Yearly Archives

2021

ଡାଙ୍ଗବାହାଲରେ ବିଜେଡ଼ିର ମିଶ୍ରଣ ପର୍ବ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତିବୃଦ୍ଧି ହେଉଛି । ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଦଶ ପ୍ରତି ଆକୃଷ୍ଟ ହୋଇ ଓ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଜନହିତକର କାମକୁ ନଜର ରଖି ପାଟଣାଗଡ ବ୍ଲକ
Read More...

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ଯୋଜନାରେ ସାମିଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ଏନ୍ଏସିର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ଗତ ୧୭ ତାରିଖ ବରଗଡ଼ ଓସ୍ୱାନ ହଲ୍‌ଠାରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭର୍ଚୁଆଲ ମାଧ୍ୟମରେ ୫ଟି ସଚିବ ଭି କେ
Read More...

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ଜଣ ପୂର୍ବଛାତ୍ରଙ୍କ ଉଦ୍ଦେଶ୍ୟରେ କଲେଜରେ ଶୋକସଭା ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ହୋଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଡ଼ାସିଂହାର ୩ଜଣ ପୂର୍ବତନ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଯାହାଫଳରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି ।
Read More...

ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା କୁସଙ୍ଗ ସ୍ଥିତ ରାମଜୀ ମଠଠାରେ ଗତ ବୁଧବାର ଦିବା ୨ ଘଣ୍ଟା ସମୟରେ ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ ହୋଇଅଛି । ତାଙ୍କ ମୃତ୍ୟୁ ବେଳକୁ ୯୫ ବର୍ଷ ହେଉଥିଲା । ସୂଚନା ଅନୁସାରେ ସେ ଘସିଏନ ନିକଟସ୍ଥ ରେଙ୍ଗାଲି ଗ୍ରାମରେ ୧୯୨୬
Read More...

ମାଟି ପୁତ୍ର ଟ୍ରଷ୍ଟର ନିର୍ଦେଶକା କାମିନୀ ପଟେଲ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଭବାନୀପାଟଣା ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଡିଏପିଟିଏ ଓ ନାବାର୍ଡ ସହାୟତରେ ମାଟି ପୁତ୍ର ଟ୍ରଷ୍ଟର ନିର୍ଦେଶକା କାମିନୀ ପଟେଲଙ୍କୁ ମହିଳା ଚାଷୀଙ୍କ ନିମନ୍ତେ ଚାଷ ପ୍ରଣାଳୀରେ ନିଜକୁ ସ୍ୱାବଲମ୍ବୀ କରିବା ଭୂମିକାକୁ ନେଇ ଓଡିଶା
Read More...

କନ୍ୟା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୂଜନପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କ ପକ୍ଷରୁ ବୁଧବାର ଦିନ କନ୍ୟା ଦିବସ ପାଳିତ ହୋଇଯାଇଛି । ପଟଣପୁର ଗ୍ରାମରେ କନ୍ୟାମାନଙ୍କ ଦ୍ଵାରା ଏକ ସଚେତନତା ପଦଯାତ୍ରା ପଟଣପୁର ଅଙ୍ଗନୱାଡ଼ି କେନ୍ଦ୍ରଠାରୁ ବାହାରି ବିଭିନ୍ନ ଗ୍ରାମ
Read More...

ପ୍ରଜ୍ଞାପୁରୁଷ ପ୍ରଫେସର୍ ନାରାୟଣ ପୃଷେଠଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମାରକୀ ବକ୍ତୃତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ଜୀବନରେ ସଂସ୍କାର ଆଣିବାକୁ ହେଲେ ସମର୍ଥ ସମାଜ ଦରକାର ଓ ସମର୍ଥ ସମାଜ ପାଇଁ ଏକ ସମର୍ଥ ପ୍ରଶାସନ ଦରକାର । ପରସ୍ପର ପରିପୂରକ ହେଲେ ହିଁ ଆମେ ସମଗ୍ର ବିଶ୍ୱରେ ନିଜର ସାମାଜିକତାକୁ ଓ ଭାରତୀୟତାକୁ ପ୍ରତିଷ୍ଠିତ କରିପାରିବା ବୋଲି ମତ ଦେଇଛନ୍ତି
Read More...

ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ତେଲ ମହୁଲ ଗ୍ରାମରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗ୍ରାମବାସୀଙ୍କ ତତ୍ୱାବଧାନରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ଶିଳାନ୍ୟାସ ଉତ୍ସବ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଉପକରଣ ଦେବା ପାଇଁ ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେନ୍ ଯୋଗଦାନ କରି କାର୍ଯ୍ୟକୁ
Read More...

ଜୟ ଓଡ଼ିଶା, ଇଣ୍ଡସଇଣ୍ଡ ବ୍ୟାଙ୍କ୍‌ ଓ କୋଭିଡ ଆକ୍ସନ କୋଲାବ୍‌ ଦ୍ୱାରା ରକ୍ତଦାନ ଭାନ ଏବଂ ସିଲେଇ ମେସିନ୍‌ ହସ୍ତାନ୍ତର…

ଯାଜପୁର, (କେପିଏନ୍‌ଏସ୍‌) : ଜୟ ଓଡିଶା, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ୍‌ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନ, ରକ୍ତ ଦାନ ଏବଂ ଟିକାକରଣ ପାଇଁ ସମସ୍ତ ଆନୁସଙ୍ଗିକ ସହିତ ଏକ ମଲ୍ଟି-ୟୁଟିଲିଟି
Read More...