ବଲାଙ୍ଗିର ପୌର ପାଳିକାରେ ଶ୍ରମିକ ଦିବସ ପାଳିତ : ଦଳିତ ନେତା ଦ୍ରୋଣ କୁମ୍ଭାର ସଫେଇ କର୍ମଚାରୀ ସଂଘର ନୂତନ ସଭାପତି…
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୌର ପାଳିକା ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ସଫେଇ କର୍ମଚାରୀ ସଂଘ ଦ୍ୱାରା ପାଳିତ ଏହି ଶ୍ରମିକ ଦିବସ ଅବସରରେ ଦଳିତ ନେତା ଦ୍ରୋଣ କୁମ୍ଭାରଙ୍କୁ ସର୍ବସମ୍ମତିକ୍ରମେ ନୂତନ ସଭାପତି ଭାବେ ମନୋନିତ!-->…
Read More...
Read More...