Monthly Archives

June 2021

ରାଜ୍ୟରେ ଗତ ୨୪ ଘଂଟାରେ ୬୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧରୁ ୧୦୧୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୬୯୩୩୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୫୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବଲାଙ୍ଗିରବାସୀଙ୍କ ପାଇଁ ବଡ଼ ଉପହାର : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅକ୍‌ସିଜେନ୍‌ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ପାଇଁ ନିଶ୍ଚୟ ଏକ ବଡ଼ ଉପହାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ଲିକୁଇଡ଼୍‌ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ଓ ବଂଟନ ବ୍ୟବସ୍ଥା ଏବଂ ଚାପ
Read More...

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ୭ ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର

ଭୁବନେଶ୍ୱର , (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସ୍‌ଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି । ଏହାସହିତ ବାଲେଶ୍ବରରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ
Read More...

ଗୁଡ୍‌ ନିଉଜ୍‌ ହେଲ୍‌ଥ କେୟାର ସର୍ଭିସେସ୍‌ ପକ୍ଷରୁ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼୍‌ ନିଉଜ୍‌ ହେଲ୍‌ଥ କେୟାର ସର୍ଭିସେସ୍‌ ପକ୍ଷରୁ ବଲାଙ୍ଗିର ଜିଲ୍ଲାରେ କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଆଜି କଲେଜ ଛକ ସ୍ଥିତ ମହାଲକ୍ଷ୍ମୀ କ୍ଲବରେ ଏକ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରାୟ
Read More...

ଗଞ୍ଜାମ ସହରାଞ୍ଚଳରେ ପାନୀୟଜଳ ସମସ୍ୟା ନେଇ ଜନସ୍ଵାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଘେରିଲେ ଅଞ୍ଚଳବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଗଞ୍ଜାମ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଘେରାଉ କରିଥିଲେ ଅଞ୍ଚଳବାସୀ । ବୁଧବାର ପୂର୍ବାହ୍ନ ସମୟରେ ଗଞ୍ଜାମ ସହରାଞ୍ଚଳର ମଧ୍ୟଖଣ୍ଡ ସାହି ଓ ଦୁର୍ଗାଦେବୀ ସାହିରେ କନିଷ୍ଠ ଯନ୍ତ୍ରୀ ଆଶିଷ ବରାଳଙ୍କୁ
Read More...

ବୋନ୍‌ କ୍ୟାନସରରେ ଶଯ୍ୟାଶାୟୀ ଶ୍ରମଜୀବୀ ନବ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୋନ କ୍ୟାନସରରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି ଶ୍ରମଜୀବୀ ନବ ନାହାକ(୨୮) । ଚିକିତ୍ସା ନିମନ୍ତେ ଲକ୍ଷାଧିକ ଅର୍ଥ ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇପଡିଛନ୍ତି ପରିବାରବର୍ଗ । ସମ୍ପ୍ରତି ଚିକିଶ୍ଚା ନିମନ୍ତେ ଅର୍ଥ ସାଜିଛି ବାଧକ । ଯାହାକୁ ନେଇ
Read More...

ସାମ୍ବାଦିକ ତପନ କୁମାର ମଲ୍ଲିକଙ୍କ ଦେହାନ୍ତ

ବଣାଇଁ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ବରିଷ୍ଠ ସାମ୍ବାଦିକ ତପନ କୁମାର ମଲ୍ଲିକ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । କୀଡ୍‌ନି ରୋଗରେ ପୀଡିତ ହୋଇ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ପରଲୋକ ହୋଇଯାଇଥିବା ସୂଚନାରେ କୁହାଯାଇଛି ।
Read More...

ଗଞ୍ଜାମରେ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଅକ୍ସିଜେନ ଓ ଥର୍ମାଲ ଟେଷ୍ଟ ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କରୋନା ଭୁତାଣୁର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ସହରାଞ୍ଚଳରେ ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କ ପିଲାମାନଙ୍କ ଅକ୍ସିଜେନ ଓ ଥର୍ମାଲ ଟେଷ୍ଟ ଆରମ୍ଭ ହୋଇଛି । ଏହି ଅବସରରେ
Read More...

ନବ ବିବାହିତାଙ୍କୁ ଯୌତୁକ ଜନିତ ହତ୍ୟା ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହାତର ମେହେନ୍ଦି ଓ ଅଳତା ମଳିନ ପଡିନି । ଝିଅଟିଏ ବୋହୁ ବେଶରେ ସଜେଇ ହୋଇ କେତେ ସ୍ୱପ୍ନ ଦେଖି ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ଆତ୍ମୀୟଙ୍କ ସବୁ ସ୍ନେହ ଶ୍ରଦ୍ଧାକୁ ପଛରେ ପକାଇ ଶାଶୁଘରକୁ ଯାଇଥାଏ ଏକ ନୂତନ ଆଶା ନେଇ ବୈବାହିକ ଜୀବନରେ ବାନ୍ଧି ହୋଇଥାଏ
Read More...

ଦେଓଗାଁ ସପ୍ତର୍ଷି ଗୁରୁକୁଳ ଆଶ୍ରମକୁ ମନ୍ତ୍ରୀ ଟୁକୁନିଙ୍କ ପରିଦର୍ଶନ : ବିକାଶ ପାଇଁ ପ୍ରତିଶ୍ରୁତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଦୟାନନ୍ଦ ବିହାରକୁ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ଉକ୍ତ ସେବାଶ୍ରମକୁ ପରିଦର୍ଶନ କରିଥିଲେ । ଆଶ୍ରମର ଛାତ୍ର ଓ
Read More...