Daily Archives

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ୮୧ତମ ଜନ୍ମ ଦିବସ ମହାସମାରୋହରେ ପାଳିତ

ବାମରା, (ସତ୍ୟନାରାୟଣ ପ୍ରଧାନ) : ବିଶିଷ୍ଟ ସମ୍ବଲପୁରୀ ଗୀତିକାର ତଥା ବହୁ ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମ ଦିନକୁ ତାଙ୍କ ଗ୍ରାମ ରଙ୍ଗବତୀ ବିଳୁଙ୍ଗରେ ପାଳନ କରାଯାଇଛି । ଶିକ୍ଷା, କ୍ରୀଡା ଓ ସଂସ୍କୃତି ଅନୁଷ୍ଠାନ ତଥା ତାଙ୍କ ଶୁଭେଚ୍ଛୁଙ୍କ
Read More...

ହୋଲି ଖେଳିବାକୁ ଜୟପୁର ଆସିଥିବା ନେଦରଲ୍ୟାଣ୍ଡର ଜଣେ ଯୁବତୀଙ୍କୁ ହୋଟେଲରେ ବଳାତ୍କାର, ମସାଜ ନାମରେ ଦୁଷ୍କର୍ମ :…

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ବିଦେଶୀ ଯୁବତୀ ସହିତ ବଳାତ୍କାର ଘଟଣା ସାମ୍ନାକୁ ଆସିଛି । ଆୟୁର୍ବେଦିକ ମସାଜ କରିବା ନାମରେ ନେଦରଲ୍ୟାଣ୍ଡର ଜଣେ ଯୁବତୀଙ୍କୁ ଏକ ବଡ ହୋଟେଲରେ ବଳାତ୍କାର କରାଯାଇଛି । କୁହାଯାଉଛି ଯେ ଯୁବତୀ ଜଣକ ଦୁଇ ଦିନ ପୂର୍ବରୁ ରାଜସ୍ଥାନକୁ ହୋଲି ଖେଳିବାକୁ
Read More...

ଦାୟିତ୍ୱ ଗ୍ରହଣ କଲେ ବ୍ଲକ ଅଧ୍ୟକ୍ଷା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ନବ ନିର୍ବାଚିତ ହୋଇଥିବା ମାଧୁରୀ ମାଝି ବିଧିବଦ୍ଧ ଭାବରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସିନାପାଲି ବିଡିଓ ସଦାଶିବ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟ ରଂଜନ ମେହେର,
Read More...

ଟ୍ରାକ୍ଟର ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ଟ୍ରାକ୍ଟର ଉଦ୍ଧାର

ନୂଆପଡା, (ନିରାକାର ମେହେର) : ଗତ ୧୪ ତାରିଖ ଦିନ ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତର କନ୍ଦାମୁଣ୍ତା ଗ୍ରାମର ମହାଦେବ ବାଗ (୪୭) ନିଜ ଟ୍ରାକ୍ଟର ଚୋରି ହୋଇଥିବା ନେଇ ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ଏନେଇ ସିନାପାଲି ଥାନାରେ କେସ ନମ୍ୱର ୬୯/୨୨ ମାମଲା ରୁଜୁ କରି ତଦନ୍ତ
Read More...

ଆଜି ୨ ନମ୍ବର ୱାର୍ଡରେ ବିଜେଡ଼ି ପକ୍ଷରୁ ପ୍ରଚାର ଜୋର୍‌ଦାର୍‌ : ପ୍ରାର୍ଥିନୀଙ୍କ ସହ ଘର ଘର ବୁଲିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ସ୍ଥାନୀୟ ୨ ନମ୍ବର ୱାର୍ଡ ଶାନ୍ତିପଡ଼ାରେ ବିଜେଡ଼ି ପକ୍ଷରୁ ପ୍ରଚାର ଜୋର୍‌ଦାର୍‌ ଚାଲିଥିବା ଦେଖିବାକୁ ମିଳିଛି । ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁ ଏବଂ କାଉନ୍‌ସିଲର୍‌ ପ୍ରାର୍ଥିନୀ ସରିତା ଦାଶଙ୍କ ସହ
Read More...

ଭାରତରେ ହୋଲି ଉତ୍ସବ, ଚାଇନାରେ କରୋନା ପାଇଁ ହାହାକାର

ନୂଆଦିଲ୍ଲୀ : ଭାରତରେ ହୋଲି ରଙ୍ଗର ପର୍ବ ପାରମ୍ପାରିକ ଉତ୍ସାହ ସହିତ ପାଳନ କରାଯାଉଥିବା ବେଳେ କରୋନା ସଂକ୍ରମଣ ପାଇଁ ପ୍ରତିବନ୍ଧକ ପ୍ରାୟ କୋହଳ ହୋଇଛି । କରୋନା ମାମଲା ମଧ୍ୟ ହ୍ରାସ ପାଇଛି । କିନ୍ତୁ ପଡୋଶୀ ଚାଇନାରେ କରୋନା ପରିସ୍ଥିତି ଭୟାବହ । ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ
Read More...

ଆସନ୍ତୁ ଘରେ ଅତି ସହଜରେ ଜିଲାପି ପ୍ରସ୍ତୁତ କରିବା ପ୍ରଣାଳୀ ଶିଖିନେବା

ଶ୍ରାବଣୀ ବିଶ୍ୱାଲ ଆଜି ଆମେ ତିଆରି କରିବା ସୁପର କ୍ରିସ୍‌ପିି । ଏଥରକ ହୋଲିରେ ଆପଣ ଘରେ ବନାନ୍ତୁ ଏହି ଜିଲାପି । କାହିଁକି ନା ଏହା ବହୁତ ସମୟ ଧରି କ୍ରିସ୍‌ପି ରହିବ, ଜଲଦି ନରମ ପଡିବନି । ତେବେ ଚାଲନ୍ତୁ ଏହି ସୁପର କ୍ରିସ୍‌ପିି ରସୁଆ ଜିଲାପି ପାଇଁ କ’ଣ ସାମଗ୍ରୀ ଦରକାର ତାହା ଦେଖି
Read More...

ବର୍ଣ୍ଣିଳ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ଫଗୁ ମହୋତ୍ସବ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରଂଗ ଓ ଅବିରର ପର୍ବ ଫଗୁଣ ପୂର୍ଣ୍ଣିମାରେ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବମୁଖର ହୋଇଉଠିଛି । ଜିଲ୍ଲାର ଅନେକ ସ୍ଥାନରେ ତ୍ରିଦିବସୀୟ ଫଗୁ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବୈଷ୍ଣବୀୟ ମଠ ଓ ଶତାଧିକ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ
Read More...

ବଲାଙ୍ଗିର ମ୍ୟୁନିସିପାଲିଟିରୁ ବରଗଡ ସିମେଣ୍ଟ କାରଖାନାକୁ ୨.୨୪୫ ଟନ୍ ଅଣ-ରିସାଇକେବଲ୍ ବର୍ଜ୍ୟବସ୍ତୁ ପଠାଯାଇଥିବା ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲିଟିରୁ ବରଗଡ ସିମେଣ୍ଟ କାରଖାନାକୁ ୨.୨୪୫ ଟନ୍ ଅଣ-ରିସାଇକେବଲ୍ ବର୍ଜ୍ୟବସ୍ତୁ ପଠାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ବର୍ଜ୍ୟବସ୍ତୁକୁ ସହର ସାରା ଘରକୁ ଘର ଯାଇ ବୁଲି ବୁଲି ବଲାଙ୍ଗିର
Read More...

ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ମହାନଗର ନିଗମ ମେୟର ପ୍ରାର୍ଥିନୀ ମଞ୍ଜୁ ରଥଙ୍କ ନିର୍ବାଚନ ପ୍ରଚାର ଜୋରଦାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୧୬ ଓ ୧୭ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ ।
Read More...