ଆସନ୍ତା ୨୬ରୁ ପଦ୍ମପୁର ଉପଖଣ୍ଡରେ ଭୋଟ ଗଣତି
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ତିନୋଟି ବ୍ଳକ ପାଇକମାଲ, ଝାରବନ୍ଧ ଓ ରାଜ ବୋଡାସମ୍ବରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି । ତେବେ ଏଠାରେ ଭୋଟ ଗଣତି ପ୍ରକ୍ରିୟା ଆସନ୍ତା ୨୬, ୨୭ ଓ ୨୮ ତିନିଦିନ ଧରି ଅନୁଷ୍ଠିତ ହେବ । ୨୬ ତାରିଖରେ!-->…
Read More...
Read More...