Monthly Archives

June 2021

ଅବସର ପ୍ରାପ୍ତ ରାଜସ୍ୱ ବିଭାଗ ବରିଷ୍ଠ ସହାୟକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସର ପ୍ରାପ୍ତ ରାଜସ୍ୱ ବିଭାଗ ବରିଷ୍ଠ ସହାୟକ ତଥା ସମାଜସେବୀ, ଧର୍ମ ପରାୟଣ, ଅମାୟିକ ବ୍ୟକ୍ତି ରାଜେନ୍ଦ୍ର ବେହେରାଙ୍କ ଆଜି ୭୪ ବର୍ଷ ବୟସରେ ତାଙ୍କ ରାମେଶ୍ୱର ନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ
Read More...

ଉର୍ମିଳାଙ୍କ ଦଶାହରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ଧର୍ମପତ୍ନୀ ଉର୍ମିଳା ତ୍ରିପାଠୀ କରୋନାରେ ଆକ୍ରାନ୍ତ ହୋଇ ଗତ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଜି ତାଙ୍କ ଦଶାହ ଉତ୍ସବରେ ଏକ ଶ୍ରଦ୍ଧାଞ୍ଜଳି
Read More...

ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ହତ୍ୟା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଥିବା ସୂଚନା ମଳିଛି । ଆଜି ସଂଧ୍ୟାରେ ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଦୁଇ ଜଣ ଶ୍ରମିକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଯାହାକୁ ନେଇ ଜଣେ ଶ୍ରମିକ
Read More...

ସ୍ୱତନ୍ତ୍ର ଅଧିବେଶନ : ବୀମା ରାଶି ବୃଦ୍ଧି ଓ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ଓୟୁଜେ ପକ୍ଷରୁ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ଏକ ସ୍ୱତନ୍ତ୍ର ଅଧିବେଶନ ଆଜି ୱେବନାର ଯୋଗେ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମା ରାଶିକୁ ୫ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି ସହ ରାଜ୍ୟରେ ତୁରନ୍ତ
Read More...

ସେବା ଚେରିଟେବୁଲ ଟ୍ରଷ୍ଟର ହସ୍ତକ୍ଷେପ ପରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ୭ ବର୍ଷର…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲାପଡା ବ୍ଳକ ଖଲିପଥର ପଞ୍ଚାୟତ ତେନ୍ତୁଳି ମୁଣ୍ଡା ଗ୍ରାମର ଈଶ୍ଵର ସୁନାଙ୍କ ପୁଅ ରାଘବ ସୁନା ବୟସ(୭) । ରାଘବ ଦୀର୍ଘ ୫ ବର୍ଷ ହେବ କିଡନୀ ରୋଗରେ ପୀଡିତ ହୋଇଛନ୍ତି । ଈଶ୍ଵର ଜଣେ ଦିନ ମଜୁରୀଆ ହୋଇଥିବାରୁ ନିଜ
Read More...

କୋଭିଡ଼ ସଚେତନତା ରଥକୁ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଲଖମରା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗାଁ କଲ୍ୟାଣ ସମିତି ତରଫରୁ କୋଭିଡ଼ ସଚେତନତା ରଥକୁ ସ୍ଵାଗତ କରାଯାଇଅଛି । ଡା. ସୁଦୀପ୍ତ ସାହୁ, ସ୍ଵାସ୍ଥ୍ୟ କର୍ମୀ ସସ୍ମିତା ବେହେରା, ଶିକ୍ଷକ ମଣି ମହାନନ୍ଦ, ଅଙ୍ଗନୱାଡ଼ି କର୍ମୀ
Read More...

ବଲାଙ୍ଗିର ଜିଲ୍ଲାରେ ଖସୁଛି ସଂକ୍ରମଣ : ୩୧ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖସିବାକୁ ଲାଗିଛି ସଂକ୍ରମଣ । ଏହାକୁ ନେଇ ଲୋକେ ଆଶ୍ୱସ୍ତି ହେଉଥିବା ବେଳେ ତଥାପି ସଚେତନତାର ଆବଶ୍ୟକତା ରହିଛି ବୋଲି ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ
Read More...

ନବ ବିବାହିତାଙ୍କୁ ଗଣ ବଳାତ୍କାର

ଲାହୋର : ମେ ୨୬ ରେ ପୋଲିସ୍ ୟୁନିଫର୍ମରେ ଥିବା ଚାରିଜଣ ଡକାୟତ ବିବାହ ଉତ୍ସବ ପରେ ଲାହୋରଠାରୁ ୩୫ କିଲୋମିଟର ଦୂରରେ ଥିବା ମୁଲତାନ ଜିଲ୍ଲାର ଶୁଜାବାଦ ଗ୍ରାମରେ ଏକ ଘରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଥିଲେ । ପୋଲିସ କହିଛି ଯେ, ଡକାୟତମାନେ ନବ ବିବାହିତ ଦମ୍ପତିଙ୍କ କୋଠରୀରେ ପଶି
Read More...

ଟ୍ରିକଲ୍ ଅପ୍ ଦ୍ଵାରା ଅତ୍ୟଧିକ ଗରିବ ସମ୍ପ୍ରଦାୟକୁ ରିଲିଫ୍ ସହାୟତା ପ୍ରଦାନ

କୋଭିଡ୍ -୧୯ସହିତ ଲଢିବା ପାଇଁ ଟ୍ରିକଲ ଅପ୍ ଅତ୍ୟଧିକ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ, ସ୍ୱଚ୍ଛତା ଏବଂ ବିହନ କିଟ୍ ବଣ୍ଟନ କରିଛି । ଟିଟିଲାଗଡ, (ଗୌରବ ଦର୍ଜୀ) : କୋଭିଡ୍ ୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମଗ୍ର ଭାରତରେ ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁରେ ଆଶ୍ଚର୍ୟ୍ୟଜନକ ବୃଦ୍ଧି
Read More...

ବାହାରିଲେ ଜେଲ୍‌ରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ବାହାରିଲେ ଜେଲ୍‌ରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ଜାମିନ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ମୁକୁଳିଥିବା ଜଣାପଡ଼ିଛି । ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା ବେଳେ ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ
Read More...