Yearly Archives

2021

ପଶ୍ଚିମାଞ୍ଚଳ କଳାକାର ମହାମଞ୍ଚ ପକ୍ଷରୁ ହାସ୍ୟ କବି ସମ୍ମିଳନୀ ଓ କଳାକାର ସମାବେଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସୌଖିନ କଳାକାର ସଂଘ ପ୍ରେକ୍ଷାଳୟଠାରେ ପଶ୍ଚିମାଞ୍ଚଳ କଳାକାର ମହାମଞ୍ଚ ପକ୍ଷରୁ ଆଜି ହାସ୍ୟ କବି ସମ୍ମିଳନୀ ଓ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ
Read More...

ବରଗଡ଼ ଜିଲ୍ଲା ପରିଷଦର ଶେଷ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦର ଶେଷ ସାଧାରଣ ବୈଠକ ଆଜି ଡିଆରଡିଏର ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଷଦ ପକ୍ଷରୁ ବିଗତ ଦିନରେ ଜିଲ୍ଲାର ଉନ୍ନୟନ ପାଇଁ
Read More...

ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାରର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଓଡିଶା ଡ୍ରାଇଭର ମହାସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଦ୍ୱିତୀୟ ଥର ମହୁଲ ପାଲି ବଜାର ପ୍ରାଙ୍ଗଣ, ଭେଡେନ, ବରଗଡ଼ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସର୍ବମୋଟ୍ ୭୧ ୟୁନିଟ୍
Read More...

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାରା ଦେଶରେ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନଭେମ୍ବରର ଚତୁର୍ଥ ରବିବାରକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ ଅବସରରେ ଡେଲାଙ୍ଗର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମହତାବ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶାରୀରିକ ଶିକ୍ଷକ ନଟବର
Read More...

ଡେଲାଙ୍ଗ ପଞ୍ଚାୟତ ସମିତିର ୮ମ ବୈଠକ

ଫନି ସହାୟତା, ପାନୀୟ ଜଳ, ବିଦ୍ୟୁତ୍‌ ସ୍ୱଛତା, ଗମନାଗମନ ଉପରେ ଗୁରୁତ୍ୱ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫନି ମହାବାତ୍ୟା ପରେ ପରେ କୋଭିଡ କଟକଣା ହତେୁ ବହୁଦିନ ପରେ ଗତକାଲି ଡେଲାଙ୍ଗ ପଞ୍ଚାୟତ ସମିତି ୮ମ ଅଧିବେଶନ ବୈଠକ ପଞ୍ଚାୟତ ସମିତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ
Read More...

ମାନସିକ ଅନଗ୍ରସରଙ୍କ ଶିକ୍ଷଣୀୟ ଉପକରଣ ପ୍ରଦାନ ଉତ୍ସବର ଉଦ୍‌ଘାଟନ କଲେ ନରସିଂହ

ମାନସିକ ଅନଗ୍ରସରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯଥେଷ୍ଟ ଉଦ୍ୟମର ଆବଶ୍ୟକତା ରହିଛି - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଡା ହରେକୃଷ୍ଣ ମହତାବ ମାନସିକ ନ୍ୟୁନତା ସଂସ୍ଥାନ ପାଇଁ ପ୍ରାୟ ୭ଲକ୍ଷ ୩୫ ହଜାର ଟଙ୍କାର ଶିକ୍ଷଣୀୟ ଉପକରଣ
Read More...

ରିଆଡମିସନ ଫିଜ୍‌ ପ୍ରତ୍ୟାହାର ଦାବୀରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ରିଆଡମିସନ ଫିଜ୍‌ର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିସରରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି । ପ୍ରକାଶ ଥାଉକି କଳା ଓ ବାଣିଜ୍ୟରେ ୧୬୩୪ ଟଙ୍କା ଓ ବିଜ୍ଞାନ
Read More...

ଗାଇସିଲେଟରେ ପୁରୁଷ ବନ୍ଧ୍ୟାକରଣର ସଚେତନତା ରଥ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ଡ଼ାକ୍ତର ଯଶୋବନ୍ତ ମେହେର ଶାଗୁଆ ପତାକା ଦେଖାଇ ପୁରୁଷ ବନ୍ଧ୍ୟାକରଣ ସଚେତନା ରଥକୁ ଉଦ୍‌ଘାଟନ କରିଥିଲେ । ଏହି ରଥ ଗାଇସିଲେଟ ବ୍ଲକର ସମସ୍ତ ଗ୍ରାମକୁ ଯାଇ
Read More...

ସାମୁହିକ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ନରସିଂହ ମନ୍ଦିର ଠାରେ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ଏଗାର ଜଣ ବ୍ରାହ୍ମଣ ବବୃଙ୍କର ବ୍ରତୋପନୟନ ସଂସ୍କାର ନିଃଶୁଳ୍କ ଭାବରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଦନ ମୋହନ ରଥ ଓ
Read More...