Yearly Archives

2021

ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସର କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ମିଳିବ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାର ଗତ ଅକ୍ଟୋବର ୨୫ ତାରିଖ ଦିନ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅଂଶଧନ ବିକ୍ରୀ ରାଜିନାମା କରିଥିଲେ ମଧ୍ୟ କର୍ମଚାରୀମାନଙ୍କ ସ୍ୱାର୍ଥକୁ ସରକାର ସୁରକ୍ଷା ଦେବେ । ନୀତିଗତ ନିଷ୍ପତ୍ତିକ୍ରମେ ଅଂଶଧନ ବିକ୍ରୀ ପରେ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର
Read More...

କଲେଜ ଛାତ୍ରୀ ନିଖୋଜ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ମୋଟରି ଗ୍ରାମର ନାବାଳିକା ଯୁକ୍ତ ଦୁଇ କଲେଜ ଛାତ୍ରୀ ରବିବାର ସଂଧ୍ୟାରୁ ନିଖୋଜ ନେଇ ଛାତ୍ରୀର ପିତା ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପିତାଙ୍କ ଅଭିଯୋଗ ଅନୁସାରେ ରବିବାର ସନ୍ଧ୍ୟାରେ ଝିଅ ଶୌଚ ପାଇଁ ପଡିଆକୁ
Read More...

ପାଟଣାଗଡ଼ ଯାଦବ ସମାଜର ନୂତନ ଭାବେ ମନୋନୀତ ହୋଇଥିବା ସଭାପତି ଜନୈକ ବ୍ୟକ୍ତିଙ୍କୁ ଅସିଦ୍ଧ ଘୋଷଣା ଦାବୀରେ ଯାଦବ ମହାସଭା…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀ ପାଟଣାଗଡ଼ ବ୍ଳକରେ ବ୍ଳକ ଯାଦବ ମହାସଭା ଗତ ତା ୫/୧୨/୨୦୨୧ ଦିନ ବିନା ନୀତି ନିୟମରେ ଏକ ସଭାପତି ଗଠନ କରି ଯାଦବ ମହାସଭାର ନୀତି ବିରୋଧୀ କାମ କରୁଛନ୍ତି ବୋଲି ପାଟଣାଗଡ଼ ବ୍ଳକ ଯାଦବ ସମାଜ
Read More...

ଭାରତୀୟ ବିରଳ ମୃତ୍ତିକା କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର ସଂଘ ସହ-ଅନୁବନ୍ଧିତ ରେର୍ ଏର୍ଥସ୍ ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ଛତ୍ରପୁର ମାଟିଖାଲ ନିକଟସ୍ଥ ଭାରତୀୟ ବିରଳ ମୃତ୍ତିକା କମ୍ପାନୀ ପ୍ରକଳ୍ପ ନିକଟରେ ଥିବା ସଂଘ କାର୍ଯ୍ୟାଳୟ ପରିସରରେ ଗତକାଲି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।
Read More...

ଜିଲ୍ଲାସ୍ତରୀୟ ଆଥଲେଟିକ ମିଟ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡ଼ା ସାଂସଦ ପକ୍ଷରୁ ଜିଲ୍ଲାସ୍ତରୀୟ ଆଥଲେଟିକ ମିଟ୍‌ ୨୦୨୧ ଆଜି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ କ୍ରୀଡା ପତାକା
Read More...

ଶିଷକେଲାରେ ମା’ ଘଣ୍ଟାସୁଣି ଅଲ୍‌ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ : କଟକ ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲାଠାରେ ଚତୁର୍ଥ ଦିବସରେ ୩ୟ ବର୍ଷ ମା' ଘଣ୍ଟାସୁଣି ଅଲ୍‌ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । କଟକ ଏବଂ ବରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୨-୦ କଟକ ବିଜୟୀ ହାସଲ କରିଛି ।
Read More...

ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା ବଡ଼ ସାହାଜବାହାଲ ଗ୍ରାମବାସୀ
Read More...

ଡୁଡୁକାଶିରା ଠାରେ ଇଲେକ୍ଟ୍ରୋନିକସ ସଂଘ ଓଡିଶା ପକ୍ଷରୁ ବାର୍ଷିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଇଲେକ୍ଟ୍ରୋନିକସ ସଂଘର ବାର୍ଷିକ ସମ୍ମିଳନୀ ବଲାଙ୍ଗିର ନିକଟସ୍ଥ ଡୁଡୁକାଶିରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟତଃ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ତଥା - ସମ୍ବଲପୁର, ସୋନେପୁର, ଅନୁଗୁଳ, କଳାହାଣ୍ଡି, ବୌଦ୍ଧ, ଦେବଗଡ,
Read More...

ଭୀମ ଡୁଙ୍ଗରୀଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଦେଓଗାଁ ସ୍ଥିତ ଭୀମପାହାଡ଼ରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ । ଶିକ୍ଷକ ସଂଘ ସଭାପତି ଦେବଦତ୍ତ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଶ୍ୟାମସୁନ୍ଦର ଦାଶ ଓ ପରାମର୍ଶଦାତା ସୁଚିତ୍ର ସୁନାଙ୍କ ଉପସ୍ଥିତିରେ ବାର୍ଷିକ ସମ୍ମିଳନୀ ଅବସରରେ ଏକ ଜିଲ୍ଲା
Read More...

ଜଙ୍ଗଲରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ଗାଁରେ ରହିବାର ବ୍ୟବସ୍ଥା କଲେ ସ୍ୱେଛାସେବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘ ୨୭ ବର୍ଷ ହେବ ଡାହାଣୀ ସନ୍ଦେହ କରିବାରୁ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଏକ ଜଙ୍ଗଲରେ କୁଡ଼ିଆ ଘରେ ଦୟନୀୟ ଭାବରେ ଏକୁଟିଆ ବସବାସ କରୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । ସେଠାରେ ନିଜକୁ ନିଜ ଘରଠାରୁ, ନିଜ ଗାଁଠାରୁ
Read More...