Yearly Archives

2021

କପିଲାଭଟାରେ ମାଗଣା ଚିକିତ୍ସା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଜିତୁ ଚିକିତ୍ସାଳୟଠାରେ ମାଗଣା ଚିିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କପିଲାଭଟା ମା’ ସାହାଜୀ ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ତତ୍ୱାବଧାନରେ ଏକ ମାଗଣା ସ୍ୱାସ୍ଥ୍ୟ
Read More...

ବାହାରୁ ଗୁଦେରପାଲି ମଣ୍ଡିକୁ ଧାନ ଆସିଲେ ବରଦାସ୍ତ କରାଯିବ ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଗୁଦେରପାଲି ଏବଂ ଚିଖିଲି ଗ୍ରାମ ପଞ୍ଚାୟତର ୧୧ ଖଣ୍ଡ ଗ୍ରାମର ଚାଷୀମାନଙ୍କୁ ନେଇ ମଣ୍ଡିରେ ଧାନ ବିକ୍ରୟ ଉପରେ ଚାଷୀ ଶିବ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଅନ୍ତର୍ଜାତୀୟ ସେଚ୍ଛାସେବୀ ଦିବସ ପାଳନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅନ୍ତର୍ଜାତୀୟ ସ୍ୱେଛାସେବୀ ଦିବସ ଅବସରରେ ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତର ତାରିଣୀ ପଲ୍ଲୀ ଗ୍ରାମରେ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ୱାଇ
Read More...

ଜିଲ୍ଲାପାଳଙ୍କ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାମୁଦ୍ରିକ ଝଡ ଜୱାଦ ପ୍ରଭାବରେ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନର ପ୍ରଭାବରେ ଅଧିକାଂଶ ଶସ୍ୟକ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳମାନଙ୍କରେ କଚା ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ପ୍ରଶାସନ ପଞ୍ଚାୟତ
Read More...

ଓଡ଼ିଆ ଚଳଚ୍ଚିତ୍ର ‘ଅଲିଭାଦାଗ’ର ପ୍ରଯୋଜକ, ଲେଖକ ଓ ନିର୍ଦ୍ଧେଶକ ତଥା ନାଟ୍ୟ ବୃହସ୍ପତି ବିପିନି…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଆ ଚଳଚ୍ଚିତ୍ର "ଅଲିଭାଦାଗ"ର ନିର୍ମାତା ନାଟ୍ୟବୃହସ୍ପତି ବିପିନି ସାମନ୍ତ(୭୪)ଙ୍କ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମ ସ୍ଥିତ ନିଜଘରେ ବିୟୋଗ ଘଟିଛି । ଯାହାକୁ ନେଇ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଗ୍ରାମାରେ ପହଞ୍ଚି ତାଙ୍କର ଶେଷଦର୍ଶନ
Read More...

ଯୋଖିପାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜାମପାଲି ଦଳ ବିଜୟୀ ଘୋଷିତ : ଯୋଖିପାଲି ରନର୍ସ ଅପ୍‌ ଟିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ରବିବାର ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସର୍ବମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମାଝିପାଲି,
Read More...

କୌଶିକ ବାବା ଡିଗ୍ରୀ କଲେଜରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ତେରେସିଂହା ସ୍ଥିତ କୌଶିକ ବାବା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଥମବର୍ଷ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଯକ୍ଷ୍ମାରୋଗ ନିରାକରଣ ଅଭିଯାନ ପାଇଁ ଗଡ଼ିଲା ସଚେତନତା ରଥ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଯକ୍ଷ୍ମାରୋଗ ନିରାକରଣ ଅଭିଯାନ ପାଇଁ ଶୁକ୍ରବାର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।ଏଥିରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ
Read More...

ରାଜ୍ୟସ୍ତରୀୟ ଷ୍ଟେଟ ରେକିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଓ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ମିଳିତ ଆୟୋଜନରେ ପ୍ରଥମଥର ପାଇଁ ସୁବର୍ଣ୍ଣପୁରଠାରେ ଚାଲିଥିବା ୧୯ ବର୍ଷରୁ କମ୍ ରାଜ୍ୟସ୍ତରୀୟ ଷ୍ଟେଟ ରେକିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ବାଳିକା
Read More...

ବିଶ୍ୱ ମୃତ୍ତିକା ଦିବସ-୨୦୨୧ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମାଟିର ଉର୍ବରତା ଓ ସୁରକ୍ଷାକୁ ଲକ୍ଷ୍ୟରେ ରଖି 'ସୁସ୍ଥ ଧରା-ଖେତ ହରା' ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କୃଷି ଭବନଠାରେ ବିଶ୍ବ ମୃତ୍ତିକା ଦିବସ-୨୦୨୧ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ
Read More...