Daily Archives

ଦକ୍ଷିଣ ଆଫ୍ରିକାରେ ଏକା ଥରକୁ ୧୦ ସନ୍ତାନ ଜନ୍ମ ଦେଲେ ଜଣେ ମହିଳା, ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ

ଡର୍ବାନ୍ : ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଏକା ଥରକୁ ୧୦ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଯଦି ଡାକ୍ତରମାନେ ଏହି ପିଲାମାନଙ୍କର ଜନ୍ମକୁ ନିଶ୍ଚିତ କରନ୍ତି, ତେବେ ଏହା ନିହାତି ଏକ ବିଶ୍ୱ ରେକର୍ଡ ହେବ । ଠିକ୍ ଗୋଟିଏ ମାସ ପୂର୍ବରୁ, ମାଲିର ଜଣେ ମହିଳା ମୋରୋକୋରେ ନଅଟି ଶିଶୁ ଜନ୍ମ ଦେଇଥିଲେ
Read More...

ଗତ ୨୪ ଘଂଟାରେ ୪୩ ଜୀବନ ନେଲା ମହାମାରୀ କୋରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା । ଏଥିସହ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୧୨୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରେ ସର୍ବାଧିକ ୫ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳ, କଟକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪ ଜଣ
Read More...

ଆସନ୍ତା କାଲି ସାବିତ୍ରୀ ବ୍ରତ : ଚଳଚଂଚଳ ସାବିତ୍ରୀ ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ସାବିତ୍ରୀ ବ୍ରତ । ମହାମାରୀ କରୋନା ସଂକ୍ରମଣ ସତ୍ତେ୍ୱ ସାବିତ୍ରୀମାନେ ଚଳଚଂଚଳ ଥିବା ଅନୁମାନ କରାଯାଇଛି । କରୋନା କଟକଣା ଯୋଗୁଁ ଦିନ ୧୧ଟାରୁ ମାର୍କେଟ ବନ୍ଦ ହେବାକୁ ଥିବା ବେଳେ ଆଜି ପୂର୍ବାହ୍ନରେ ସାବିତ୍ରୀ ବଜାର ଖୁବ୍‌ ଭିଡ଼ ଥିବା ସହରରେ
Read More...

କାନପୁର-ଆହ୍ଲାବାଦ ରାସ୍ତାରେ ଭୟଙ୍କର ଦୁର୍ଘଟଣା : ୧୭ ଜଣଙ୍କର ମୃତ୍ୟୁ, ଚାରି ଜଣ ଆହତ ହୋଇଛନ୍ତି

ଆହ୍ଲାବାଦ : ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର କାନପୁର-ଆହ୍ଲାବାଦ ଜାତୀୟ ରାଜପଥରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ପୁଣି ୪ ଜଣ ଆହତ ହୋଇଛନ୍ତି । ଗଣମାଧ୍ୟମ ଅନୁଯାୟୀ କାନପୁର ବାହ୍ୟ ପୋଲିସ ଅଧୀକ୍ଷକ ଅଷ୍ଟଭୁଜ
Read More...

ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଖସୁଛି, ତଥାପି କଟକଣା ମାନି ଚଳନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ହେଲା କ୍ରମାଗତ ଭାବେ ବଲାଙ୍ଗିର ଜିଲ୍ଲାରେ ଶହେ ତଳକୁ ରହୁଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ଏହା ଜିଲ୍ଲାବାସୀଙ୍କ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି । ଦେଶରେ ତଥା ରାଜ୍ୟରେ ମଧ୍ୟ ସଂକ୍ରମଣ ହାର ଖସିବାରେ ଲାଗିଛି । କିନ୍ତୁ ତଥାପି
Read More...

୧୨ ଶହ ଅସହାୟ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କଲା ‘ପ୍ରେମ’

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ପ୍ରେମ' ତରଫରୁ ରିଲାଏନ୍ସ ଫାଉଣ୍ଡେସନର ସହଯୋଗରେ କରୋନା ଯୋଗୁଁ ବିଭିନ୍ନ ଅସୁବିଧାରେ ଥିବା ୧୨ ଶହ ଅସହାୟ ପରିବାରବର୍ଗଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ରାସନ ସାମଗ୍ରୀମଧ୍ୟରେ ଚାଉଳ, ଡାଲି,
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ରିଲିଫ୍‌ ପାଣ୍ଠିରୁ କରୋନାର ଦ୍ୱିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ସହରାଞ୍ଚଳ ଉଠାଦୋକାନୀ ମାନଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଥିବାରୁ ଓଡିଶା ଉଠାଦୋକାନୀ ମହାସଂଘର
Read More...

କରୋନାର ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ବିପଦଜନକ ହେବ ନାହିଁ : ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ : କୋଭିଡ -୧୯ର ତୃତୀୟ ତରଙ୍ଗକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ତୃତୀୟ ତରଙ୍ଗ ପିଲାମାନଙ୍କୁ ପ୍ରଭାବିତ କରିବ ବୋଲି କୌଣସି ପ୍ରମାଣ ନାହିଁ ବୋଲି ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ, ଦୁନିଆର କୌଣସି ସର୍ଭେରୁ ଏଭଳି ଘଟଣା ବାହାରି
Read More...

ଭଲ ଖବର : କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍‌ ପାଇଁ ସରକାର ନିର୍ଦ୍ଦେଶ ଦେଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଟିକା ନୀତି ଘୋଷଣା କରିବା ପରେ କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ, କୋଭିଡ ଆଣ୍ଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୋମବାର ଘୋଷଣା କରିଛନ୍ତି ଯେ, କେନ୍ଦ୍ର
Read More...

ଗୁରୁମୁନି ଗାଁରେ ପହଞ୍ଚିଲା ଓଡ଼ିଆ ଯବାନ ଥବିରଙ୍କ ମୃତ୍ୟୁଦେହ : ମନ୍ତ୍ରୀ ଟୁକୁନି ଜଣାଇଲେ ଶ୍ରଦ୍ଧାଞ୍ଜଳି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରମୁନି ଗ୍ରାମର ଥବିର ବୁଡେକ ଯବାନଙ୍କ କାର୍ୟ୍ୟରତ ଥିବା ସମୟରେ ତାଙ୍କ ଉପରେ ଗାଡି ଚଢି ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା ତେବେ ଆଜି ସକାଳୁ ୭ ଘଣ୍ଟା ସମୟରେ ନିଜ ଭିଟାମାଟିକୁ ପାର୍ଥିବ
Read More...