Yearly Archives

2021

ସାହିତ୍ୟ-ସଂସ୍କୃତିର ନୂତନ କର୍ମକର୍ତ୍ତା ନିର୍ବାଚନ

ଟିଟିଲାଗଡ : ଟିଟିଲାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥା ସାରସ୍ୱତ ଚେତନାର ବାର୍ତ୍ତାବହ “ସାହିତ୍ୟ ସଂସ୍କୃତି” ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ଅଗ୍ରୱାଲ ଏବଂ କୃଷ୍ଣଚନ୍ଦ୍ର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟୀତ୍ୱ
Read More...

ଗଂଜାମ ବିଜେଡି ପକ୍ଷରୁ ୨୫ ତମ ପ୍ରତିଷ୍ଟା ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଗଞ୍ଜାମ ସହରରେ ମହାସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ
Read More...

ଛତ୍ରପୁର ବିଇଓ କାର୍ଯ୍ୟାଳୟରେ ଖୁସିର ମାହୋଲ : ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଇଓ ସୀତାରାମ ପାତ୍ରଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଭାବେ ସୀତାରାମ ପାତ୍ର ଗତ ୨୨ ତାରିଖରୁ କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବହୁ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ସ୍ୱାଗତ କରି ପୁଷ୍ପଗୁଚ୍ଛ
Read More...

ଟ୍ୱିଟରରେ ଅଭିଯୋଗ ପରେ ଟ୍ରାନ୍ସଫରମର ଚାରିପଟେ ନିର୍ମାଣ ହେଲା କାନ୍ଥ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଫଟାବାହାଲ ଗାଁରେ ଏକ ବିଦ୍ୟୁତ ଟ୍ରାନ୍ସଫର୍‌ମର୍‌ର ଚାରିପଟେ ତାର ବାଡ଼ ନଥିବାରୁ ବହୁତ ଅସୁବିଧା ହେଉଥିଲା । ତାର ବାଡ଼ ନଥିବାରୁ ବହୁତ ସମୟରେ ଛେଳି, ମେଣ୍ଢା, ଗାଈ, ଗୋରୁ ପଶି ଯାଉଥିଲେ । ଅନେକାଂଶରେ ଦୁର୍ଘଟଣା ଘଟିବାରୁ ବଞ୍ଚିତ ହେଉଥିଲା
Read More...

ପାଟଣାଗଡ଼ରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଗତକାଲି ପାଳିତ ହୋଇଯାଇଛି । ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ ସାରା ରାଜ୍ୟରେ କରାଯାଇଛି । ପାଟଣାଗଡ ନିର୍ବାଚନ ମଣ୍ଡଳୀର ପାଟଣାଗଡ ବିଜେଡି କାର୍ୟ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ୨୫ ତମ
Read More...

ଅନାଥ ଭଉଣୀଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରେଇଲେ ସମାଜସେବୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ଗାଁରେ ରହୁଥିଲେ ତିନି ଜଣ ବାପ ମା' ଛେଉଣ୍ଡ ଛୁଆ । ପିତା ମାତାଙ୍କ ଦେହାନ୍ତ ପରେ ସେମାନେ ବହୁତ ଅସୁବିଧାରେ ରହୁଥିବା ବେଳେ ଆହା ପଦେ କହିବାକୁ ମଧ୍ୟ କେହି ନଥିଲେ । ଯାହା ମିଳିଲା ସେଥିରେ ତିନି ଭଉଣୀ
Read More...

ଗଞ୍ଜାମ କଲେଜ ନାଭାଲ ଏସିସିର ସମୁଦ୍ରତଟ ସଫେଇ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ କଲେଜ ଏନ୍‌ସିସି ନାଭାଲ କ୍ୟାଡଟମାନଙ୍କ ଦ୍ୱାରା ରବିବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ୱର ମନ୍ଦିର ପ୍ରାଙ୍ଗଣଠାରୁ ପୋଡାମ୍‌ପେଟା ପର୍ଯ୍ୟନ୍ତ ସମୁଦ୍ର ବେଳାଭୁମିରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସମର୍ଥ ଶିକ୍ଷାର୍ଥୀ ବାହିନୀର ଦେଶବ୍ୟାପୀ
Read More...

ଗଂଦିଆରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ

ଢେଙ୍କାନାଳ (ତାପସ ଦାସ) : ଗଂଦିଆ ବିଜୁ ଜନତା ଦଳ ତରଫରୁ ଗଂଦିଆ ମିନି ଷ୍ଟାଡିୟମରେ ୨୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବିଧାୟକ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ଓ ଗଂଦିଆ ବ୍ଲକ ସଭାପତି ବିଶ୍ୱ ନାଥ ଜେନାଙ୍କ ସଭାପତିତ୍ୱରେ ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା
Read More...

ମାନସିଂହ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ୨୬ ଡିସେମ୍ବର ୨୦୨୧ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଆଦିକନ୍ଦ ସାହୁ, ଜ୍ଞାନଦୀପ
Read More...

ପଞ୍ଚମ ଲହଣ୍ଡା ପ୍ରିମୀୟର ଲିଗ୍ କ୍ରିକେଟ ଉଦ୍‌ଯାପିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଲହଣ୍ଡାଠାରେ ଚାଲିଥିବା ପଞ୍ଚମ ଲହଣ୍ଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ତେଜସ୍ରି ଫାଇଟର ରାଇଜିଂଷ୍ଟାରକୁ ହରାଇ ବିଜୟୀ ହୋଇଥିଲା । ଏଥିରେ ଏସ୍‌ଏସ୍‌ ଟେଲିକମ୍‌ର
Read More...