ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ମାଲକାନଗିରି ବନପାଳ ମୁରଲୀଧର ଅନୁଗୁଳିଆ
ମାଲକାନଗିରି : ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବନପାଳ ମୁରଲୀଧର ଅନୁଗୁଳିଆ । ତେବେ ବନପାଳ ଜଣକ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ପରିବାର । ଅଭିଯୋଗ ପରେ ଅଭିଯୁକ୍ତ ବନପାଳଙ୍କୁ ଆଜି ଗିରଫ କରିଛି!-->…
Read More...
Read More...