Yearly Archives

2021

ମାସର ପ୍ରଥମ ଶନିବାର ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନ୍ସର ରୋଗୀଙ୍କ ସ୍କ୍ରିନିଙ୍ଗ : ଭିମସାରରୁ ଆସିବେ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗ ଜନକ ଭାବେ ବୃଦ୍ଧି ପାଉଥିବାରୁ ଏଠାରେ ଏକ ସ୍ୱୟଂ ସମ୍ପୂର୍ଣ୍ଣ କର୍କଟ ଚିକିତ୍ସାଳୟ ସ୍ଥାପନା କରିବାକୁ ଜନ ଆନ୍ଦୋଳନ ହୋଇଥିଲା । ରାଜ୍ୟ ସରକାର ଏହି ରୋଗର ଭୟାବହତାକୁ ଉପଲବ୍ଧି କରି ବରଗଡ ଖେଦାପାଲିସ୍ଥ
Read More...

ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଅନୁଷ୍ଠାନର ୨୧ ନମ୍ବର୍ ପିଚୋକଥାନି ଆସର ଆୟୋଜିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ମା' ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଅନୁଷ୍ଠାନ ତାର ୨୧ ନମ୍ବର୍ ପିଚୋକଥାନି ଆସର ଅନ୍‌ଲାଇନ୍‌ ମାଧ୍ୟମରେ ଗତକାଲି ଆୟୋଜିତ କରିଥିଲା । ଏଥିରେ ଘଣ୍ଟି ସାହିତ୍ୟ ଘର ସଦସ୍ୟା ସଂଗୀତା ମୋହନ ଗହିର ସ୍ବାଗତ ଭାଷଣ ଦେଇଥିଲେ । ପ୍ରୀତିନନ୍ଦା ପାଣିଗ୍ରାହୀ
Read More...

୨୪ରେ ନିଯୁକ୍ତି ଭିତ୍ତିକ ପରାର୍ମଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଜୀବିକା ମିଶନ, ଡେଲାଙ୍ଗ ଆନୁକୂଲ୍ୟରେ ଓ ଓରମାସ/ଡିଆର୍‌ଡିଏ, ପୁରୀ ସହଯୋଗରେ ଆସନ୍ତା ଡିସେମ୍ବର ୨୪ ତାରିଖରେ ବେକାର ଯୁବକ/ଯୁବତୀମାନଙ୍କ ପାଇଁ ନିଯୁକ୍ତି ମେଳା ତଥା ନିଯୁକ୍ତି ଭିତ୍ତିକ
Read More...

କୌଶିକବାବା ଡିଗ୍ରୀ କଲେଜରେ ‘ଗଣତନ୍ତ୍ର ଓ ମୌଳିକ ଅଧିକାର’ ଶୀର୍ଷକ ପାଠ୍ୟଚକ୍ର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା କୌଶିକବାବା ଡିଗ୍ରୀ କଲେଜରେ ପ୍ରଥମ ଥର ପାଇଁ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ‘ଗଣତନ୍ତ୍ର ଓ ମୌଳିକ ଅଧିକାର’ ଶୀର୍ଷକ ପାଠ୍ୟଚକ୍ର ଆୟୋଜିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସୁଶ୍ରୀ
Read More...

ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ପକ୍ଷରୁ ମରୁଡ଼ି ଘୋଷଣା ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) :ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ପକ୍ଷରୁ ଆଜି ଚାଷୀ ମାନେ ପାଇକମାଲ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ୯ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଚାଷୀ ନେତା ବିଶ୍ଵନାଥ ରଣା ଓ ବାଳକୃଷ୍ଣ ବନଛୋରଙ୍କ ନେତୃତ୍ବରେ
Read More...

ଟାଉନ କ୍ଲବ ପଦ୍ମପୁର ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରଗଡ ଜିଲ୍ଲାର ଏକ ଅର୍ଦ୍ଧ ବିକଶିତ ଓ ପଛୁଆ ଅଞ୍ଚଳ ହୋଇଥିବା ବେଳେ ବାରମ୍ବାର ଜରୁରୀ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବ୍ୟବସ୍ଥା ସବୁବେଳେ ଅପହଞ୍ଚ ରହିଛି । ଏଣୁ ସମୟ ସମୟରେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ତରଫରୁ ବିଭିନ୍ନ ପ୍ରକାର ଶିକ୍ଷା,
Read More...

ବାଲିଗୁଡା ଉପଖଣ୍ଡ ଖବରଦାତାଙ୍କୁ ପୋଲିସ ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲରେ ଧମକ : ତଦନ୍ତ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ କାର୍ୟ୍ୟରତ ଜୈନକ ସାମ୍ବାଦିକଙ୍କୁ ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲ ଫୋନ ମାଧ୍ୟମରେ ଧମକ ସମଗ୍ର ସାମ୍ବାଦିକ ମହଲରେ ଆଲୋଚ୍ୟର ବିଷୟ ହୋଇଛି । ଘଟଣା ପ୍ରକାରେ ମଙ୍ଗଳବାର ରାତ୍ର ସମୟରେ
Read More...

ଫୋର୍‌ ଲେନ୍‌ ରାସ୍ତାକୁ ବିରୋଧ : ବରପାଲି ୮ଘଣ୍ଟିଆ ବନ୍ଦ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସହରାଞ୍ଚଳ ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ଫୋର ଲେନ୍ ଜାତୀୟ ରାଜପଥକୁ ବିରୋଧ କରି ଆଜି ୮ ଘଣ୍ଟିଆ ବରପାଲି ବନ୍ଦ୍ ହୋଇଛି । ବରପାଲି ବଣିକ ସଂଘ ପକ୍ଷରୁ ଡ଼ାକରା ଦିଆଯାଇଥିବା ଏହି ଆହ୍ୱାନକୁ ସହରରେ ଥିବା ପ୍ରାୟତଃ ସମସ୍ତ ସଂଘ ସାମିଲ ହୋଇ
Read More...

ବରଗଡ଼ ମହିଳା କଲେଜର ବାର୍ଷିକ କ୍ରୀଡା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମ ଠାରେ ବରଗଡ଼ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ କ୍ରୀଡା ମସାଲ ପ୍ରଜ୍ୱଳନ ସହ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ କଲେଜ ଅଧ୍ୟକ୍ଷ । ଦିନ ତମାମ ଚାଲିଥିବା ବିଭିନ୍ନ
Read More...

ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବିଜୟ କୁମାର ଦାସଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକପ୍ରିୟ ସାପ୍ତାହିକ ଖବର କାଗଜ 'ଗଣ ଇସ୍ତାହାର' ବରିଷ୍ଠ ସାମ୍ବାଦିକ ତଥା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବିଜୟ କୁମାର ଦାସଙ୍କ ଆଜି ଅପରାହ୍ନ ୩.୩୦ ମି.ରେ ଗାଇସିଲେଟ ବ୍ଲକ ଟୁର୍ଚା ଗ୍ରାମରେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ
Read More...