ୍ରିମୀୟର ଲିଗ୍ ଫୁଟ୍ବଲ୍ ପଦ୍ମପୁରର ବୋଡାସମ୍ବର ଏଫ୍ସି ଓ ବରପାଲି ବାଇସନ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପଦ୍ମପୁର ଦଳ ବରପାଲି ଦଳକୁ ୨- ୦ ଗୋଲରେ ହରାଇ ଚାମ୍ପିଅନ ହୋଇଛନ୍ତି । ବର୍ଷାରେ ବାଧାପ୍ରାପ୍ତ!-->…
Read More...
Read More...