Daily Archives

ଟ୍ରିକଲ୍ ଅପ୍ ଦ୍ଵାରା ଅତ୍ୟଧିକ ଗରିବ ସମ୍ପ୍ରଦାୟକୁ ରିଲିଫ୍ ସହାୟତା ପ୍ରଦାନ

କୋଭିଡ୍ -୧୯ସହିତ ଲଢିବା ପାଇଁ ଟ୍ରିକଲ ଅପ୍ ଅତ୍ୟଧିକ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ, ସ୍ୱଚ୍ଛତା ଏବଂ ବିହନ କିଟ୍ ବଣ୍ଟନ କରିଛି । ଟିଟିଲାଗଡ, (ଗୌରବ ଦର୍ଜୀ) : କୋଭିଡ୍ ୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମଗ୍ର ଭାରତରେ ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁରେ ଆଶ୍ଚର୍ୟ୍ୟଜନକ ବୃଦ୍ଧି
Read More...

ବାହାରିଲେ ଜେଲ୍‌ରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ବାହାରିଲେ ଜେଲ୍‌ରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ଜାମିନ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ମୁକୁଳିଥିବା ଜଣାପଡ଼ିଛି । ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା ବେଳେ ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ
Read More...

ସାଇପାଲି ସମବାୟ ସମିତି ବ୍ୟାଙ୍କ ଆଗରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ସାଇପାଲି ସମବାୟ ସମିତି ବ୍ୟାଙ୍କ ଅଧିନସ୍ଥ ପ୍ରାୟ ୨୨ ଜଣରୁ ଉର୍ଦ୍ଧ୍ବ ଚାଷୀ ବ୍ୟାଙ୍କ ସମ୍ମୁଖରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚ ଆହ୍ୱାନ କ୍ରମେ ଧାରଣା ଦେଇଛନ୍ତି । ଚାଷୀମାନଙ୍କ ରବିଧାନ ବିକ୍ରି
Read More...

ନିଖୋଜ ବ୍ୟକ୍ତିଙ୍କ ଗଳିତ ଶବ ପାହାଡ଼ ଶିଖରରୁ ଉଦ୍ଧାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଅଲାତରା ଗ୍ରାମର ଶ୍ୟାମ ସୁନ୍ଦର ସାହୁ(୫୫) ଗତ ମଇ ମାସ ୨୯ ତାରିଖ ସକାଳ ୯ଟାରୁ ଘରୁ କୁଆଡ଼େ ନିଖୋଜ ହୋଇଯାଇଥିଲେ । ପରିବାର ବର୍ଗ ବହୁତ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ପାଇ ନଥିବା ବେଳେ ଆଜି
Read More...

କିନ୍ନରଙ୍କୁ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ ମୀରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କିନ୍ନର ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲି କରିବା ପାଇଁ ଓଡ଼ିଶା ପୋଲିସରେ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ତଥା 'ନେସ୍‌ନାଲ୍‌
Read More...

ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ହେଉଥିଲା ଗଂଜେଇ ଚୋରା ଚାଲାଣ : ୨ ଗିରଫ

କୋରାପୁଟ : କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଅକ୍ସିଜେନ୍‌ର ଆବଶ୍ୟକତା ବଢ଼ିଯାଇଥିବା ବେଳେ ଅକ୍ସିଜେନ୍ ସିଲିଣ୍ଡର ସପ୍ଲାଏ ଆଳରେ ଅଭିନବ ଉପାୟରେ ଗଂଜେଇ ଚୋରା ଚାଲାଣ ହେଉଥିବା ଘଟଣା ସାମ୍‌ନାକୁ ଆସିଛି । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି
Read More...

ସାବିତ୍ରୀ ପୂଜା ଦିନ ସାବିତ୍ରୀଙ୍କୁ ବିଷ ପିଆଇ ମାରିଲା ସତ୍ୟବାନ

ମ.ରାମପୁର, (ହେମନ୍ତ ସାହୁ) : ପୌରାଣିକ ଆଖ୍ୟାନ ଅନୁଯାୟୀ ଉତ୍କଳୀୟ ସଂସ୍କୃତିରେ ସାବିତ୍ରୀ ବ୍ରତ ପତି-ପତ୍ନୀର ଏକ ଅନାବିଳ ଭଲପାଇବାର ଦିନ । ଏହି ଦିନ ସାବିତ୍ରୀମାନେ ନିଜ ନିଜ ସତ୍ୟବାନଙ୍କ ଦୀର୍ଘାୟୁ କାମନା କରି ଓଷା ବ୍ରତ ପାଳନ କରିଥାନ୍ତି । ଯୋଉଠି ରହିଥାଏ ଏକ ପବିତ୍ର ଭଲପାଇବା ଓ
Read More...

ବାଳକର ଜୀବନ ଗଲା ସାପ କାମୁଡାରେ

କନ୍ଧମାଳ : ଆଠ ବର୍ଷ ବାଳକର ଜୀବନ ଚାଲିଗଲା ସାପ କାମୁଡ଼ାରେ । କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ରଣଗାଁଠାରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ରଣଗାଁର ଆଜାଦ ଗଣ୍ଡା(୮) ଶୁକ୍ରବାର ରାତିରେ ନିଜ ମା ଓ ଜେଜେମାଙ୍କ ସହ ଗୋଟିଏ କୋଠରୀରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ
Read More...

ଟୀକା ହିଁ କରୋନାକୁ ରୋକି ପାରିବ : ଜୁନିୟର ରେଡକ୍ରସ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକର ଲର୍କି ଗ୍ରାମରେ ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ଅଙ୍ଗନବାଡ଼ି କର୍ମୀ ପ୍ରମିଳା ପଣ୍ଡା,
Read More...

ଡେଲାଙ୍ଗରେ ଏସୟୁସିଆଇର ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିତ୍ୟ ବ୍ୟବହୃତ ସାମଗ୍ର୍ରୀର ଅହେତୁକ ଦରବୃଦ୍ଧି, କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ବିଫଳତା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ମୁଲ୍ୟ ବୃଦ୍ଧି ନେଇ ଏସୟୁସିଆଇ ଡେଲାଙ୍ଗ ବେରବୋଇ ଠାରେ ପ୍ରତିବାଦ ଦିବସ ପାଳନ କରିଛ । ଏଥିରେ
Read More...