Monthly Archives

January 2022

ଦେଓଗାଁ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ପୁଳସଖଣ୍ଡକୁ ହରାଇ ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନେହେରୁ ଖେଳ ପଡ଼ିଆରେ ଗତ ୩ଦିନ ଧରି ହୋଇ ଆସୁଥିବା କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇଥିଲେ । ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ମ୍ୟାଚରେ ଦେଓଗାଁ ଦଳ ଖରଲକାନୀକୁ ହରାଇଥିବା ବେଳେ
Read More...

ପଂଚାୟତ ରାଜନୀତିକୁ ନେଇ ଯାଦବ ସମାଜର ପ୍ରେସ ବିବୃତ୍ତି : ବଲାଙ୍ଗିରରେ ଅଣଓଡିଆଙ୍କ ଯାଦବ ସମାଜରେ ସଦସ୍ୟ ନାହିଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯାଦବ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜକୁ ନେଇ କିଛି ଅଣଓଡିଆ ଯାଦବ ଭୋଟ ହାତେଇବା ପାଇଁ ଯାଦବ ସମାଜକୁ ନେଇ ନେତା ପାଲଟିଛନ୍ତି । ଜିଲ୍ଲା ଯାଦବ ମହାସଭା ଏହାକୁ ଘୋର ନିନ୍ଦା କରିଛି ।
Read More...

ରାଜନୀତି ମଇଦାନରେ ଲଢେ଼ଇଖୋର୍‌ ରକ୍ତ ସଂପର୍କ : ଗୋଟିଏ ପଟେ ବିଧାୟକ ନରସିଂହଙ୍କ ଦୁଇ ପୁତୁରା ମୁହାଁମୁହିଁ ତ’ ଅନ୍ୟପଟେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜନୀତି ମଇଦାନରେ ଲଢେ଼ଇଖୋର୍‌ ରକ୍ତ ସଂପର୍କ । ଏଭଳି ଚର୍ଚ୍ଚିତ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ଗୋଟିଏ ପଟେ ବିଧାୟକ ନରସିଂହଙ୍କ ଦୁଇ ପୁତୁରା ମୁହାଁମୁହିଁ ତ’ ଅନ୍ୟପଟେ ଦୁଇ ଭାଇବୋହୂ ଆମ୍‌ନା ସାମ୍‌ନା ସମିତି ସଭ୍ୟ ପଦବୀ ପାଇଁ । ସୂଚନା ଅନୁସାରେ
Read More...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ନରସିଂହ : ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡାଙ୍କୁ ହାତ ଚିହ୍ନରେ ଭୋଟ ଦେବା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗସ୍ତ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୋମୁହାଁ ଜନବିରୋଧି ନୀତିକୁ ଜନମାନସରେ ଉଜାଗର କରିବା
Read More...

ରକ୍ତଦାନ ଶିବିର ପାଇଁ ଯୁବ କୁଲୁତା ସମାଜର ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଦୀମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୩୦ ତାରିଖରେ ହେବାକୁ ରକ୍ତଦାନ ଶିବିର ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା ଓ ଏଥିରେ ୭୬ ୟୁନିଟ ରକ୍ତ
Read More...

ଆଲୁମିନି ପକ୍ଷରୁ ନରସିଂହ ଗୁରୁଙ୍କୁ ଶୁଭେଚ୍ଛା ଜଣାଇଲେ ସଭାପତି : ଆଲୁମିନି ଏଜିଏମ୍ ସ୍ଥଗିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍ ସଂକ୍ରମଣରେ ଲାଗି ରହିଥିବା ଅନିଶ୍ଚିତତା ଓ ଅନ୍ୟାନ୍ୟ ଅନିବାର୍ଯ୍ୟ କାରଣରୁ ଆସନ୍ତା ଜାନୁଆରୀ ୩୦ ତାରିଖ ରବିବାର ହେବାକୁ ଥିବା ରାଜେନ୍ଦ୍ର ଆଲୁମିନିର ବାର୍ଷିକ ସାଧାରଣ ବୈଠକକୁ ସ୍ଥଗିତ ରଖିବାକୁ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ହୋଇଛି ।
Read More...

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ବନୁପାଲି ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌ଏଲ୍‌ସିସି ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ଖେଳରେ ବନୁପାଲି ଦଳ ଦହିତା ଦଳକୁ ହରାଇ ଏବଂ ମଳମଣ୍ଡା ଦଳ ଗଇଲଗୁଡ଼ା ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ
Read More...

ପଦ୍ମପୁର ଓକିଲ ସଂଘର ଆନ୍ଦୋଳନ ପହଞ୍ଚିଲା ଦ୍ୱିତୀୟ ଦିନରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦ୍ଵିତୀୟ ଦିନରେ ବି ଅଚଳାବସ୍ଥା ଜାରି, ଗତକାଲିଠାରୁ ପଦ୍ମପୁର ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି । ଉପଜିଲ୍ଲାପାଳ କୋର୍ଟ କାର୍ଯ୍ୟକ୍ଷମ ନହେବା, ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କ ମନମୁଖୀ କାର୍ଯ୍ୟକଳାପ ଓ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୯ ଜଣ, ବଲାଙ୍ଗିର ବ୍ଲକରୁ ୬ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୫ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୫ ଜଣ, ବେଲପଡା
Read More...

ମାର୍ଚ୍ଚ ୭ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ମାର୍ଚ୍ଚ ୭ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଆଶା ଓ ଅଙ୍ଗନବାଡି କର୍ମୀମାନେ ଏହି
Read More...