Monthly Archives

May 2021

ମନମୁଣ୍ଡା ଡାକ୍ତରଖାନାରେ ସାମାଜିକ ଦୂରତାକୁ ଫୁ

ବୌଦ୍ଧ, (ମମତା ମହାକୁର) : କିଛିଦିନ ହେଲା ବୌଦ୍ଧ ଜିଲ୍ଲାରେ ଟୀକା ଅଭାବରୁ ଟୀକାକରଣ ବନ୍ଦ ଥିବାବେଳେ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି । ଜିଲ୍ଲାର ଟୀକାକରଣ କେନ୍ଦ୍ର ଗୁଡିକରେ ଆଜି ଲୋକଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି । ଲୋକେ ଟୀକା ନେବାପାଇଁ ଆକୁଳହୋଇ କୋଭିଡ୍‌ ନିୟମ ମଧ୍ୟ
Read More...

ଗାଁ ଗାଁରେ ଲୋକଙ୍କୁ ଜ୍ଵର, ଘାରୁଛି କୋଭିଡ଼ ଭୟ : ଡାକ୍ତରଖାନାରେ ଭର୍ତ୍ତି କଲେ ସମାଜସେବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ କରୋନା ସ୍ଥିତି ଜଟିଳ ହୋଇଛି । ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଥିଲେ ମଧ୍ୟ ଲୋକେ ସଚେତନତା ନୁହନ୍ତି । ଅନ୍ୟପଟେ ନିଜ ପେଟପାଟଣା ପାଇଁ ବାହାର ରାଜ୍ୟକୁ
Read More...

ସୋଢ଼ା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଇଲୋକ୍ଟୋନିକ୍ସ ମିଡ଼ିଆ, ଗଣମାଧ୍ୟମରେ ମହାମାରୀ କରୋନାର କାୟା ବିସ୍ତାର ସମ୍ପର୍କରେ ଖବର ପ୍ରସାରଣ ଖବର ପାଇଲା ପରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଟେମେରି ଗ୍ରାମ ପଞ୍ଚାୟତ ସୋଢା ଗ୍ରାମରେ ଏକ ସଚେତନତା ସଭା ଗ୍ରାମର ମାନ୍ୟଗଣ୍ୟ
Read More...

ସୋମ୍ୟସେବା ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଶୃଙ୍ଖଳ ଭାଙ୍ଗିବାକୁ ସରକାର ଚଉଦ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଏହା ମହାମାରୀର ପ୍ରକୋପରୁ ରାଜ୍ୟକୁ ରକ୍ଷା କରିବା ନେଇ ଆଶା ପ୍ରକାଶ କରାଯାଉଛି । କିନ୍ତୁ ଲକଡଉନ ଯୋଗୁଁ ସମାଜର ଖଟିଖିଆ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି ।
Read More...

ନରହନ୍ତା ଦନ୍ତାକୁ ଆୟତ୍ତ ପାଇଁ କେଶରୀୟା ହିନ୍ଦୁ ବାହିନୀର ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଏକ ନରହନ୍ତା ଦନ୍ତା ହାତୀକୁ ଆୟତ୍ତ କରିବା ନେଇ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ହାତୀ ଟି ବିଗତ ଦୁଇ ସପ୍ତାହ ଧରି ବରଗଡ, ସୋନପୁର ଓ ବଲାଙ୍ଗିର ଜିଲାର ଅନେକ ନିରୀହ
Read More...

ଆନ୍ଦୋଳନରତ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଦାବୀ କଲେ ନରସିଂହ : ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ସଚିବ ଦେଲେ…

ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ସ୍ଥାପିତ ହେଉ ଅକ୍ସିଜେନ ପ୍ଲାଣ୍ଟ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଆମ ରାଜ୍ୟର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଦୋହଳି ପଡିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ
Read More...

ଆଳୁ କିଲୋ ପ୍ରତି ୧୮ ଟଙ୍କା ଏବଂ ପିଆଜ କିଲୋପ୍ରତି ୨୩ ଟଙ୍କା ସୁଲଭ ମୂଲ୍ୟରେ ବିକ୍ରି ନିମନ୍ତେ ନିର୍ଦ୍ଦେଶ ଦେଲେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରଠାରେ ଅବସ୍ଥାପିତ ଜିଲ୍ଲା ଯୋଗାଣ ବିଭାଗ, ଯାହାକି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଲକ୍- ଡାଉନ୍ ସମୟରେ ଅତି ଆବଶ୍ୟକ ସାମଗ୍ରୀର
Read More...

ବେଳଗୁଣ୍ଠାରେ ମାସ୍କ ଚେକିଂ କଡାକଡି : ଅମାନିଆଙ୍କ ଠାରୁ ଦୁଇ ଦିନରେ ମୋଟ ୨୦ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ଦ୍ୱିତୀୟ ଲହରୀରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏଥିରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମଇ ମାସ ୫ ତାରିଖ ଠାରୁ ଲକ୍ ଡ଼ାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟୀକ
Read More...

ବେଲଗୁଣ୍ଠା ଇଣ୍ଡିଆନ ଓଭର୍ ସିଜ୍ ବ୍ୟାଙ୍କ ଶାଖାରେ ଗତ ୧୩ ଦିନରୁ ଅଧିକ ହେଲା ତାଲା : ଗ୍ରାହକ ହନ୍ତସନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ସଂକ୍ରମଣରେ ଜନଜୀବନ ବେହାଲ୍ । ସରକାର ଜାରି କରିଛନ୍ତି ଲକ୍ ଡାଉନ୍ । କିନ୍ତୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବା ପାଇଁ ସମୟ ସୀମା ଧାର୍ୟ୍ୟ କରିବା ସହ ବ୍ୟାଙ୍କ, ଏଟିଏମ୍ ଖୋଲା ରଖିବା ପାଇଁ ନିର୍ଦ୍ଦେଶ
Read More...

ଏନଏସୟୁଆଇ.ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କଂଗ୍ରେସ ଦଳର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ)ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନ ମନୋନୀତ ହୋଇଥିବା ଜଣା ପଡ଼ିଛି ।ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ୍ କୁଣ୍ଡନଙ୍କ
Read More...