Monthly Archives

May 2022

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମହାକବି ଜୟଦେବ ଜୟନ୍ତୀ ସମାରୋହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଉଦିତନଗରସ୍ଥିତ ମହାନଗର ପାଠାଗାରଠାରେ ମହାକବି ଜୟଦେବଙ୍କ ଜୟନ୍ତୀ ସମାରୋହ ପାଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକ ସଂପର୍କ ଅଧିକାରୀ ସୀମା ଫତିମା ଏକ୍କାଙ୍କ
Read More...

ରାଉରକେଲା ବିକାଶ ମଞ୍ଚର ଜନ ସଚେତନତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ମଇ ଏକ ତାରିଖ ଦିନ ରାଉରକେଲା ବିକାଶ ମଞ୍ଚ ତରଫରୁ ଅନ୍ୟ ଏକ ଜନ ସଚେତନତା ଶିବିର ବାସନ୍ତୀ କଲୋନୀର ଜଗନ୍ନାଥ ମନ୍ଦିର ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ଜଗନ୍ନାଥ ମନ୍ଦିରର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ଏହି ସମାବେଶରେ
Read More...

ଗ୍ରୀଷ୍ମରେ ଭୀମଡୁଙ୍ଗୁରି ପର୍ଯ୍ୟଟନକ୍ଷେତ୍ରରେ ବୋଟିଂର ମଜାନେଉଛନ୍ତି ପର୍ଯ୍ୟଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜିଲ୍ଲା ଦେଓଗାଁ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ହୋଇଚାଲିଛି । ରାଜ୍ୟସରକାରଙ୍କ ଜଙ୍ଗଲବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଅନେକଗୁଡିଏ ଉନ୍ନୟନ କାମ ଚାଲିଛି । ସେଥିମଧ୍ୟରେ ଭୀଢମପାହାଡର
Read More...

ମଶାଲ ସ୍ଥାପନରୁ ଆରମ୍ଭ ହେଲା ଅଷ୍ଟମ ଭୀମପାହାଡ ମହୋତ୍ସବ : ୩ଦିନ ଧରି ଦୁଲୁକିବ ଭୀମଡୁଙ୍ଗୁରି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଜିଲ୍ଲା ଦେଓଗାଁ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରି ପର୍ୟ୍ୟଟନକ୍ଷେତ୍ରରେ ଆଜିଠାରୁ ଅଷ୍ଟମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ଭୀମାବୁଢାଙ୍କୁ ପୂଜାର୍ଚ୍ଚନା ସହିତ ମହିମୁଣ୍ଡାର କନ୍ଧେନବୁଢୀପୀଠ ଓ ଆଠଗାଁରୁ ପୁଡାପାଠ ଦେବୀପୀଠରୁ
Read More...

କିଷାନ କଂଗ୍ରେସ ତରଫରୁ ଅକ୍ଷୟ ତୃତୀୟା ପାଳନ : ଧାନ ବୁଣି ଅକ୍ଷୀମୁଠି ଅନୁକୂଳ କଲେ ନରସିଂହ

ଚାଷୀଙ୍କୁ ଅମଳର ଉଚିତ୍‌ ମୂଲ୍ୟ ଦେଉ ସରକାର : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଷାନ କଂଗ୍ରେସ ତରଫରୁ ଅକ୍ଷୟ ତୃତୀୟା ପାଳନ ହୋଇଯାଇଛି । ଆଜି ଅକ୍ଷୟ ତୃତୀୟା । ଚାଷରେ ପାଉଥିବା ଲାଭର ହିସାବ କିତାବର ଦିନ । ଯେଉଁ ଚାଷୀ ଅଧିକ ଲାଭ ପାଇଥାଏ ତା’ ହାତରେ ଆଜି ଜମିରେ ଧାନବୁଣା
Read More...

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅମଠି ଗ୍ରାମ ସଂକ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ସହିତ ଆଖପାଖ ଅଞ୍ଚଳ ଗାଁର ଜନ ସାଧାରଣ ଯୋଗଦାନ କରିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର
Read More...

ବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁଫାସଡ ପଂଚାୟତର ବାବୁପାଲି ଗ୍ରାମରେ ଶିକ୍ଷକ ଅଭାବକୁ ନେଇ ପିଲାଙ୍କ ପାଠପଢାରେ ଅବହେଳା ହେଉଥିବାରୁ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ବେ କିଛି ସୁଫଳ ନ ମିଳିବାରୁ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି
Read More...

ମହିଳା ଡିଗ୍ରୀ ମହାବିଦ୍ୟାଳୟ କର୍ମଚାରୀଙ୍କ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟର କର୍ମଚାରୀ ବିଲାସିନୀ ବାରିକଙ୍କ ଅକାଳ ବିୟୋଗ ହୋଇଥିବା ଖବର ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୩୩ ବର୍ଷ ବୟସ ହୋଇଥିଲା । ସେ ଏହି କଲେଜରେ ଚତୁର୍ଥ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ସେ ମିଷ୍ଟଭାଷୀ ତଥା
Read More...

ଜୁରିଆରେ ଜୟ କିଷାନ କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ମୁଠିଛୁଆଁ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତର ଜୁରିଆ ଗ୍ରାମରେ ରୀତିନୀତି ଅନୁସାରେ ଜୟ କିସାନ କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଠିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ବ
Read More...

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଗେର୍ଡା ପଞ୍ଚାୟତ ସରପଞ୍ଚ ରଶ୍ମିତା ମଲ୍ଲିକ : ତିନି ଖଣ୍ଡ ଗାଁ ମଝିରେ…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଗେର୍ଡା ପଞ୍ଚାୟତର ସରପଞ୍ଚ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ଗେର୍ଡା ପଞ୍ଚାୟତର ତିନୋଟି ଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ଦୂରରେ ଅବସ୍ଥାପିତ ତେଣୁ ନିର୍ବାଚନ ସମୟରେ ସେଇ ଗାଁ ଅଂଚଳର ଲୋକେ ସେମାନେ ପାଉଥିବା
Read More...