Monthly Archives

June 2021

ମଦ ବ୍ୟବସାୟରେ ମାତିଛନ୍ତି ହିଞ୍ଜିଳି ଅଂଚଳର ଯୁବପିଢ଼ି

ହିଞ୍ଜିଳିକାଟୁ : ନାମିଦାମୀ ମଦବୋତଲରେ ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାର ଲେବଲ ଷ୍ଟିକର ଲାଗିଛି । କିନ୍ତୁ ମଦ ବିହୁନେ ସବୁ ଅଚଳ । ଜନ୍ମଦିନ ପାଳନଠୁ ଆରମ୍ଭ କରି ଶେଷ ଠିକଣା ଯାତ୍ରାରେ ମଦର ପସରା ଚାଲିଛି । ଅନ୍ୟପଟେ ସରକାରଙ୍କ ମୋଟା ରକମର ରାଜସ୍ଵ ଆଦାୟ ମଧ୍ୟ ହେଉଛି । ଯାହା ଫଳରେ
Read More...

ଗ୍ରନ୍ଥାଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଦ୍ରକ : ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଗ୍ରନ୍ଥାଗାରିକ ଶେକ୍ ମୋଇନ ଆଜି ତାଙ୍କ ଚାକିରି ଜୀବନରୁ ସେବା ନିବୃତ୍ତ ହୋଇଛନ୍ତି । ଏଥି ନିମନ୍ତେ ତାଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଶେକ
Read More...

ମହାମାରୀ ସମୟରେ ଅସହାୟଙ୍କୁ ସହାୟତା କରି ଚର୍ଚ୍ଚାରେ ସୀତାରାମ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଯୋଗୁଁ ତାଲାବନ୍ଦରେ ଅନେକ ଗରିବ ଅସହାୟ ମାନଙ୍କ ରୋଜଗାର ଠପ୍‌ ହୋଇଯାଇ ମୁଠେ ଖାଇବା ପାଇଁ ପାଇବା କଷ୍ଟକର ହୋଇପଡିଥିବା ବେଳେ ଏହି ସମୟରେ ସେମାନଙ୍କୁ ସହାଯ୍ୟର ହାତ ବଢାଇବା ସହ ସଚେତନ କରି ଚର୍ଚ୍ଚାକୁ ଆସିଛି ବଲାଙ୍ଗିରର ସୀତାରାମ ଫାଉଣ୍ଡେସନ ।
Read More...

ପ୍ରେମ କରିଦେଲା ଅନ୍ଧ : ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କୁ ଥାନାରେ ବିବାହ କଲେ ମହିଳା

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ କରିଦେଲା ଅନ୍ଧ । ଦୁଇ ଛୁଆ ଓ ସ୍ୱାମୀ ଛାଡ଼ି ବିବାହିତ ମହିଳା ନିଜ ପ୍ରେମିକଙ୍କୁ ଥାନାରେ ବିବାହ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୁଚନା ଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ଅନକାମୁରା ଗ୍ରାମର ଭଜମନ
Read More...

୧୧ତମ ଦିନରେ ପହଞ୍ଚିଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆୟୋଜିତ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୧୧ ତମ ଦିନରେ ପହଞ୍ଚିଛି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆୟୋଜିତ ରକ୍ତଦାନ ଶିବିର । ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଛାତ୍ର ନେତା ଟୁଲୁ ସେନଙ୍କ ନେତୃତ୍ୱରେ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ମୟୂରଭଞ୍ଜ : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୭ ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗ୍ରାମ ଗାଡ଼ାସାହିରେ ଭାଲୁ ଆକ୍ରମଣରେ ଗ୍ରାମର ୭୦ ବର୍ଷୀୟା ନନ୍ଦିନୀ ଆଙ୍ଗ
Read More...

ବଲିଉଡ ଆର୍ଟ ଡାଇରେକ୍ଟର ମାରୁତିରାଓ ଭି କାଲେଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଆର୍ଟ ଡାଇରେକ୍ଟର ମାରୁତିରାଓ ଭି କାଲେ ଆଉ ନାହାନ୍ତି । ତାଙ୍କ ପାଇଁ ଶତାଧିକ ଚଳଚ୍ଚିତ୍ର ସୁପର ହିଟ୍ ହୋଇଥିଲା । ସୌଦାଗର, ଡିସ୍କୋ ଡାନ୍ସର୍ ପରି ଅନେକ ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ମାରୁତିରାଓ ଭି କାଲେ ଚାଲିଗଲେ । ସୂଚନା ଅନୁସାରେ
Read More...

ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢଉ : ମହୁଲି ମଦ ଓ ପୋଚ ସହ ୨ ଜଣ ଗିରଫ

ବଣାଇଁ : ବଣାଇଁ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ତୋଡ଼ା ଗ୍ରାମରେ ଦେଶୀ ମହୁଲି ମଦ ଚୋରା କାରବାର ଚାଲୁଥିବା ବେଳେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢଉରେ ଦୁଇ ଜଣଙ୍କୁ ଗିରଫ ସହିତ ଦେଶୀ ମହୁଲି ମଦ ୧୧୫ ଲିଟର, ମହୁଲପୋଚ ୯୦୦ କେଜି ସହିତ ମଦ ରନ୍ଧା ସାମଗ୍ରୀ ଆଦି ଜବତ କରାଯାଇଥିବା
Read More...

ଓଡିଶା ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ଚୁନା ଯନ୍ତ୍ର ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ମିଲେଟ ମିଶନ, ଆତ୍ମା ବଲାଙ୍ଗିର, ମିଶନ ଶକ୍ତି ଏବଂ ୱ।ଇ.ସି.ଡ଼ି.ଏ ଅନୁଷ୍ଠାନର ମିଳିତ ସହଭାଗୀତାରେ ଖପ୍ରାଖୋଲ ବ୍ଲକର ଜୟ ଶ୍ରୀରାମ ସ୍ୱୟଂ ସହାୟିକା ଦଳ ନାନ୍ଦୁପଲ ଏବଂ ମାଁ ଅମ୍ବିକା ସ୍ୱୟଂସହାୟିକା ଦଳ ଘୂନସର, ଦୁଇ ସ୍ୱୟଂସହାୟିକା ଦଲର ଆର୍ଥିକ
Read More...