Daily Archives

କରୋନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ମଙ୍ଗଳ ଯୋଜନାରେ ସରକାରୀ ସହାୟତା ରାଶି ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା ମହାମାରୀ ବିପତ୍ତି ସମୟରେ ପରିବାରରେ ରୋଜଗାରକ୍ଷମ ଥିବା ବ୍ୟକିଙ୍କ ଜୀବନ ଚାଲିଯିବା ପରେ ଅସହାୟ ହୋଇପଡିଛନ୍ତି ପରିବାର ଲୋକେ । ସୂଚନାନୁସାରେ, ଗତ ବର୍ଷ କୋରେନା ମହାମାରୀରେ ଆକ୍ରାନ୍ତ ହୋଇ ବୁର୍ଲା ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୯୬୬କୁ ବୃଦ୍ଧି ପାଇଛି । ଆଜି ଭଦ୍ରକ, କଟକ, ଖୋର୍ଦ୍ଧାରୁ ୮ ଜଣ ଲେଖାଏଁ, ପୁରୀ, ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ,
Read More...

ପ୍ରକାଶ ପାଇଲା + ୨ ବିଜ୍ଞାନ ପରୀକ୍ଷା ଫଳ : କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ପ୍ରଗତି କଲେଜର ଖୁସ୍‌ବୁ ସାହୁ

କଳାହାଣ୍ଡି, (ପି.କେ. ସାହୁ) : ଉଚ୍ଚ ମାଧ୍ୟମିକ ପରିଷଦ ଓଡିଶା ତରଫରୁ + ୨ ବିଜ୍ଞାନ ପରୀକ୍ଷା ଫଳ ଶନିବାର ପ୍ରକାଶ ହୋଇଯାଇଛି । ତେବେ ଏଥିରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ପ୍ରଗତି କଲେଜର ଖୁସ୍‌ବୁ ସାହୁ ୫୭୭ ମାର୍କ ରଖି କଳହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ତାଙ୍କର ଏହି
Read More...

ସର୍ବଧର୍ମ ସମନ୍ୱୟର ପ୍ରତୀକ ଥିଲେ ଡ.ସଦାନନ୍ଦ ଅଗ୍ରୱାଲ : ସେଇ ମହାନ୍‌ ଆତ୍ମାଙ୍କୁ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ…

ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂପ୍ରତି ବିଶ୍ୱରେ ଧର୍ମ ଧର୍ମ ମଧ୍ୟରେ ବିଭେଦ ବଢିଚାଲିଛି । ଅନେକ ସମୟରେ ଏହା ହିଂସାର ରୂପ ନେଉଛି । ଏପରିକି ଗୋଟିଏ ଧର୍ମରେ ମଧ୍ୟ ନିଜ ନିଜ ମଧ୍ୟରେ ଭିନ୍ନବାଦକୁ ନେଇ ବିବାଦ ଦେଖାଦେଉଛି । କିନ୍ତୁ ସବୁଧର୍ମର ମୂଳ ଆଦର୍ଶ ସମାନ ଓ ଏହା ମାନବକଲ୍ୟାଣକାରୀ ବୋଲି
Read More...

ଯେଉଁ ଜିଲ୍ଲାଗୁଡ଼ିକରେ କରୋନାର ଦ୍ୱିତୀୟ ଲହରର ପ୍ରଚଣ୍ଡତା ଥିଲା, ସେଠାରେ ତୃତୀୟ ଲହର କମ୍ ମାରାତ୍ମକ ହେବ :…

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ବହୁ ବିତ୍‌ପାତ ଘଟାଇଥିଲା । ଏହି ତରଙ୍ଗ ସମୟରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଶେଷଜ୍ଞ ମାନେ ମଧ୍ୟ କରୋନା ତୃତୀୟ ତରଙ୍ଗର ଆଗମନକୁ ଭୟ କରିଛନ୍ତି । ଏହି ସମୟରେ, ଇଣ୍ଡିଆନ କାଉନସିଲ ଫର
Read More...

ଛତ୍ରପୁର ସହରର ବିବିଧ ବିକାଶ ଓ ପ୍ରଗତି ନେଇ ବୈଠକ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବିବିଧ ବିକାଶ ଓ ପ୍ରଗତି ନେଇ ଛତ୍ରପୁର ନାଗରିକ କମିଟୀର ଆଗତ କ୍ରମେ ଏକ ବୈଠକ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ସହରର ବରିଷ୍ଠ
Read More...

ଦେଢ଼ ହଜାର ତଳକୁ ଖସିଲା ରାଜ୍ୟରେ ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୪୩୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଢ଼ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୪୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୫୮୫୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୩୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୦୫ ଜଣ
Read More...

୭୫ତମ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ଉତ୍ତମ ସେବା ପ୍ରଦାନକାରୀ ସମ୍ମାନୀତ ହେବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୫ତମ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ କୋଭିଡ୍ ସମୟରେ ତୃଣମୂଳ ସ୍ତରରୁ ଉତ୍ତମ ସେବା ପ୍ରଦାନ କରି ଆସିଥିବା ସର୍ବୋପରି କର୍ତ୍ତବ୍ୟନିଷ୍ଠା ଭାବେ ନିଜକୁ ବାଜି ଲଗାଇ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଚଳିତ ବର୍ଷ
Read More...

ଯୁବ ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲାରେ କର୍ମକର୍ତ୍ତା ଚୟନ

ଶିବପ୍ରସାଦ ସ୍ୱାଇଁ ହେଲେ ଗଞ୍ଜାମ ଜିଲ୍ଲା ୟୁଥ ଉପସଭାପତି, ସୁଧିର ପାଢ଼ୀ ଏନଏସି ଯୁବ ସଭାପତି, ରାକେଶ ରଞ୍ଜନ ଦାଶ ଛାତ୍ର ସଭାପତି, ଅନ୍ତର୍ୟ୍ୟାମୀ ବେହେରା ବ୍ଲକ ଯୁବ ସଭାପତି ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଯୁବ ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ୟୁଥ ଉପସଭାପତି ଭାବେ ସୁବଳୟା
Read More...

ରୋଟାରୀ କ୍ଲବର ସ୍ଥାପନା ଓ ଚାର୍ଟର ଦିବସ ସମାରୋହ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ସ୍ଥାପନା ଓ ଚାର୍ଟର ଦିବସ ସମାରୋହ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୯୮୬ ମସିହାରେ ଛତ୍ରପୁର ରୋଟାରୀ କ୍ଲବର ସ୍ଥାପନା ସଦସ୍ୟ
Read More...