Daily Archives

ମେରଟରେ ଜଣେ ସାଧୁଙ୍କୁ ପିଟି ପିଟି ହତ୍ୟା : ଉତ୍ତେଜନା

ମେରଟ୍ : ଉତ୍ତରପ୍ରଦେଶର ମେରଟରେ ଏକ ସାଧୁଙ୍କୁ ପିଟି ପିଟି ହତ୍ୟା ପରେ ଉତ୍ତେଜନା ବ୍ୟାପିଯାଇଛି । ଆଜି ସକାଳେ ରାସ୍ତାରେ ସାଧୁଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ କ୍ରୋଧିତ ଲୋକମାନେ ଏକତ୍ରିତ ହୋଇ ମୃତଦେହକୁ ରାସ୍ତାରେ ରଖି ହତ୍ୟାକାରୀଙ୍କୁ ଗିରଫ କରିବାକୁ
Read More...

ଖୁବ୍‌ ଶୀଘ୍ର ଫିଲହାଲ୍‌-୨ ମ୍ୟୁଜିକ୍‌ ଭିଡିଓରେ ଆସିବେ ରୋମାଣ୍ଟିକ୍‌ ହିରୋ ଅକ୍ଷୟ କୁମାର

ମୁମ୍ବାଇ : ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ନୂପୁର ସାନନ୍‌ଙ୍କ ହିଟ୍‌ ମ୍ୟୁଜିକ୍‌ ଭିଡିଓ ଫିଲ୍‌ହାଲ୍‌ର ଦ୍ୱିତୀୟ ଭାଗ ଫିଲ୍‌ହାଲ୍‌ -୨ ଖୁବ୍‌ ଶୀଘ୍ର ଆସୁଛି । ଏ ନେଇ ଅକ୍ଷୟ କୁମାର ମ୍ୟୁଜିକ୍‌ ଭଡିଓର ଟିଜର୍‌ ରିଲିଜ ଡେଟ୍‌ ଘୋଷଣା
Read More...

ଚୋରା ବାଲି ଚାଲାଣ ଅଭିଯୋଗରେ ତହସିଲଦାରଙ୍କ ଚଢ଼ାଉ

ଶେରଗଡ଼ : ଶେରଗଡ ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀରୁ ପ୍ରତିଦିନ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ଶେରଗଡ ତହସିଲଦାର ଡ. ଦୟାସିନ୍ଧୁ ପରିଡା ଶେରଗଡ ପୋଲିସ ସହ ମିଳିତ ଚଢାଉ କରିଥିଲେ । ସନ୍ତୋଷପୁର ଓ ଗୋଠଗାଁରେ ଚଢାଉ କରି ଚଉଦ ଗୋଟି ଟ୍ରକ ଓ ଟ୍ରାକ୍ଟରକୁ ଜବତ କରିବା ସହିତ ନଦୀ ମୁହାଣ
Read More...

୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଜବତ ସହ ଡ୍ରାଇଭର ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଜାତୀୟ ରାଜପଥରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ବହୁ ପରିମାଣ ଗଞ୍ଜେଇ ଜବତ କରିଛି । ଏକ ଟ୍ରକ୍ ୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାହା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବିହାର
Read More...

ଦିବଙ୍ଗତ ଯୁବ ସାମ୍ବାଦିକ ଦିପକଙ୍କ ବିୟୋଗରେ ପ୍ରଭାତ କ୍ଲବର ଶୋକସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଓ କଣାସ ବ୍ଲକର ଯୁବ ସାମ୍ବାଦିକ ଦୀପକ ମିଶ୍ର(୩୭)ଙ୍କ ଅକାଳ ବିୟୋଗରେ ଆଜି ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ପ୍ରଭାତ କ୍ଲବ ପକ୍ଷରୁ ଶୋକସଭା ପାଳିତ ହୋଇଯାଇଛି । କୋଭିଡ୍‌ ନୟମାନୁଯାଇ ଏଥିରେ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ ଦିବଙ୍ଗତ ଯୁବ
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ଆଗଲପୁର, (କେପିଏନ୍‌ଏସ୍‌) : ଭରସୂଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ (୭୦)ଙ୍କ ସ୍ତ୍ରୀ ଜାନକୀ ଭୋଇ(୬୫) ବହୁ ଦିନରୁ ରୋଗରେ ପୀଡିତ ଥିଲେ ଓ ୫ ଦିନ ପୂର୍ବରୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ବଲାଙ୍ଗିରରେ ଭର୍ତି ହୋଇଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ
Read More...

ରାଜ୍ୟରେ ଗତ ୨୪ଘଣ୍ଟାରେ ୪୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ରହିଥିବା କଟକ, ବରଗଡ଼, ନୟାଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ
Read More...

ଲିବେରେସନ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲିବେରେସନ ସଂଗଠନର ମୁଖ୍ୟ ଉପଦେଷ୍ଟା ଟୁନା ମିଶ୍ରଙ୍କ ଜନ୍ମ ଦିବସ ଉପଲକ୍ଷେ ଗତକାଲି ଏକ ରକ୍ତଦାନ ଶିବିର ଯାଦବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୨୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସତ୍ୟନାରାୟଣ ହୋତା, ଇବରାହିମ୍‌
Read More...

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଉପରେ ମମତା ବାନାର୍ଜୀଙ୍କ ବଡ ଆକ୍ରମଣ : ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ…

କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କକୁ ନେଇ ବିବାଦ ମଧ୍ୟରେ ସିଏମ ରାଜ୍ୟପାଳଙ୍କ ଉପରେ ଏକ ବଡ ଆକ୍ରମଣ କରିଛନ୍ତି । ସିଏମ ମମତା ବାନାର୍ଜୀ ଜଗଦୀପ ଧନଖଡ଼ଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି କହିଛନ୍ତି ଏବଂ ତାଙ୍କର
Read More...

ରଥ ଖଳାରୁ ରଥ ନିର୍ମାଣ ଅଗ୍ରଗତି ସଂପର୍କରେ ସୂଚନା

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ରଥ ଖଳାରୁ ରଥ ନିର୍ମାଣ ଅଗ୍ରଗତି ମଙ୍ଗଳବାର ସକାଳ ସୁଦ୍ଧା ରଥ ନିର୍ମାଣ ଅଗ୍ରଗତି ଶୀର୍ଷ ଆଡକୁ ଗତି କରିଥିବା ବେଳେ ମୂଳ ବାରଣ୍ଡା, ଯାହାକି ରଥ ଉପରେ ଚଢ଼ି ବସୁଥିବା ସ୍ଥାନ ପରିସର ନିର୍ମାଣରେ ଅଗ୍ରଗତି ହୋଇଆସିଛି । ସୂଚନା ଅନୁସାରେ ମୋଟ
Read More...