Monthly Archives

June 2021

ସମବାୟ ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ଧାରଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମିଲ୍‌ ମାଲିକଙ୍କ ଧାନ କିଣିବାରେ ଅବହେଳା ନେଇ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ, ଡେଲାଙ୍ଗ ଶାଖା ସମ୍ମୁଖରେ ଅଭୟମୁଖୀ ପଚାଂୟତର ବୀର ମକୁନ୍ଦପୁର ସେବା ସମବାୟ ସମିତି ଓ ଜେନାପୁର ଗ୍ରାମପଚାଂୟତର ଚନ୍ଦ୍ରକୋଟ ସେବା ସମବାୟ ସମିତି ଅଧିନସ୍ଥ
Read More...

ଭାରତରେ ଡାଇନୋସର

ଡଃ.ବି.ଏନ୍‌.ଶ୍ରୀକାନ୍ତ ତାମିଲନାଡ଼ୁର କାବେରୀ ଅବବାହିକା ସ୍ଥିତ ଅରିୟାଲୁର ଜିଲ୍ଲାର ଗାଁଟିଏ ମାଲେରି । ଏହା ନିକଟସ୍ଥ କୋଲେରୁର୍ଣ୍ଣ ଓ ଭେଲାର ନଦୀଶଯ୍ୟାର ମଧ୍ୟଭାଗରୁ ବିଭିନ୍ନ ପ୍ରସ୍ତର ସ୍ତର ଭିତରୁ ଅଶ୍ମିଭୂତ ବହୁ ଡାଇନୋସରର ଅଣ୍ଡା ଖୋଳ ବାହାର କରିଛନ୍ତି ପେରିୟାର ବିଶ୍ୱବିଦ୍ୟାଳୟର
Read More...

ଗ୍ରାମବାସୀଙ୍କ ହାବୁଡ଼ରେ ଦେଶୀ ମଦ ଚୋରା ଚାଲାଣ ବେଳେ ଧରପଡିଲା କାର୍‌ : ୨ ଗିରଫ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ରାଜ୍ୟରେ ଦେଶୀ ମଦ କାରବାର ବୃଦ୍ଧି ପାଇଥିବା ବେଳେ ମଦର ଚୋରା ଚାଲାଣ ବି ବୃଦ୍ଧି ପାଇବାରେ ଲାଗିଛି । ଲକ୍‌ଡାଉନ୍ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦେଶୀ ମଦ ଚୋରା ଚାଲାଣର ଚିତ୍ର ସାମ୍ନକାୁ ଆସିଥିବା ବେଳେ ଆଜି ସଟଡାଉନରେ ବି ସମାନ ଘଟଣା
Read More...

ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ଅମ୍ଲଜାନ ସିଲିଣ୍ଡର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇବା ହଉକି ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇବା । ସବୁ ସମୟରେ ଚର୍ଚ୍ଚାରେ ରହି ଆସିଛି ବଲାଙ୍ଗିର ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରୀ ଶକ୍ତି ଫାଉଣ୍ଡେସନ । ଗତ ତା. ୧୦.୦୬.୨୦୨୧ରେ ନାରୀ ଶକ୍ତି
Read More...

ମାନସିଂହ ସାହିତ୍ୟ ସଂସଦର ଜୁନ ମାସର ଅନଲାଇନ କବିତା ଆସର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଜୁନ ମାସ ୧୦ ତାରିଖ ସନ୍ଧ୍ୟା ୭ଘଣ୍ଟାରୁ ରାତ୍ରୀ ୧୦ଘଣ୍ଟା ୧୫ ମି. ପର୍ୟ୍ୟନ୍‌ନ୍ତ ଦୀର୍ଘ ତିନି ଘଣ୍ଟା ପନ୍ଦର ମିନିଟ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇ ସାରିଛି । ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳାଇ ଆସର
Read More...

ଏସୟୁସିଆଇ(ସି)ର ପ୍ରତିବାଦ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଟୀକାକରଣ କ୍ଷେତ୍ରରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ଓ ଅବହେଳାର ଦୃତ ସମାଧାନ ନିମନ୍ତେ ଏସୟୁସିଆଇ(ସି) ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁଁ କରୋନା
Read More...

ଶାହାରୁଖ ଖାନ ଦାଢ଼ି କାଟି କାମକୁ ଫେରିବାକୁ ପ୍ରସ୍ତୁତ

ମୁମ୍ବାଇ : ଶାହାରୁଖ ଖାନ ନିଜ ସ୍ୱତନ୍ତ୍ର ଶୈଳୀରେ ପ୍ରଶଂସକଙ୍କୁ ପ୍ରଭାବିତ କରିବାରେ କେବେ ବିଫଳ ହୋଇ ନାହାନ୍ତି । ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ ସ୍କ୍ରୋଲ୍ କଲେ, କିଙ୍ଗ ଖାନଙ୍କ କିଛି ଚମତ୍କାର ସେଲଫି ସାମ୍ନାକୁ ଆସେ, ଯାହା ହୃଦୟକୁ ଛୁଇଁଯାଏ । ବହୁତ ସମୟ ପରେ, ଶାହାରୁଖ
Read More...

ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକ୍‌ଡାଉନ ପାଇଁ ଲୋକଙ୍କ କାମଧନ୍ଦା ପୁରା ବନ୍ଦ ହୋଇଯାଇଛି । ତେଣୁ ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଗତକାଲି କୃଷକପଲ୍ଲୀ, ବରପାଲି ଓ ପାର୍ବତୀଗିରି
Read More...

ସଂକ୍ରମଣ ଖସୁଛି, ଅଥଚ ମୃତ୍ୟୁ ସଂଖ୍ୟା ବଢ଼ୁଛି : ଆଜି କରୋନାରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା । ଅଥଚ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଆଜି କରୋନାରେ ସର୍ବାଧିକ ୪୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନୂଆ ମୃତକଙ୍କୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ପହଂଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର
Read More...

ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲାଠୋର ଗ୍ରାମପଞ୍ଚାୟତ ତରଫରୁ ବିଦାୟ ସମ୍ବର୍ଦ୍ଧନା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରବୀଣ ଅଗ୍ରୱାଲଙ୍କ ଆହ୍ଵାନ କ୍ରମେ ସ୍ଥାନୀୟ ସଭାଗୃହରେ ବିଡ଼ିଓ ତରଣୀ ସୁନାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସଭାରେ ଗ୍ରାମପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ହୋଇ
Read More...