Daily Archives

ଉପାନ୍ତ ଅଞ୍ଚଳର ପାଣି ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ସେଫାଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଖବରକାଗଜ ତଥା ସାମାଜିକ ଗଣ ମାଧ୍ୟମରେ ବେଳେ ବେଳେ ଖବର ଏମିତି ଆସିଥାଏ ଯାହାକି ଜଣେ ସଚେତନ ନାଗରିକ ମନକୁ ଦୁଃଖ ଦେବା ସ୍ୱଭାବିକ । ଏମିତି ଏକ ଖବର ପଢିଥିଲେ ବରଗଡ଼ ଜିଲ୍ଲା ଉପାନ୍ତ ଅଞ୍ଚଳ ରାଇସଲପଦର ଗ୍ରାମର ସେଫାଳି ସାହୁ । ସେଫାଳି ଟୁଇଟର
Read More...

କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପ୍ରକାଶ କଲା ବିଜ୍ଞପ୍ତି

ଭୁବନେଶ୍ୱର : କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପ୍ରକାଶ କରିଛି । ଅନ୍‌ଲାଇନ୍‌ ଆପ୍ଲିକେସନ୍ ଫର୍ମ www.samsodisha.gov.inରେ ଉପଲବ୍ଧ ହେବାକୁ ଥିବା ବେଳେ ଅଗଷ୍ଟ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ଏହି ୱେବ୍‌ସାଇଟ୍‌କୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ
Read More...

ଟାୟାର ଦୋକାନରୁ ତିନି ଲକ୍ଷରୁ ଅଧିକ ଟଙ୍କାର ଟାୟାର ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାୟାର ଦୋକାନରୁ ତିନି ଲକ୍ଷରୁ ଅଧିକ ଟଙ୍କାର ଟାୟାର ଚୋରି ଅଭିଯୋଗ ହୋଇଛି । ବଲାଙ୍ଗିର ସହରର ପିପି.ଏକଡେମୀ ଛକ ପାଖରେ ଥିବା ଏକ ଟାୟାର ଓ ବ୍ୟାଟେରୀ ଦୋକାନରେ ଗତ ରାତିରେ ଚୋରି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସବୁ ଦିନ ପରି ଦୋକାନର ଷ୍ଟାଫ୍ ଚାବି
Read More...

କୃଷକ ଉତ୍ପାଦକ କମ୍ପାନୀଗୁଡିକର ଏକ ଦିବସୀୟ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ଉତ୍ପାଦର ଅଭାବୀ ବିକ୍ରି ତଥା ଉପଯୁକ୍ତ ବଜାରୀକରଣର ଅଭାବରୁ ଚାଷୀଙ୍କ ଆୟବୃଦ୍ଧି ଯୋଜନା ମୁତାବକ ହୋଇପାରୁନାହିଁ, ଯଦ୍ୱାରା ଚାଷୀକୁ ବହୁତ କ୍ଷତି ସହିବାକୁ ପଡୁଛି । ସରକାରଙ୍କ ସମସ୍ତ ବିଭାଗ ତଥା ଯୋଜନାର ସମନ୍ଵୟରେ ଏବଂ ଉପଯୁକ୍ତ ବଜାରୀକରଣ ବ୍ୟବସ୍ଥା
Read More...

ଗନ୍ଧମାର୍ଦ୍ଦନ ଭୋଜପୁରଗଡ଼ର ଜଳ ମହାଦେବ : ପ୍ରାକୃତିକ ପରିବେଶ ଓ ଚିରସ୍ରୋତା ଝରଣା ଜଳରେ ବୁଡ଼ି ପାଉଛନ୍ତି ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତରେ ବହୁ ଦର୍ଶନୀୟ ସ୍ଥାନ ରହିଛି ଏଥିମଧ୍ୟରୁ ଜଳ ମହାଦେବ ଅନ୍ୟତମ । ପୂର୍ବେ ଭୋଜପୁରଗଡ଼ରେ ତନ୍ତ୍ରପୀଠ ଭାବରେ ପରିଚିତ ଥିବା ଏହି ଭୋଜପୁର ଗଡ଼ ପରବର୍ତ୍ତୀ ସମୟରେ ପାଟଣା ରାଜା ଭୋଜରାଜଙ୍କ ଗଡ଼ ହିସାବରେ ଦଖଲ ହୋଇ
Read More...

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଷ୍ଟାର ବକ୍ସର ମେରିକମ୍ ପରାଜିତ

ଟୋକିଓ : ଭାରତୀୟ ଷ୍ଟାର ବକ୍ସର ମେରିକମ୍ ପରାଜିତ ହୋଇଥିବା ଜଣାପଡିଛି । ପ୍ରି କ୍ୱାଟର ଫାଇନାଲରେ ମେରିକମଙ୍କୁ କଲମ୍ବିଆର ଇନଗ୍ରୀଟ ଭାଲେନସିୟା ୨-୩ ରେ ପରାଜିତ କରିଛନ୍ତି । ଏହା ମେରିକମଙ୍କ କ୍ୟାରିଅରର ଶେଷ ଅଲମ୍ପିକ ଥିଲା ।
Read More...

ବ୍ରେନ୍‌ ଟ୍ୟୁମର୍‌ ରୋଗୀ ରଞ୍ଜନଙ୍କ ଅବସ୍ଥା ଗୁରୁତର : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଗ୍ରାମ ପଂଚାୟତ ନୁଆହାଟ ଗ୍ରାମର ରଞ୍ଜନ ବଳିଆରସିଂହ(୫୨) ବ୍ରେନ ଟ୍ୟୁମର ରୋଗରେ ପିଡିତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଶର୍ଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରଞ୍ଜନ ଜଣେ
Read More...

ଟ୍ରିକଲ୍ ଆପ୍ ଏବଂ ନିଧି ଦ୍ଵାରା ସ୍ମାର୍ଟ୍ ସଖୀଙ୍କ କ୍ଷମତା ବର୍ଦ୍ଧନ କର୍ମଶାଳାର ଆୟୋଜନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ନିଧି ଏବଂ ଟ୍ରିକଲ ଅପ୍ ଦ୍ଵାରା ଲେବଡା ପଞ୍ଚାୟତ ଭବନରେ ମୁରିବାହଲ୍ ବ୍ଲକରେ ବିଭିନ୍ନ ପଞ୍ଚାୟତ ଏମ୍‌ ପାୱାର ପ୍ରକଳ୍ପରେ କାମ କରୁଥିବା ସ୍ମାର୍ଟ୍ ସଖୀ ମାନଙ୍କୁ ଜୈବିକ କୃଷି, ପଶୁ ପାଳନ ଏବଂ କ୍ଷୁଦ୍ର ବ୍ୟବସାୟ ଉପରେ କ୍ଷମତା
Read More...

ପରିତ୍ୟକ୍ତ କୋଠରୀକୁ ପ୍ରେମିକାଙ୍କୁ ପ୍ରେମାଳପ ପାଇଁ ଡାକି ପୋଡିଦେଲା : ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ କଠୋର…

ସ୍ପିରିଟ ଓ ପେଟ୍ରୋଲିୟମ ପଦାର୍ଥ ପକାଇ ପ୍ରେମିକାକୁ ଜାଳିଥିବା ଚର୍ଚ୍ଚା : ପୀଡିତା ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ, ଅଭିଯୁକ୍ତ କୃଷ୍ଣ ସାହୁ ଗିରଫ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମର ଗୌଡ଼ସାହିର ଜଣେ
Read More...

ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ : ସମ୍ମାନର ସହିତ ଶବ ସତ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ । ବଲାଙ୍ଗିର ଭୀମଭୋଇ ମେଡିକାଲରେ ପଡି ରହିଥିବା ଜଣେ ଅସହାୟ ଅଜଣା ରୋଗୀଙ୍କ ଶବ ପାଖକୁ କେହି ନ ଆସିବାରୁ, ଅସହାୟର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗର ହାତ ବଢ଼ାଇଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ
Read More...