Daily Archives

ବଡ଼ଦାଣ୍ଡରେ ପ୍ରସ୍ତୁତ ହେଉଛି ତିନି ରଥ : ରଙ୍ଗ ତୁଳୀ କାର୍ଯ୍ୟ ସହ ସାଜସଜ୍ଜା ଜୋର୍‌ସୋର୍‌

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରଥଖଳାରୁ ରଥ ନିର୍ମାଣ ଅଗ୍ରଗତି ଶେଷ ପର୍ଯ୍ୟାୟରେ ପହଞ୍ଚି ଆସିଥିବା ବେଳେ ତିନି ରଥଙ୍କୁ ତୁଳୀ ରଙ୍ଗରେ ଚିତାକର୍ଷକରେ ଭରା ଚାଲିଛି । ଆଉ ମାତ୍ର ଛଅଟି ଦିନର ବ୍ୟବଧାନରେ ପ୍ରତିଯୋଗିତା ମୂଳକଭାବେ ବିଭିନ୍ନ ବର୍ଗର କାରିଗରୀ ବିଦ୍ୟାଧାରୀ
Read More...

ଦୟାନଦୀ ପଠାରୁ ୬୦କେଜି ଓଜନର ବାଲିକଇଁଛ ଉଦ୍ଧାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତ ବିନ୍ଧା-ରଘୁନାଥପୁର ସନ୍ନିକଟ ଦୟାନଦୀ ପଠାରୁ ସୋମବାର ଏକ ୬୦କେଜି ଓଜନର ବାଲିକଇଁଛକୁ ଗ୍ରାମବାସୀଙ୍କ ସହଯୋଗରେ ବନବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏହି କଇଁଛଟିର ଲମ୍ବ ୪ଫୁଟ୍‍ ୩ଇଞ୍ଚ
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହର ପଞ୍ଚମ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା । ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ
Read More...

ବଲାଙ୍ଗିର ସହରର ବିଭିନ୍ନ ସମସ୍ୟାକୁ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କେଶରୀୟା ହିନ୍ଦୁ ବାହିନୀ ତରଫରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ବଲାଙ୍ଗିର ସହରର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ
Read More...

ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ସାରା ଦେଶରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଳିଥିବା ବେଳେ ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର କେତେକ ପ୍ରମୁଖ
Read More...

ଷଣ୍ଢକୁ ଚାପି ଦେଲା ହାଇୱା : କେଶରୀୟା ହିନ୍ଦୁ ବାହିନୀ ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଗେଟ ସରୋବରପଡା ଠାରେ ଏକ ଓଭରଲୋଡ଼ିଂ ଚିପ୍ସ ବୋଝେଇ ହାଇୱା (ଓଆର୍‌-୦୩-୨୩୭୭) ଏକ ଷଣ୍ଢକୁ ଧକ୍କା ଦେଇ ଚାପି ଦେଇଥିଲା ଯାହା ଫଳରେ ଷଣ୍ଢର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ବେପରୁଆ ଗାଡି ଚାଳନା ଯୋଗୁଁ ଏକ ନିରୀହ ଷଣ୍ଢର ମୃତ୍ୟୁ
Read More...

ଜୟ ମା’ପାଟଣେଶ୍ଵରୀ ମହାବିଦ୍ୟାଳୟ ଚଙ୍ଗରିଆ ପାଞ୍ଚଛକରେ ବନମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ପାଞ୍ଚଛକସ୍ଥିତ ଜୟ ମା'ପାଟଣେଶ୍ଵରୀ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପାଟଣାଗଡ଼ ମହାରାଜା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମହାରାଣୀ
Read More...

୭୨ତମ ବନୋମହୋତ୍ସବରେ ବୃକ୍ଷରୋପଣ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବଣ୍ଡା ସଂରକ୍ଷିତ ଜଙ୍ଗଲରେ ଜିଲ୍ଲା ଜଙ୍ଗଲ ପରବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଅନୁଷ୍ଠିତ ହୋଇଥିବା ବନୋମହୋତ୍ସବରେ ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଡିଏଫ୍‌ଓ ସମୀର କୁମାର
Read More...

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ : ଖୋଲା ଆକାଶ ତଳେ ବିତୁଛି ଜୀବନ

ବେଲପଡା, (କରୁଣାକର ବୁଡେକ) : ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ଆବାସ ଯୋଜନାଠୁ ଆରମ୍ଭ କରି ବହୁ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି । ରାଜ୍ୟର ସମସ୍ତଙ୍କ ଗରିବ ପରିବାରକୁ ପାଇଁ ପକ୍କାଘର ଦେବାକୁ ପ୍ରତିଶୃତି ଦେଇଛନ୍ତି । ହେଲେ ବ୍ଲକ ସ୍ତରରେ ନିୟୋଜିତ ଅଧିକାରୀ ଏବଂ ସ୍ଥାନୀୟ ଲୋକ
Read More...

ବେସାହାରା ପୁଅ ଝିଅଙ୍କ ଦୁଃଖ ଶୁଣିଲେ ପୂର୍ବତନ ସଂସାଦ : ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ

ବେଲପଡା, (କରୁଣାକର ବୁଡେକ) : ବେଲପଡା ବ୍ଲକ ସୁଲେକେଲା ଗାଁରେ ରହୁଥିବା ବେସାହାରା ପରିବାର ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖ ବୁଝିଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଲିକେଶ ନାରୟଣ ସିଂଦେଓ ଏବଂ ସ୍ଥାନୀୟ ପ୍ରଶାସନ ଏପର୍ଯ୍ୟନ୍ତ ପରିବାର ଲୋକଙ୍କ ପାଖରେ ପହଁଚି ନଥିବାରୁ କ୍ଷୋଭ ପ୍ରକାଶ
Read More...